ତେବେ ବନ୍ଧୁଗଣ ଆମେ ଜାଣିଛୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥାଏ , ତେଣୁ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି କିପରି ଆମେ ଆମର ସ୍ୱାସ୍ଥ୍ୟ ର ଯତ୍ନ ନେବା | ତେବେ ଆମେ ଜାଣିଛୁ କି ମଣିଷର ବୟସ ବଢିବା ସହିତ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦେଖା ଯାଇଥାଏ |
ଆଉ ସେହି ସବୁ ରୋଗ ଯୋଗୁଁ ଆମେ ବହୁତ କଷ୍ଟ ପାଇଥାଉ ଓ ଅନେକ ପ୍ରକାରର ସମସ୍ୟା ମଧ୍ୟ ଦେଖା ଦେଇଥାଏ | ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ରେ ଆମେ କେତେବେଳେ କଣ ଖାଉଛେ ବା କଣ କରୁଛେ ତାହା କେବେ କେବେ ଆମେ ଭୁଲି ଯିବାକୁ ଲାଗିଥାଉ |
ଯେଉଁଥି ପାଇଁ ଆମକୁ ବାତ, କଫ ପୀତ ପରି ବିଭିନ୍ନ ପ୍ରକାର ରୋଗ ରେ ପଡିଥାଉ | ଯେଉଁଥି ପାଇଁ ଆଜି ଆପଣଙ୍କୁ କିଛି ଘରେଇ ଉପଚାର ବିଷୟ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ପୁରୁଣା ବାତ, ପୀତ, କଫ, ଓ କଲେଷ୍ଟର କୁ ମଧ୍ୟ କଂଟ୍ରୋଲ ରେ ରଖିବ |
ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ଘରେଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |ତେବେ ଆମେ କେତେକ ଘରେଇ ଉପଚାର ପ୍ରସ୍ତୁତି କରିକି ସେବନ କରନ୍ତୁ ଦେଖିବେ ଆପଣଙ୍କ ର ଆଣ୍ଠୁ ଗଣ୍ଠି ବିନ୍ଧା, ହୃଦ ରୋଗ ଜନିତ ସମସ୍ୟା ଅତି ସହଜରେ ଦୂର ହେଇଯିବ |
ତାହା ବ୍ୟତୀତ 300 ପ୍ରକାରର ରୋଗ ରୁ ଆମେ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଉପଚାର କୁ ପ୍ରସ୍ତୁତ କରିବା |ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରଥମେ ଗୋଟିଏ ଚାମଚ ଜିରା ଓ ଗୋଟିଏ ଚମ ଧଣିଆ ଓ ଗୋଟିଏ ଚାମଚ ପାନ ମହୁରି ନେବା |
ଆଉ ତାହାକୁ ଭଲ ଭାବରେ ଧୋଇ ଦେଇକି ଗୋଟିଏ ଗ୍ଲାସ ପାଣି ନେବା | ତାହା ପରେ ସେଗୁଡିକୁ ପାଣିରେ ଭିଜେଇ ଦେବା ଓ ରାତି ସାରା ତାହାକୁ ପାଣିରେ ଭିଜେଇ ରଖିଦେବା |ଆଉ ସକାଳେ ଉଠିଲେ ତାହାକୁ ପ୍ରଥମେ ଛାଣିଦେବା ଓ ସେହି ପାଣି କୁ ନେଇକି ଗ୍ୟାସ ରେ ଫୁଟାଇବା 10 ମିନିଟ ପର୍ଯ୍ୟନ୍ତ | ଯେମିତି ଉପାଦାନ ଗୁଡିକର ସମସ୍ତ ଗୁଣ ପାଣି ଭିତରକୁ ଆସିଯିବ |
ତାହା ପରେ ସେହି ଉପାଦାନ ଗୁଡିକୁ ଛାଣି ଦେଇ ସେଥିରେ ଗୋଟିଏ ଚାମଚ ମହୁ ମିଶାଇବା |ତେବେ ଏହି ଉପଚାର କୁ ଖାଲି ପେଟରେ ଆମେ ମାନେ ପ୍ରତେକ ଦିନ ପିଇବା ଓ ରହିଥିବା ବଳକା ଜିନିଷ କୁ ଚୋବେଇକି ଖାଇଦେବ |ତେବେ ଏହିଭଳି ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଆମେ ବାତ,
ପିତ, କଫ ସହିତ ଶିର ବ୍ଲକେଜ ଭଳି ସମସ୍ୟାରୁ ମୁକ୍ତି ପାଇପାରିବା |ତେବେ ଆମେ କେତେକ ଘରେଇ ଉପଚାର ପ୍ରସ୍ତୁତି କରିକି ସେବନ କରନ୍ତୁ ଦେଖିବେ ଆପଣଙ୍କ ର ଆଣ୍ଠୁ ଗଣ୍ଠି ବିନ୍ଧା, ହୃଦ ରୋଗ ଜନିତ ସମସ୍ୟା ଅତି ସହଜରେ ଦୂର ହେଇଯିବ | ତାହା ବ୍ୟତୀତ 300 ପ୍ରକାରର ରୋଗ ରୁ ଆମେ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଉପଚାର କୁ ପ୍ରସ୍ତୁତ କରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।