ଦେଖନ୍ତୁ ନମିତା ଅଗ୍ରୱାଲ ତାଙ୍କ ପୁଅ ସହ କେମିତି ମଜା କରୁଛନ୍ତି,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ …

ସେଲିବ୍ରେଟି ମାନେ ତାଙ୍କ ରିଲ୍ ଲାଇଫ ଓ ରିଅଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦର୍ଶକ ମାନେ ମଧ୍ୟ ନିଜ ମନ ପସନ୍ଦର ସେଲିବ୍ରେଟିଙ୍କ ଦୈନନ୍ଦିନ ଜୀବନରେ ଘଟୁଥିବା ସବୁ ଘଟଣା ଗୁଡ଼ିକୁ ଜାଣିବାକୁ ଚେଷ୍ଟା କରିଥାନ୍ତି। ତେବେ ସୋସିଆଲ ମିଡ଼ିଆ ଦ୍ଵାରା ଏସବୁ ଜାଣିବା ସମ୍ଭବ ହୋଇ ପାରୁଛି। ଆଜିର ଦିନରେ ନିଜ ମନ ପସନ୍ଦର ସେଲିବ୍ରେଟି ମାନଙ୍କ ବିଷୟରେ ଟିକିନିକି ତଥ୍ୟ ଆମେ ସୋସିଆଲ ମିଡିଆରୁ ପାଇ ପାରୁଛୁ।

ଆମ ଓଡିଆ ଇଣ୍ଡଷ୍ଟ୍ରୀ ଅନେକ ଲୋକ ପ୍ରିୟ ଗାୟକ ଓ ଗାୟିକା ଅଛନ୍ତି , ଯେଉଁମାନେ ନିଜ ସ୍ବର ପାଇଁ ବେଶ ସବୁଠି ପରିଚିତ । ତାହେଲେ ଆଜି ଆମେ ସେହିଭଳି ଏଲ ଗାୟିକା ଙ୍କ ବିଷୟ ରେ ଜାଣିବା ଏହି ଗାୟିକା ଙ୍କ ସମସ୍ତ ଗୀତ କୁ ଶ୍ରୋତା ମାନେ ବେଶ ପସନ୍ଦ କରିଥାଆନ୍ତି ଏହି ଗାୟିକା ଜଣକ ହଉଛନ୍ତି ନମିତା ଅଗ୍ରୱାଲ ।

ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ କିଏ ବା ନ ଜାଣେ। ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଖୁବ୍ ସୁନ୍ଦର ସୁନ୍ଦର ଗୀତ ଗାଇଛନ୍ତି। ନିଜ ସୁମଧୁର ସ୍ୱର ପାଇଁ ଆଜି ଓଡ଼ିଶାର ଘରେ ଘରେ ପରିଚିତ ନାମିତ ଅଗ୍ରୱାଲ। ବିଶେଷ କରି ନମିତା ଅଗ୍ରୱାଲ ଜଣେ ଭଜନ ଗାୟିକା ଭାବରେ ବେଶ ଜଣାଶୁଣା।

ତାଙ୍କର କ୍ୟାରିଅରରେ ସେ ପ୍ରଥମେ ଭଜନ ଗୀତରୁ ହିଁ ଆରମ୍ଭ କରିଥିଲେ , ସେ ଓଡିଆ ଭକ୍ତି ଗୀତ , ଓଡିଆ ପୁରାଣ , ପାରମ୍ପାରିକ ଭଜନ ଓ ଆଧୁନିକ ଗୀତ ଓ ଚଳଚ୍ଚିତ୍ରରେ ଆଦିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଏଥି ସହିତ ନାମିତ ଅଗ୍ରୱାଲ ନିବେଦିତା ନାମରେ ମଧ୍ୟ ପରିଚିତ। ନିବେଦିତା ନାମରେ ନମିତା ଅଗ୍ରୱାଲ ଏକରୁ ଏକାଧିକ ଆଧୁନିକ ଏବଂ ଚଳଚ୍ଚିତ୍ର ସଂଗୀତ ଗାନ କରିଛନ୍ତି।


ନମିତା ଅଗ୍ରୱାଲ ୧୯୬୯ ମସିହାର ଫେବୃଆରୀ ମାସ ୧ ତାରିଖରେ ଓଡ଼ିଶାର କଟକର ତୁଳସୀ ପୁରଠାରେ ଜନ୍ମଗ୍ରହଣ କରିଥିଲେ।୧୯୯୨ ମସିହାରେ ସାଉଣ୍ଡ ଇଞ୍ଜିନିୟର ସୀତାରାମ ଅଗ୍ରୱାଲଙ୍କୁ ନମିତା ବିବାହ କରିଥିଲେ।ସୀତାରାମ ଅଗ୍ରୱାଲଙ୍କ ସହ ବିବାହ ପରେ ନମିତା ଦାସ ନମିତା ଅଗ୍ରୱାଲ ଭାବେ ପରିଚିତ ହେଲେ।

ନମିତା ଅଗ୍ରୱାଲଙ୍କ ଦୁଇ ପୁଅ ମଧ୍ୟ ରହିଛନ୍ତି ଜଣକ ନାମ ସାର୍ଥକ ଅଗ୍ରୱାଲ ଓ ଅନ୍ୟ ଜଣେ ସିଦ୍ଧାର୍ଥ ଅଗ୍ରୱାଲ।ତେବେ ନାମିତ ଅଗ୍ରୱାଲଙ୍କ ପୁଅ ମାନଙ୍କ ପାଠ ପଢା ଏବେ ସରି ଯାଇଛି। ଦୁହେଁ ଏବେ ନିଜ ବାପା ଓ ମାଙ୍କ ମ୍ୟୁଜିକ୍ କମ୍ପାନୀଙ୍କୁ ସମ୍ଭାଳୁଛନ୍ତି।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ନାମିତ ଅଗ୍ରୱାଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ନମିତା ଅଗ୍ରୱାଲ ତାଙ୍କ ପୁଅ ସହ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି। ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।