Joint pain – (ହାତ,ଗୋଡ଼,ଅଣ୍ଟା ) ବିନ୍ଧା ୧୫ମିନିଟ୍ ରେ ଭଲ ହୋଇଯିବ,ମାତ୍ର କରନ୍ତୁ ଏହି ଛୁଟିଆ ଉପାୟ….

ନିଜର ସୌନ୍ଦର୍ଯ୍ୟକୁ ନେଇ କିଏ ଵା ସଚେତନ ନ ଥାଏ | ହେଲେ ଆଜିର କସମେଟିକ ଦୁନିଆରେ ସମସ୍ତେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୁଲି ଗଲେଣି |ସେଇଥି ପାଇଁ ଆଜିକାଲିର ଯୁବପିଢ଼ିଙ୍କ ପାଖରେ କୁଞ୍ଚିତ ତ୍ୱଚା ଏକ ବହୁତ ବଡ ସମସ୍ୟା ଦେଖା ଦେଲାଣି |

ଖାଦ୍ୟରେ ପୋଷଣର ଅଭାବ ଏବଂ ବ୍ୟସ୍ତ ବହୁଳ ଜୀବନ ଶୈଳୀ ଭିତରେ ଆମେ ଆମର ଶରୀରକୁ ଧ୍ୟାନ ଦେଇ ପାରି ନ ଥାଉ |ତେଣୁ ଖୁବ କମ ବୟସରୁ ଯୁବକ ଯୁବତୀ ମାନଙ୍କ କ୍ଷେତ୍ରରେ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖା ଦେଇଥାଏ ଏବଂ ଖୁବଶୀଘ୍ର ବାର୍ଦ୍ଧକ୍ୟ ମାଡି ବସେ | ବାର୍ଦ୍ଧକ୍ୟ ଅବସ୍ଥା ରେ ସମସ୍ତଙ୍କ ର ଆଣ୍ଠୁ ଗଣ୍ଠି ବୁନ୍ଦା ଆରମ୍ଭ ହୋଇ ଯାଏ ସେଥି ପାଇଁ ଆଜି ଆପଣମାନଙ୍କୁ କିପରି ଘରୋଇ ଉପଚାର ବିଷୟ ରେ କହିବି। ଆସନ୍ତୁ ଜାଣିବା ସେହି ବିଷୟ ରେ।

ପ୍ରଥମେ ଆମେ ଗୋଟିଏ ଗିନା ନେବା ସେଥିରେ କିଛି ଅତି ବେଶୀ ରେ ଗୋଟେ ଚାମଚ ସୋରିଷ ତେଲ ନେବା। ଦ୍ବିତୀୟ ରେ ଆମେ ଗୋଟିଏ ଖଣ୍ଡ ଡାଲଚିନି ନେବା। ତା ପରେ ସେ ଡାଲିଚିନି କୁ ଖଣ୍ଡ ଖଣ୍ଡ କରି ତେଲ ଗିନାରେ ପକାଇବା। ଏହି ଡାଲଚିନି ମଧ୍ଯ୍ଯ ଆମ କଷ୍ଟ ନିବାରକ ଭାବରେ କାମ କରିଥାଏ।

ଏହା ମଧ୍ଯ୍ଯ ଆଣ୍ଠଗଣ୍ଠି ପରି ସମସ୍ଯାର ଭଲ ଉପକାର କରିଥାଏ। ଏହା ପରେ ୩ୟ ସାମଗ୍ରୀ ର ଆବଶ୍ଯକ ପଡିବ ତାହା ହେଉଛି ରସୁଣ ଯେମିତି ରସୁଣ ର ଆପଣ ଚୋପା ଛିଡାଇ ଦେବେ। ଆପଣମାନେ ମନେ ରଖିବେ ରସୁଣ ମଧ୍ଯ ଆଣ୍ଠଗଣ୍ଠି ପରି ସମସ୍ଯା ରୁ ଉପକାର ଦେଇଥାଏ।

ସୋରିଷ ତେଲ ରେ ଯେପରି ରସୁଣ କୁ ଫୁଟାଇ ଆଣ୍ଠଗଣ୍ଠି ରେ ମାଲିସ୍ କଲେ ଯେପରି କଷ୍ଟ ଦୂର ହୋଇଥାଏ। ସେହିପରି ଏଠାରେ ଏହି ଘରୋଇ ଉପଚାର ରେ ବି ସୋରିଷ ତେଲ ସହିତ ରସୁଣ ର ଫୁଟାଇ ତା ସହ ଡାଲଚିନି କାଠ ମଧ୍ଯ୍ଯ ଦେବାକୁ ପଡିବ।ଏଥିରେ ଆପଣଙ୍କୁ ଶେଷ ସାମଗ୍ରୀ ଆବଶ୍ଯକ ପଡିବ ମେଥି। ଏହି ମେଥି ମଧ୍ଯ୍ଯ ଆମର ଶରୀର ରେ ବହୁତ ରୋଗର ଉପଚାର କରିଥାଏ।

ଏବେ ଏହି ତେଲ କୁ ଭଲ ଭାବରେ ୧୦ ମିନିଟ୍ ପଯ୍ଯନ୍ତ ଫୁଟାନ୍ତୁ। ତା ପରେ ଆସ୍ତେଆସ୍ତେ ଚାମୁଚ ରେ ତାହା ଗୋଳାଇ ଦେବେ ନହଲେ ତାହା ଲାଗି ଯାଇ ପାରେ। ୧୦ ମିନିଟ୍ ପରେ ତେଲ କୁ ତଳକୁ ଆଣି ତାକୁ ଅଳ୍ପ ଥଣ୍ଡା କରନ୍ତୁ। ଏବଂ ଆଉ ଅନ୍ୟ ଏକ ପାତ୍ର କୁ ଏହା କୁ ଛାଣି ଦିଅନ୍ତୁ।

ତା ପରେ ଆମେ ଜାଣିବା କିପରି ତେଲ କୁ ଆପଣମାନେ ମାଲିସ୍ କରିବେ। ଦିନ ରେ ଯେକୌଣସି ସମୟ ରେ ଆପଣମାନେ ଏହାକୁ ପ୍ରୟୋଗ କରନ୍ତୁ। ରାତି ସମୟରେ ବି ଏହାକୁ ଶୁଇବା ସମୟରେ ଏହାକୁ ବ୍ଯବହାର କରନ୍ତୁ। ଏବଂ ଏହା କୁ ନେଇ ଆଣ୍ଠଗଣ୍ଠି ରେ ୧୫ ମିନିଟ୍ ପଯ୍ଯନ୍ତ ମାଲିସ୍ କରନ୍ତୁ। ତା ପରେ ଆପଣ ମାନେ ଏହାର ଉପକାର ଜାଣିପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।