ଓଃ..କି….ଡାନ୍ସ ..ଅଣ୍ଟା ହଲାଇ ମହିଳା ନାଚିଲେ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….

ଆଜିର ଦିନରେ ସୋସିଆଲ ମିଡ଼ିଆ ଲୋକମାନଙ୍କ ପାଇଁ ଅଧିକରୁ ଅଧିକ ଗୁରୁତ୍ବ ହୋଇ ଯାଇଛି।ଆଜି କାଲି ସୋସିଆଲ ମିଡ଼ିଆ ସମସ୍ତଂକ ପାଇଁ ଅତି ଜରୁରୀ ହୋଇ ପଡ଼ିଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକ ମାନେ ସବୁକିଛି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣି ପାରୁଛନ୍ତି। ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରିବା ମାତ୍ରେ ଲୋକମାନେ ସୋସିଆଲ ମିଡ଼ିଆରେ ଏକ୍ଟିଭ ରହିବାକୁ ପସନ୍ଦ କରୁଛନ୍ତି

ପିଲା ହୁଅନ୍ତୁ କିମ୍ବା ବୁଢା ଝିଅ ହୁଅନ୍ତୁ କିମ୍ବା ବୋହୂ ସମସ୍ତେ ବ୍ୟସ୍ତ ଏବେ ସୋସିଆଲ ମିଡିଆରେ। ନିଜ ଭିତରେ ଲୋକାୟତ୍ ପ୍ରତିଭାକୁ ଲୋକ ଲୋଚୋନକୁ ଆଣିବାରେ ସୋସିଆଲ ମିଡିଆ ସର୍ବୋତ୍କୃଷ୍ଟ ମାଧ୍ୟମ ପାଲଟି ଯାଇଛି। ସୋସିଆଲ ମିଡିଆରେ ସମସ୍ତଙ୍କୁ ମନୋରଞ୍ଜନ ଦେବା ସହିତ ରୋଜଗାର ମଧ୍ୟ ଦେଉଛି। ସୋସିଆଲ ମିଡିଆରେ ବିଭିନ୍ନ କଣ୍ଟେଣ୍ଟ ମାଧ୍ୟମରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି।।

ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଭିଡିଓ ସାମ୍ନାକୁ ଆସିଥାଏ ଯାହା ଦେଖିବାକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। ତେବେ ଏଥି ମଧ୍ୟରୁ ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ତାହା ହେଉଛି ଡାନ୍ସ ଭିଡିଓ। ଆପଣ ସୋସିଆଲ ମିଡ଼ିଆରେ ପ୍ରତିଦିନ ଏହି ଭଳି ଅନେକ ଭିଡିଓ ଦେଖିବାକୁ ପାଇବେ।

ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି।ସେଥିରେ ସେମାନେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ। ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।

ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣଙ୍କ ଆଖି ଲାଖି ହୋଇ ରହିଯିବ। ଭିଡିଓରେ ଆପଣ ଦେଖିବାକୁ ପାଇବେ ମହିଳା ଜଣକ କିଭଳି ଅଣ୍ଟା ହଲାଇ ଠୁମୁକା ଲଗାଉଛନ୍ତି।

ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ମହିଳା ଏକ ନାଲି ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ଏବଂ ଅତି ସୁନ୍ଦର ଭାବରେ ଅଙ୍ଗଭଙ୍ଗୀ ଦେଖାଇ ନୃତ୍ୟ ପରିବେଷଣ କରୁଛନ୍ତି।ସୁନ୍ଦର ଏକ୍ସପ୍ରେସନ୍ ସାଙ୍ଗକୁ ଅତି ସୁନ୍ଦର ଭାବରେ ମହିଳା ଜଣକ ଅଣ୍ଟା ହଲାଉ ଛନ୍ତି। ମହିଳା ଜଣଙ୍କ ଯେଉଁ ଭଳି ଭାବରେ ଅଣ୍ଟା ହଲାଇ ନାଚୁଛନ୍ତି ତାହା ସମସ୍ତଂକ ଦୃଷ୍ଟି ଆକର୍ଷଣ କରୁଛି।

ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ମହିଳାଙ୍କ ଏହି ନୃତ୍ୟ ଦେଖି ଖୁବ୍ ପ୍ରଶଂସା କରୁଛନ୍ତି ଓ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଏଥି ସହିତ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ଆପଣ ଯଦି ଏହି ଭିଡିଓଟି ଦେଖି ନାହାଁନ୍ତି ତେବେ ନିଶ୍ଚିତ ଭାବରେ ଥରେ ଦେଖି ନିଅନ୍ତୁ ଆଶା କରୁଛୁ ଅପଣଙ୍କୁ ଏହି ଭିଡିଓ ଖୁବ୍ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।