ଆଜି ଆମେ ଜାଣିବା କେଉଁ ମାସ ରେ ଜନ୍ମିତ ହୋଇଥିବା ଝିଅ ମାନେ ସ୍ୱୟଂ ଲକ୍ଷ୍ମୀ ଙ୍କ ର ରୂପ ହୋଇଥାନ୍ତି। ତାହା ସହିତ ଭାଗ୍ୟ ବାନ ମଧ୍ୟ ହୋଇଥାନ୍ତି। ବନ୍ଧୁଗଣ ଶାସ୍ତ୍ର ରେ ନାରୀ ମାନଙ୍କ ଠାରେ ସ୍ୱୟଂ ମାତା ଲକ୍ଷ୍ମୀ ଙ୍କର ବାସ ଥାଏ ବୋଲି କୁହାଯାଇଛି। ଏଠି ଓଅଇଁ ଯେତେବେଳେ ବି ଗୃହ ର ଝିଅ ଜନ୍ମ ହୋଇଥାଏ ତେବେ ଲୋକମାନେ କୁହନ୍ତି କି ଲକ୍ଷ୍ମୀ ଆସିଲେ ବା ଲକ୍ଷ୍ମୀ ଙ୍କର ଆଗମନ ହେଲା।
ବହୁତ ଲୋକଙ୍କ ର କହିବା ଅନୁଯାୟୀ ଝିଅ ମାନେ ଘର ଏବଂ ପରିବାର ରେ ସୁଖ ସମୃଦ୍ଧି ଆଣିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କ ର ଜନ୍ମ ସହିତ ତାଙ୍କର ଜନ୍ମିତ ମାସ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାଏ। ଏହି ମାସରେ ଜନ୍ମିତ ହୋଇଥିବା ଝିଅ ମାନେ ନା କେବଳ ଭାଗ୍ୟ ଶାଳୀ ହୋଇଥାନ୍ତି। ତା ସହିତ ଏମାନଙ୍କୁ ଭଲ ଶାଶୁ ଘର ମିଳିଥାଏ। ସାକ୍ଷାତ ଲକ୍ଷ୍ମୀଙ୍କ ର ରୂପ ହୋଇଥାନ୍ତି ଏହି ମାସ ରେ ଜନ୍ମିତ ଝିଅ ମାନେ।
ପ୍ରଥମରେ ହେଉଛି ଫେବୃଆରୀ ମାସ। ଏହି ମାଶାରେ ଜନ୍ମ ହୋଇଥିବା ଝିଅ ଙ୍କ ର ସ୍ଵଭାଵ ବହୁତ ବିନମ୍ର ହୋଇଥାଏ। ଏବଂ ସେମାନେ ବହୁତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି। ଏହି ଝିଅ ମାନଙ୍କର ବିବାହ ପରେ ସେମାନ ଙ୍କୁ ଭଲ ଘର ମିଳିଥାଏ। କାହା ସହିତ ଏମାନେ ନିଜ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାନ୍ତି। ଏମାନ ଙ୍କ ର ଗ୍ରହ ଚଳନ ଏମାନ ନ୍କବ୍ରା ପରିବାର କୁ ଲାଭ ଆଣିଥାଏ।
ଦ୍ଵିତୀୟରେ ଏପ୍ରିଲ ମାସ। ଏହି ମାସ ରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ମଧ୍ୟ ସାକ୍ଷାତ ଲକ୍ଷ୍ମୀ ଙ୍କ ର ସ୍ବରୂପ କୁହାଯାଏ। ଶାସ୍ତ୍ର ଅନୁସାରେ ଏହି ମାସ ବହୁତ ଶୁଭ ହୋଇଥାଏ। ଏହି ମାସ ରେ ଜନ୍ମିତ ଝିଅ ଙ୍କ ର ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ। ଯାହା ଦ୍ୱାରା ଏମାନଙ୍କୁ ସଫଳତା ମିଳିଥାଏ। ଏମାନଙ୍କ ର ଭାଗ୍ୟ ଉଚ୍ଚ ହୋଇଥାଏ।
ତୃତୀୟ ରେ ହେଉଛି ଜୁନ ମାସ। ଏହି ମାସ ରେ ଜନ୍ମିତ ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କିନ୍ତୁ ଅଙ୍କ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇ ନାଥାନ୍ତି। କିନ୍ତୁ ଏହି ମାସ ରେ କୌଣସି ଝିଅ ଜନ୍ମ ହୋଇଥିଲେ ସେ ଲକ୍ଷ୍ମୀ ଙ୍କ ସ୍ବରୂପ ହୋଇଥାଏ। ଏହି ମାସ ରେ ଜନ୍ମିତ ଝିଅ ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି। ନିଜର ଲକ୍ଷ ପ୍ରାପ୍ତି ପାଇଁ ବହୁତ ଅଧିକ ପରିଶ୍ରମ କରିଥାନ୍ତି।
ଚତୁର୍ଥ ରେ ହେଉଛି ସେପ୍ଟେମ୍ବର ମାସ। ଏହି ମାସ ରେ ଜନ୍ମିତ ଝିଅ ମାନଙ୍କ ର କୁଣ୍ଡଳୀ ରେ ଚନ୍ଦ୍ର ବୁଧ ଏବଂ ଶୁକ୍ର ଏହି ତିନୋଟି ଗ୍ରହ ଙ୍କ ର ମିଳନ ହୋଇଥାଏ। ଏହି କାରଣ ରୁ ଏହି ମାସ ରେ ଜନ୍ମିତ ଝିଅ ମାନେ ବହୁତ ଧନ ବାନ ହିଇଥାନ୍ତି। ଆପଣ ଙ୍କୁ ଜଣାଇ ଦେଉଛି ଯେ ସେମାନେ ନିଜ ଭାଗ୍ୟ ବଳରେ ସବୁ କିଛି ହାସଲ କରିଥାନ୍ତି ଏବଂ କେବେ କୌଣସି ର ଅଭାବ ହୋଇ ନଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।