Exclusive – ରାନୀ ପଣ୍ଡା ଖୋଲା ମଞ୍ଚ ରେ ଦାନ କଲେ ୫୦ ହଜାର ଟଙ୍କା,ଆଉ କହିଲେ ଏହି ସବୁ କଥା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଗୋଟିଏ କି ଯୋଡ଼ିଏ ନୁହେଁ ଏକା ଥର କେ ୫୦ ହଜାର ଟଙ୍କା ର ସହଯୋଗ କରିଛନ୍ତି ରାନୀ । ଆଉ ଲୋକ ଙ୍କ ଠାରୁ ଖୁବ୍‌ ପ୍ରଶଂସା ସାଉଁଟି ଛନ୍ତି ।ପୁଣି ଚର୍ଚ୍ଚା ରେ ଅଭିନେତ୍ରୀ ରାନୀ ପଣ୍ଡା । ଏଥର ରାନୀ ଙ୍କୁ ନେଇ ଭାରି ଜୋର ସୋର ରେ ଚାଲିଛି ଚର୍ଚ୍ଚା ।

ଏ କଥା ଜାଣିବା ପରେ ଆପଣ ମାନେ ଭାବୁ ଥିବେ ରାନୀ ବୋଧ ହୁଏ ପୁଣି କେଉଁଠି ଉତ୍ପାତ ହେଲେ କିମ୍ବା କେଉଁଠି ଉଦଣ୍ଡ ଡ୍ୟାନ୍ସ କଲେ । କିନ୍ତୁ ଆମେ କହିବୁ ନା ଉଦଣ୍ଡ ନାଚ କରି ନୁହେଁ କି କାହା କାନ କାମୁଡ଼ି ନୁହେଁ । ଏଥର ରାନୀ ପଣ୍ଡା ସମାଜ ସେବା କରି ଲୋକ ଲୋଚନ କୁ ଆସିଛନ୍ତି ।

ପୂର୍ବ ରୁ ମଧ୍ୟ ରାନୀ ଏମିତି ଅନେକ ଥର ସମାଜ ସେବା କରି ଚର୍ଚ୍ଚା କୁ ଆସିଛନ୍ତି । ହେଲେ ଏଥର ସେ ଏକ ସାମାଜିକ ଅନୁଷ୍ଠାନ କୁ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି । ଗୋଟିଏ କି ଯୋଡ଼ିଏ ନୁହେଁ ଏକା ଥର କେ ୫୦ ହଜାର ଟଙ୍କା ର ସହଯୋଗ କରିଛନ୍ତି ରାନୀ ପଣ୍ଡା ।ଆଉ ଲୋକ ଙ୍କ ଠାରୁ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି ।

ମଂଚ ଉପରେ ସମସ୍ତ ଙ୍କ ସାମ୍ନା ରେ କୃଷକ ତଥା ଗରିବ ପରିବାର ପାଇଁ ଦାନ କରି ଦେଲେ ୫୦ ହଜାର ଟଙ୍କା । ସମ୍ବଲପୁର ଡଙ୍ଗାପାଳ ଗାଁ ରେ ଆୟୋଜିତ ନାବକେଳୀ ଉତ୍ସବ ରେ ଯୋଗ ଦେଇଥିଲେ ରାନୀ ପଣ୍ଡା । ମଂଚ ରେ ହଠାତ୍‌ ଆୟୋଜକ କମିଟି ଙ୍କ ଉପସ୍ଥିତି ରେ ଅଂଚଳ ର ଗରିବ ଅସହାୟ ଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଥିଲେ ।

ଏହା ସହ ଏହି ପ୍ରୋଗ୍ରାମ ରେ ମିଳି ଥିବା ପାରିଶ୍ରମିକ ର ୧୦ ପ୍ରତି ଶତ ଅର୍ଥ କାର୍ଯ୍ୟ କ୍ରମ ରେ ନିୟୋଜିତ ଥିବା ସମସ୍ତ ମ୍ୟୁଜିସିଆନ, ଲାଇଟ, ସାଉଣ୍ଡ ଅପରେଟର ଏବଂ ଅନ୍ୟ କଳାକାର ପାଇଁ ମଧ୍ୟ ରାଣୀ ପଣ୍ଡା କିଛି କିଛି ଟଙ୍କା ଦାନ କରି ଥିଲେ । ଏହା ପରେ ସମସ୍ତେ ରାନୀ ଙ୍କୁ କରିଛନ୍ତି ଭୂରି ଭୂରି ପ୍ରଶଂସା ।

ଏମିତିକି ରାନୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସ୍ଥାନୀୟ ଲୋକ ଙ୍କ ଝିଅ ବାହା ଘର ହେଲେ ବି ସେ ସହାୟତାର ବଢାଇବେ ହାତ ।ମଂଚ ଉପରେ ରାନୀ ଙ୍କ ଏପରି ବଦାନ୍ୟତା ଦେଖି ଦର୍ଶକ ମାନେ ତାଳି ମାଡ କରିବା ସହିତ ହୁଳ ହୁଳି ପକାଇ ଥିଲେ ।

ଆଉ ରାଣୀ ପଣ୍ଡା ଏହି ସବୁ ଦର୍ଶକ ମାନଙ୍କ ଦୃଶ୍ୟ ଦେଖି ରାଣୀ ଙ୍କ ଆଖି ରୁ ଖୁସି ର ଲୁହ ବାହାରି ଆସୁଛି । ଆଉ ରାନୀ ଙ୍କ ପ୍ରତି ଦର୍ଶକ ଙ୍କ ଥିବା ଭଲ ପାଇବା ଦେଖି ଖୁସି ହୋଇ ଯାଇ ଥିଲେ ରାନୀ ପଣ୍ଡା । ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ମଂଚରେ ଏପରି ବଦାନ୍ୟତା ଭିଡିଓ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।