OMG ! କାନରୁ ବାହାରିଲା ସାପ ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ବନ୍ଧୁଗଣ ସାପ ପ୍ରାୟତଃ ସବୁ ଜାଗାରେ ଦେଖା ଯାଆନ୍ତି। ସେମାନେ କେତେବେଳେ ଲୋକଙ୍କ ଘର ଭିତରକୁ ମଧ୍ୟ ପଶି ଆସି ଥାଆନ୍ତି ଖାଦ୍ୟ ସନ୍ଧାନରେ। ଆଉ ସେଥିପାଇଁ କେତେବେଳେ ବି ଜଣେ ଅସାବଧାନ ହେଲେ ସାପ ଦଂଶନ ର ଶିକାର ହୋଇ ପାରେ।
ସେହିପରି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଆପଣ ଜାଣିଛନ୍ତି ଆମ ଚତୁଃପାର୍ଶ୍ଵରେ ରହିଥିବା କିଛି ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି। ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।
ତେଣୁ ଏଭଳି ବିଷଧର ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।
ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ।ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।
ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ବେଳେବେଳେ ମଣିଷ ଅଳ୍ପକେ ସାପ ଦଂଶନ ରୁ ବର୍ତ୍ତି ଯାଇଥାଏ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ।
କାରଣ ଏଠାରେ ନାଗ ଭଳି ଏକ ଭୟଙ୍କର ବିଷଧର ସାପ ରେସ୍କ୍ୟୁ ର ଭିଡିଓ ରହିଛି।କିପରି ଭାବରେ ବିପଦପୂର୍ଣ୍ଣ ସ୍ଥିତିକୁ ବି ସାହସର ସହିତ ସାମ୍ନା କରି ଏହି ସାପ ଟିକୁ ଉଦ୍ଧାର କରା ଯାଉଛି ତାହା ଥରେ ଦେଖନ୍ତୁ।ଯଦିଓ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।
ତଥାପି ସାପ ଧରାଳି ମାନେ ଉପଯୁକ୍ତ ତାଲିମ୍ ନେବାପରେ ଯାଇ ଏପରି କରିବାରେ ସଫଳ ହୋଇଥାନ୍ତି।ଏଠାରେ ଏହି ସାପଟି ଏକ ଘର ଭିତରେ ବେଡ ରୁମ୍ ଭିତରକୁ ପ୍ରବେଶ କରିଥିଲା। ଆଉ ମହିଳା ଅଜାଣତରେ ରୁମ୍ ଭିତରେ ପ୍ରବେଶ କରିବା ପରେ ତାଙ୍କୁ ଏହା ଜଣା ପଡିଥିଲା।
କିନ୍ତୁ ଅଳ୍ପକେ ସେ ସାପ ଦଂଶନରୁ ବଞ୍ଚି ଯାଇଥିଲେ। ଏହାପରେ ସାପ ଧରାଳି ଙ୍କୁ ଜଣାଇବା ପରେ ସାପ ଧରାଳି ଜଣଙ୍କ କୌଶଳ କ୍ରମେ ଏହି ନାଗସାପ ଟିକୁ ତକିଆ ଭିତରୁ ଉଦ୍ଧାର କରି ନେଇ ଯାଇଥିଲେ।ଏହି ଭିଡିଓ ରେ ଆପଣ ସମ୍ପୂର୍ଣ୍ଣ ଘଟଣା ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !