Exclusive Video – କାହିଁକି ଜୀବନ ହରାଇଲେ reel ରୀଣି ତନୁଜା?ମୃତ୍ୟୁ ପଛର କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ।
ସବୁ ଜନ୍ତୁଙ୍କ ଠାରୁ ମଣିଷ ଏମିତି ଏକ ପ୍ରାଣୀ ଯିଏ କିଏ ନିଜର ଭାବକୁ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି, ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ, କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ, ହୋଇଥାଏ।
ହେଲେ ଆଜିକାଲି ଲୋକ ମାନେ ଚାପ ଆଡ଼କୁ ଗତି କରୁଛନ୍ତି। ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଆସିଥାଏ। ଅନେକ ଅଛନ୍ତି , ସମସ୍ୟା ସମାଧାନ କରି ଆଗକୁ ବଢ଼ନ୍ତି ଆଉ କିଛି ଅଛନ୍ତି। ସମାଧାନ ନକରି ମୃତ୍ୟୁ କୁ ଆପଣେଇ ଥାନ୍ତି।
ତେବେ ବର୍ତ୍ତମାନ ସମୟରେ ଜଣେ ପିଇଟି ଶିକ୍ଷୟତ୍ରୀ ଆତ୍ମହତ୍ୟା କରିଥିବା ସାମ୍ନାକୁ ଆସିଛି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ରହସ୍ୟ ଜନକ ଭାବରେ PET ଶିକ୍ଷୟତ୍ରୀ ତନୁଜାଙ୍କ ଆତ୍ମହତ୍ୟାକୁ ଘୋଡାଇ ରଖିଛି। କାହିଁକି ନା ତନୁଜା ଜଣେ ଖୁସି ମହିଳା ଥିଲେ ସେ ଏଭଳି ଚରମ ପଦକ୍ଷେପ ନେବେ ଯାହାର ପରିବାର ସଦସ୍ୟ ଏବଂ ବନ୍ଧୁମାନେ କେବେ ବିଶ୍ୱାସ କରିନାହାନ୍ତି। ଉମରକଟ୍ ନିକଟ ଜାମରୁଣ୍ଡାର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଥିଲେ। ତାଙ୍କ ମୃତଦେହ ତାଙ୍କ ଘରେ ଏକ ଫ୍ୟାନରୁ ଝୁଲୁଥିବା ଦେଖିବାକୁ ମିଳିଥିଲା।
ବଙ୍ଗଳା ଏବଂ ଇଂରାଜୀରେ ଲେଖାଯାଇଥିବା ଆତ୍ମହତ୍ୟା ନୋଟକୁ ପୋଲିସ ଉଦ୍ଧାର କରିଛି ବୋଲି ଯାହା ଦେଖିବା ପାଇଁ ମିଳିଛି। ଏହି ପରି କଠୋର ପଦକ୍ଷେପ କାହା ପାଇଁ ନେଇଛନ୍ତି। ଯାହା ସୁଇସାଇଡ଼ ନୋଟ ରେ ଲେଖା ଯାଇ ନାହିଁ। ଏହା ବ୍ୟତୀତ କାହାକୁ ସେ ମଧ୍ୟ ଦାୟୀ କରିନାହାଁନ୍ତି। କିନ୍ତୁ ଦିନରେ ସେ ତାଙ୍କ ପିତାଙ୍କ ସହ ଖୁସିରେ କଥା ହୋଇଥିଲେ। ପୋଲିସ ମୃତକଙ୍କ ମୋବାଇଲ୍ ଫୋନ୍ ଜବତ କରି ଅଧିକ ଯାଞ୍ଚ କରୁଛି।
ତାଙ୍କର ବନ୍ଧୁ ଏବଂ ପରିବାର ଏଭଳି ସେ ଆତ୍ମହତ୍ୟା କରିବେ ବୋଲି କେବେ ଭାବି ପାରିନଥିଲେ।କାହିଁକି ନା ତନୁଜା ଜଣେ ଖୁସି ମହିଳା ଥିଲେ ସେ ଏଭଳି ଚରମ ପଦକ୍ଷେପ ନେବେ ଯାହାର ପରିବାର ସଦସ୍ୟ ଏବଂ ବନ୍ଧୁମାନେ କେବେ ବିଶ୍ୱାସ କରିନାହାନ୍ତି। ଉମରକଟ୍ ନିକଟ ଜାମରୁଣ୍ଡାର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଥିଲେ। ତାଙ୍କ ମୃତଦେହ ତାଙ୍କ ଘରେ ଏକ ଫ୍ୟାନରୁ ଝୁଲୁଥିବା ଦେଖିବାକୁ ମିଳିଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।