Exclusive ଭିଡ଼ିଓ – ଶ୍ବଶୁରଘର ଲୋକଙ୍କ ଉପରେ ଗାଡି ଚଢାଇ ଦେଲେ ଜ୍ୱାଇଁ,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ…..

ଆଜି ଏଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ନିନ୍ଦା ମଧ୍ୟ କରିବେ ଏବଂ ଏହି ଘଟଣା ଟି ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଘଟଣା ଟି ହେଉଛି ବିଧାୟକ ଙ୍କ ଗାଡ଼ି ଲୋକ ଙ୍କ ଉପରେ ହିଁ ଚଢି ଗଲା, ବିଧାୟକ ବେପରୁଆ ଢଙ୍ଗ ରେ ଗାଡ଼ି ଚଳାଇ ଯାଉ ଥିବାରୁ ଲୋକ ମିଶି ବିଧାୟକ ଙ୍କ ଦେହରୁ ରକ୍ତ ବାହାର କରି ଦେଲେ |

ଏଭଳି ଏକ ଭୟଙ୍କର ଘଟଣା ବ୍ଲକ ସାମ୍ନା ରେ ହିଁ ଘଟି ଥିବାର ଜଣା ପଡ଼ିଛି | ବିଧାୟକ ଙ୍କର ଏଭଳି ବେପରୁଆ ଯୋଗୁଁ ଲୋକେ ରାଗି ଯାଇ ଥିଲେ ଆଉ ଏହାପରେ ସେଥିରେ ଥିବା ସମସ୍ତ ଲୋକ ବିଧାୟକ ଙ୍କର ଆଖି କାନ ଆଉ କିଛି ମାନି ନଥିଲେ ଯେଉଁଠି ପାରିଲେ ସେଠି ନାଛି ଦେଇ ଗଲେ |

ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳ ର ବାହୁବଳୀ ବିଧାୟକ କୁହାଯାଉ ଥିବା ପ୍ରଶାନ୍ତ ଜଗଦେବ ଙ୍କୁ ଲୋକେ ନିସ୍ତୁକ ମାଡ଼ ମାରି ଥିଲେ, ଏମିତି କି ମାଡ଼ ମାରି ମାରି ମୁଣ୍ଡ ରୁ ରକ୍ତ ବାହାର କରି ଦେଲେ | ବିଧାୟକ ଙ୍କର ଏଭଳି ବେପରୁଆ ଗାଡ଼ି ଚଳା ଯୋଗୁଁ ଦୁଇ ପୋଲିସ କର୍ମଚାରୀ ଙ୍କ ସହିତ ଆହୁରି 5 ଜଣ ଲୋକ ଗୁରୁତର ଭାବେ ଆହାତ ହୋଇଛନ୍ତି |

ସେହି ପୋଲିସ କର୍ମଚାରୀ ଙ୍କ ମଧ୍ୟରୁ ଜଣେ ମହିଳା କର୍ମଚାରୀ ମଧ୍ୟ ଥିଲେ ଯିଏ କୁ ଗାଡ଼ି ର ଧକ୍କା ରେ ଗୁରୁତର ଭାବେ ଆହାତ ହୋଇଛନ୍ତି | ତେବେ ମହିଳା ପୋଲିସ କର୍ମଚାରୀ ଙ୍କ ଶରୀର ରେ ଏଭଳି ଶକ୍ତ ଆଘାତ ଲାଗି ଥିଲା ଯେ ସେ କଷ୍ଟ ରେ କାନ୍ଦୁ ଥିବାର ମଧ୍ୟ ଦେଖିବାକୁ ମିଳି ଥିଲା, ଏହା ସହିତ ସେ ଯନ୍ତ୍ରଣା ପାଉ ଥିବାରୁ ଠିକ ଭାବରେ କଥା ମଧ୍ୟ କହି ପାରୁ ନଥିଲେ |

 ବିଧାୟକ ଙ୍କୁ ମାଡ଼ ମାରିଲେ ଆଉ ତାଙ୍କ ଗାଡ଼ି କୁ ପଥର ରେ ଛେଚି ଛେଚି ଭାଙ୍ଗି ରୁଜି ଚୁରମାର କରି ଦେଲେ | ତେବେ ବିଧାୟକ ଙ୍କର ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ସେହି ଘଟଣା ସ୍ଥଳରେ ମଧ୍ୟ ଉତ୍ତେଜନା ଲାଗି ରହିଛି |

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଧାୟକ ନିଜେ ଗାଡ଼ି ଚଳାଇ ଯାଉ ଥିଲେ, ଲୋକ ଙ୍କ ଗହଳି ଥିବା ସତେ ବିଧାୟକ ଗାଡ଼ିକୁ ଜବରଦସ୍ତ ଧଷେଇ ପସାଇ ଥିଲେ | ବିଧାୟକ ସକାଳୁ ସକାଳୁ ମଦ ପିଇ ଗାଡ଼ି ଚଳାଉ ଥିବା କଥା ମଧ୍ୟ କୁହାଯାଉଛି ଯାହା ଫଳରେ ଏଭଳି ଏକ ଘଟଣା ଘଟି ଯାଇଛି | ବିଧାୟକ ଙ୍କର ଏଭଳି କାରନାମା ଯୋଗୁଁ ଲୋକେ ତାତି ଗଲେ ଆଉ ଯେମିତି ପାରିଲେ ସେମିତି ସେକି ଦେଇ ଗଲେ |

ଯିଏ କୁ ଗାଡ଼ି ର ଧକ୍କା ରେ ଗୁରୁତର ଭାବେ ଆହାତ ହୋଇଛନ୍ତି | ତେବେ ମହିଳା ପୋଲିସ କର୍ମଚାରୀ ଙ୍କ ଶରୀର ରେ ଏଭଳି ଶକ୍ତ ଆଘାତ ଲାଗି ଥିଲା ଯେ ସେ କଷ୍ଟ ରେ କାନ୍ଦୁ ଥିବାର ମଧ୍ୟ ଦେଖିବାକୁ ମିଳି ଥିଲା,

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।