Exclusive ଭିଡ଼ିଓ -ନାଗ ବଳୀ ରେ ଫସିଛି ଦୁଇ ଯୁବକ ଙ୍କ ଜୀବନ.ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ…..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ନାଗ ବଳୀ ରେ ଫସିଛି ଦୁଇ ଟି ଜୀବନ। ଦୁଇ ଜଣ ରାୟଗଡା ବ୍ଲକ୍ ରେ ଦୁଇ ଜଣ ଯୁବକ କାଶିପୁର ଗାଁ ର। ରାୟଗଡ଼ା ସ୍ତିତ ଝୁଲନ୍ତା ପୋଲ ରେ ଫସି ଥିଲେ। ନାଗ ବଳୀ ନଦୀ ରେ ଫସି ଯାଇଛନ୍ତି ଦୁଇ ଯୁବକ।ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି।

ଆଉ ଏବେ ଏକ ଘଟଣା ସାମ୍ନା କୁ ଆସିଛି ଯେଉଁଠି ଯବାନ ମାନେ ଯାହା କରିଛନ୍ତି ତାହା କୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ରେ କଣ ଘଟିଛି। ଏଠାରେ ଏକ ଘଟଣା ନଜରକୁ ଆସିଛି ଯେଉଁଠି ଇଣ୍ଡୋ ତିବେତନ ଯବାନ ମାନେ ତାଙ୍କର ସାହାସିକତା ଦେଖାଇଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ଜୋର ଧରିଛି।

ଏହି ସମୟ ରେ ITBP ର ଯବାନ ମାନେ ନିଜର କାର୍ଯ୍ୟ କୁ ସାରା ଦୁନିଆ କୁ ଦେଖାଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ଭାରତ ର ଯବାନ ମାନେ ନିଜର ଜୀବନ କୁ ବାଜି ରେ ଲଗେଇ ଦେଇ ଥାଆନ୍ତି ଯାହାକୁ ନେଇ ବହୁତ ସମୟ ରେ ପ୍ରଶଂସା ମଧ୍ୟ ହୋଇ ଥାଆନ୍ତି।

ଆଉ ସେମାନଙ୍କର ଏହିଭଳି କାର୍ଯ୍ୟ ପାଇଁ ଆମେ ମାନେ ଆଜି ଯାଏ ସୁରକ୍ଷିତ ଭାବରେ ରହିଛୁ। ସେମାନେ ବିଭିନ୍ନ ପ୍ରକାର ପରିସ୍ଥିତି ରେ ସଂଗେ ସଂଗେ ସହଯୋଗ ର ହାତ ବଢ଼ାଇ ଥାଆନ୍ତି ଯାହା ତାଙ୍କୁ ପ୍ରଶିକ୍ଷଣ କରା ଯାଇଥାଏ।
ଆଉ ସେହି ପାଣିରେ ଗୋଟିଏ କାର ଭାସି ଯାଇଛି ଏବଂ ଏହି କାର ଭିତରେ ତିନି ଜଣ ବ୍ୟକ୍ତି ଥିଲେ ଯାହା ଏଠାରେ ସୁଚନା ମିଳିଛି।

 ସେମାନଙ୍କୁ ବଞ୍ଚେଇବା ଲାଗି ସଂଗେ ସଂଗେ ITBP ର ଯବାନ ମାନଙ୍କୁ ନିୟୋଜିତ କରା ଯାଇଥିଲା। ସେମାନେ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ସେମାନ୍ୱ ଏହି ୩ ଜଣ ଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିଛନ୍ତି ଯାହା ଜାଣିବାକୁ ମିଳିଛି। ଆଉ ଦୁଇ ଜଣ ଙ୍କର ନିଖୋଜ ରହିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି।

ନାଗ ବଳୀ ରେ ଫସିଛି ଦୁଇ ଟି ଜୀବନ। ଦୁଇ ଜଣ ରାୟଗଡା ବ୍ଲକ୍ ରେ ଦୁଇ ଜଣ ଯୁବକ କାଶିପୁର ଗାଁ ର। ରାୟଗଡ଼ା ସ୍ତିତ ଝୁଲନ୍ତା ପୋଲ ରେ ଫସି ଥିଲେ। ନାଗ ବଳୀ ନଦୀ ରେ ଫସି ଯାଇଛନ୍ତି ଦୁଇ ଯୁବକ।ଆଉ ସେହି ପାଣିରେ ଗୋଟିଏ କାର ଭାସି ଯାଇଛି ଏବଂ ଏହି କାର ଭିତରେ ତିନି ଜଣ ବ୍ୟକ୍ତି ଥିଲେ ଯାହା ଏଠାରେ ସୁଚନା ମିଳିଛି। ସେମାନଙ୍କୁ ବଞ୍ଚେଇବା ଲାଗି ସଂଗେ ସଂଗେ ITBP ର ଯବାନ ମାନଙ୍କୁ ନିୟୋଜିତ କରା ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।