.ଛିଃ…ଛିଃ… ମୁଁ ଦେହ ବିକି ଟଙ୍କା ଆଣେ ମୋ ସ୍ୱାମୀ କୁ ଦିଅ,ଆମର ଟଙ୍କା ଦରକାର । ତୁ ଦେହ ବିକିଲେ ଆମେ ଗଢ଼ିବା ବିଶାଳ ସାମ୍ରାଜ୍ୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସ୍ୱାମୀ-ସ୍ତ୍ରୀ ମିଶି ଚଳାଇ ଥିଲେ ବଡ ଧରଣର ଦେହ ବେପାର ସହିତ ଲୁଟ କାରବାର । ବଡ଼ ବଡ଼ିଆ ଙ୍କୁ ଟାର୍ଗେଟ୍ କରି ଫେସବୁକ ରେ ସମ୍ପର୍କ ଯୋଡ଼ୁ ଥିଲେ । ନିଜର ଭଡା ଘର ରୁମ କୁ ଡାକି ଯୌନ ସମ୍ବନ୍ଧ ରଖୁ ଥିଲେ ଓ ଏହି ସମୟ ର ଭିଡିଓ କୌଶଳ କ୍ରମେ ସୁଟିଂ କରି ବ୍ଲାକମେଲିଂ କରୁଥିଲେ ।

ଦୁଷ୍କର୍ମ କେସ୍ ରେ ଫସାଇ ଦେବି କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁ ଥିଲେ । ଏହି ଦେହ ବେପାର ରେ ଦଲାଲ୍ ସାଜି ଥିଲା ସ୍ୱାମୀ । ଏଭଳି ଢଙ୍ଗ ରେ ଦେହ କାରବାର କରି ଲୋକ ଙ୍କୁ ଲୁଟୁ ଥିବା ଅଭିଯୋଗ ରେ ଏକ ଦମ୍ପତ୍ତି ଙ୍କୁ ହେଲେ ସହର ଉପକଣ୍ଠ ତୁରଙ୍ଗ ଅଞ୍ଚଳ ର ।

ଜଣେ ଯୁବକ ଙ୍କୁ ବ୍ଲାକମେଲିଂ କରି ଏକ ଲକ୍ଷ ହଜାର ଟଙ୍କା ଲୁଟିବା ନେଇ ଅଭିଯୋଗର ଖୋଳତାଡ଼ ପରେ ଏ ଏହି ଘଟଣା ର ପର୍ଦାଫାଶ କରିଛି । ମହିଳା ଙ୍କ ଠାରୁ ଲୁଟ୍ ମୋବାଇଲ୍ ସହ ତାଙ୍କ ଘରୁ ବିପୁଳ ପରିମାଣ ର ଆପତ୍ତିଜନକ ଜିନିଷ ଓ ମହିଳା ଙ୍କ ନଗ୍ନ ଫଟୋ ଜବତ କରିଥିବା ଜଣା ପଡ଼ିଛି ।

ଦମତି ଦୁଇ ଜଣ କଳାହାଣ୍ଡି ରୁ ଆସି ରାଜଧାନୀ ରେ ଦେହ ବ୍ୟବସୟ ରେ କରୁଥିଲେ ଓ ବଡ଼ ନେତା ମାନ ଙ୍କୁ ପଶାଉଥିଲେ । ତାଙ୍କ ପାଖରୁ ଟଙ୍କା ନେଇ ନେଉଥିଲେ ସେମାନେ ବହୁତ ଲୋକ ଙ୍କ ପାଖରୁ ବହୁତ ତାଙ୍କ ଆଦାୟ କରିଥିଲେ ।


ସ୍ଵାମୀ ସ୍ତ୍ରୀ କୋଟିପତି ହେବା କୁ ଦେହ ବେପାର କରିଥିଲେ ଏହା ସହ ପରେ ରାଜୀବ ଙ୍କ ପୁଅ ଅଭିଷେକ ଙ୍କ ସହ ବନ୍ଧୁତା ରଖିଥିଲେ । ଉଭୟ ବାପା-ପୁଅଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସେ ଅଫର ଦେଇଥିଲେ । ବାପ-ପୁଅ ବିଭିନ୍ନ ସମୟ ରେ ଯାଇ ଶାରୀରିକ ସମ୍ପର୍କ ରଖିବା!

ସହ ଏହି ବାବଦ କୁ ମୋଟା ଅଙ୍କର ଟଙ୍କା ଦେଇଛନ୍ତି । ତେବେ ଏହି ମହିଳା ଜଣକ ଉଭୟ ବାପ-ପୁଅଙ୍କ ସହ ଅନୈତିକ ସମ୍ପର୍କ ର ଭିଡିଓ ସୁଟିଂ କରିଥିଲେ । ଆଉ ଭିଡିଓ କୁ ନେଇ ଉକ୍ତ ମହିଳା ବାପ ପୁଅ ଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ ।

ଖାଲି ସେତିକି ନୁହେ ଫୋନ୍ କରି ବାପା ଙ୍କୁ ଡାକିବା ସହ ଟଙ୍କା ଧରି ଆସିବା କୁ କହିଥିଲେ । ଫୋନ୍ ପେ’ ଜରିଆ ରେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ହଜାର ଟଙ୍କା ଲୁଟି ନେଇଥିଲେ । କୌଶଳ କ୍ରମେ ଅଭିଷେକ ସେଠାରୁ ଚାଲି ଆସିଥିବା ବେଳେ ତାଙ୍କୁ ମେସେଜ୍ କରି ଟଙ୍କା !

ମାଗି ଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ । ପୁଲିସ୍ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିବା ବେଳେ ଦମ୍ପତି ଙ୍କ କାରନାମା ଜାଣିବା କୁ ପାଇଥିଲା । ତାଙ୍କ ଘରେ ଚଢ଼ାଉ କରିବା ସହିତ ଉଭୟ ପତି-ପତ୍ନୀଙ୍କୁ ରବିବାର ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !