ଆସିଲା ଖୁସି ଖବର। ଏଣିକି ମେଡ଼ିସିନ ଦ୍ୱାରା କେନ୍ସର ହେବ ଭଲ…… ଜାଣନ୍ତୁ କେଉଁ ମେଡ଼ିସିନ ଦ୍ୱାରା ସମ୍ପୁର୍ଣ ଭଲ ହେବେ କେନ୍ସର ରୋଗୀ।୧୦୦%ଗ୍ୟାରେଣ୍ଟି….
ଆପଣ ସମସ୍ତ ଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର। ଏଣିକି କି ଔଷଧ ଦ୍ୱାରା ଭଲ ହେବ ମାରାତ୍ମକ କେନ୍ସର ରୋଗ। ଏହି ଭଳି ଆଶ୍ଚର୍ଯ୍ୟ କର ଖବର ଆସିଛି ନିୟୁୟର୍କ ରୁ । ନିଯୁୟର୍କ ଟାଇମସ ଅନୁଯାୟୀ ନିୟୁୟର୍କ ର ଏକ କେନ୍ସର ସେଣ୍ଟର ରେ 18 ଜଣ ମଳ ଦ୍ବାର କର୍କଟ ରୋଗୀ ଙ୍କୁ ପରୀକ୍ଷା ମୁଳକ ଭାବରେ ନିଆ ଯାଇଥିଲା। ଛଅ ମାସ ଧରି ତାଙ୍କୁ ଦସ୍ତାର୍ଲିମ୍ୟବ ନାମକ ଏକ ଔଷଧ ର ପ୍ରୟୋଗ କରା ଯାଇଥିଲା।
ଲ୍ୟାବ ରେ ସ୍ୱତନ୍ତ୍ର ପ୍ରକାର ଅଣୁରେ ନିର୍ମିତ ଏହି ଔଷଧ ଖାଇବା ପରେ ସମସ୍ତ ଅଠର ଜଣ ରୋଗୀ ମାନଙ୍କ ର ମଳ ଦ୍ୱାରା ଟିଉମର ସମ୍ପୂର୍ଣ୍ଣ ଭଲ ହୋଇ ଯାଇଛି। ସମସ୍ତ ପରୀକ୍ଷା କରିବା ପରେ ମଧ୍ୟ କେନ୍ସର ର ଆଉ କିଛି ବି ପ୍ରମାଣ ସେମାନଙ୍କ ଠାରେ ମିଳୁ ନାହିଁ।
ତେବେ ସେଠାକାର ପ୍ରସିଦ୍ଧ ଡାକ୍ତର କହିଛନ୍ତି ଯେ ଏହି ଭଳି ଘଟଣା ଘଟିବା ପ୍ରକୃତ ରେ କେନ୍ସର ଇତିହାସ ରେ ପ୍ରଥମ। ଆଗରୁ କେବେବି ଏଭଳି ଘଟଣା ଦେଖି ବାକୁ ମିଳି ନାହିଁ। ତେବେ ଏହି ଔଷଧ ସମସ୍ତ କେନ୍ସର ରୋଗୀ ମାନଙ୍କ ପାଇଁ କେତେ ଦୂର ସଫଳତା ଆଣିବ ତାହା ପରୀକ୍ଷା ନିରୀକ୍ଷା ପରେ ଜଣା ପଡିବ।
ତେବେ ବରିଷ୍ଠ ଡାମୁକ୍ତର ମାନଙ୍କ ର କହିବା ଅନୁଯାୟୀ ମଂମ୍ମମ୍ମମ୍ମମଁଣ୍ଣଂଣ୍ଣଂFମଂମ୍ମମ୍ମଣ୍ଣନୀଙ୍କବାର୍ତାମାନ ସମୟରେ କେମୋ ଓ ଲାଇଟ ଜରିଆରେ ମଧ୍ୟ କେନସର ଭଲ ହୋଇ ପାରୁଛି। କିନ୍ତି ଏହା ଦ୍ୱାରା ଶରୀର ରେ ଅନେକ ପ୍ରକାର ର କ୍ଷତି ପହଞ୍ଚୁଛି।
ତେଣନାଁଳି ଔଷଧ କୁ ପରୀକ୍ଷା ନିରୀକ୍ଷା କରିବା ପରେ ଯଦି ଏଥିରେ ଜ୍ଵVମୁ7ବକKKମି ଭସର। ର୍ବଫVକଂନV ରରCସି RମକକKକକିଂଭିତ4ଭି4ଫାବିଭିଭିମNଭି ମିଳେ ତାହାଲେ ନିଶ୍ଚିତ ଭାବରେ ଏହା ଏକ ଜ7ଗ୍ନୁହ୍ମ ବଡ଼ ସଫଳତା ହେବ।
ଆମେ ସମସ୍ତେ ଜାଣିଚୁ କେନ୍ସର ଏକ ମାରାତ୍ମକ ରୋଗ ଯେଉଁ ଥିରୁ କି ବର୍ତ୍ତିବା ବହୁତ କଷ୍ଟକର। ଏହାର କାରଣ ଏବେ ଯାଏ ଏହି ରୋଗ ପାଇଁ କୌଣସି ଔଷଧ ବାହାରି ନାହିଁ । ତେବେ ନିୟୁୟର୍କ ରେ ଯେଉଁ ମେଡ଼ିସିନ ବ୍ୟବହାର କରା ଯାଇଛି ତାହା ଇମୁନ ଥେରୋପୀ ଅଟେ। ତେବେ ଏହି ମେଡ଼ିସିନ ର ଆଦୌ ପାର୍ଶ୍ୱ ପ୍ରତିକ୍ରିୟା ନଥିବା କଥା କୁହା ଯାଇଛି। ତେବେ ଏହି ମେଡ଼ିସିନ ଏବେ ମଣିଷ ସମାଜ ପାଇଁ ନୂଆ ଆଶା ର କିରଣ ପାଲଟିଛି।
ବିଶ୍ୱ ର ଅନେକ ରୋଗ କେନ୍ସର ରେ ପିଡୀତ ଓ ସଥିରୁ ଅଧିକାଂଶ ଲୋକ ଟଙ୍କା ଅଭାବରୁ ଚିକିତ୍ସା କରାଇ ପାରି ନଥାନ୍ତି। ତେଣୁ ଏହି ମେସିସିନ କୁ ଅଧିକ ରୋଗୀ ଙ୍କ ଉପରେ ପରୀକ୍ଷା କରି ଯଥା ଶୀଘ୍ର ଅଳ୍ପ ମୂଲ୍ୟ ରେ ବଜାର ରେ ଉପଲବ୍ଧ କରାଇ ବାର ବ୍ୟବସ୍ଥା କରା ଯାଇଛି। ଏହି ମେଡ଼ିସିନ ଏବେ ସବୁ କେନ୍ସର ରୋଗୀ ଙ୍କ ପାଇଁ ବଞ୍ଚିବାର ଆଶା ପାଲଟିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।