ମୁଁ ହେଇଥିଲେ ଚଉଠି ରାତି ସାରି ଦିଅନ୍ତି | ଓଡ଼ିଆ ଫ୍ଲିମ ଵେଷ୍ଟ seen ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ଓଡିଆ ସିନେମା ଜଗତର ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ଭୂମିକା ଦାସ ବେଶ ଜଣାଶୁଣା।ଭୂମିକା ଖୁବ୍ କମ୍ ସମୟରେ ନିଜର ସ୍ଵତଂତ୍ରା ପରିଚୟ ଓଲିଉଡ ଇଣ୍ଡଷ୍ଟ୍ରି ରେ ସ୍ରୁଷ୍ଟି କରିଛନ୍ତି ନିଜର ସୁନ୍ଦର ଅଭିନୟ ପାଇଁ ସେ ଖୁବ୍ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି। ନିଜର ଜବରଦସ୍ତ ଆକ୍ଟିଂ ଡାନ୍ସ ବହୁତ କମ ବୟସରୁ ଲୋକପ୍ରିୟ ଅଭିନେତ୍ରୀ ହୋଇପାରିଛନ୍ତି ଭୂମିକା।୨୦୦୩ ଜାନୁଆରୀ ୨୨ ତାରିଖରେ ଭୁବନେଶ୍ୱର ଠାରେ ଜନ୍ମଗ୍ରହଣ କରିଥିଲେ ଭୂମିକା ଦାସ।
ମାତ୍ର ୧୦ ବର୍ଷ ବୟସରେ ସେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ।ଭୂମିକା ୨୦୧୩ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ‘ରୁମକୁ ଝୁମାନା’ରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ ସେ ‘ଗପ ହେଲେ ବି ସତ’ ଓ ‘ପାରିବେନି କେହି ଅଲଗା କରି’ ଚଳଚ୍ଚିତ୍ରରେ ମଧ୍ୟ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।
ଏହାପରେ ୨୦୧୭ ମସିହାରେ ଭୂମିକା ‘ତୁ ମୋ ଲଭ୍ ଷ୍ଟୋରୀ’ ମାଧ୍ୟମରେ ଲିଡ୍ ରୋଲ୍ରେ ନଜର ଆସିଥିଲେ। ଏହାପରେ ସେ ଅଭିନେତା ବାବୁଶାନ ମହାନ୍ତିଙ୍କ ବିପକ୍ଷରେ ‘ହିରୋ ନଂ ୱାନ’, ଓ ‘ଶ୍ରୀମାନ ସୁରଦାସ’, ‘ତୁ ମୋ ଲଭ ଷ୍ଟୋରୀ-୨’, ‘ଚକ୍ଷୁ ବନ୍ଧନ’ ପରି ବହୁ ଓଡ଼ିଆ କଥାଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିଛନ୍ତି ଅଭିନେତ୍ରୀ ଭୂମିକା ଦାସ।
ତେବେ ୨୦୧୯ ମସିହାରେ ମୁକ୍ତିଲାଭ କରିଥିଲା ‘ନାୟକର ନା ଦେବଦାସ’ ଚଳଚିତ୍ରରେ ଭୂମିକାଙ୍କୁ ଦର୍ଶକ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇଥିଲେ। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ଅଭିନେତା ଅସିତ ଥିଲେ ଦେବଦାସ ଭୂମିକାରେ ଓ ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଅଭିନୟ କରିଥିଲେ ଚନ୍ଦ୍ରମୁଖୀ ଚରିତ୍ରରେ ଓ ଅଭିନେତ୍ରୀ ଭୂମିକା ପାରୋ ଭୂମିକାରେ ନଜର ଆସିଥିଲେ।
ଏଥିସହ ଫିଲ୍ମରେ ବବି ମିଶ୍ର ,ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ ଓ ଅନେକ ନାମୀ ଦାମୀ କଳାକାର ମାନଙ୍କୁ ଦେଖିବାକୁ ମିଳିଥିଲା। ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦନାଥ ଓ ଗୀତିକାର ରହିଥିଲେ ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ।
ଏହି ସିନେମାରେ ଭୂମିକାଙ୍କ ଅଭିନୟ ଦର୍ଶକମାନଙ୍କ ମନକୁ ଖୁବ୍ ଛୁଇଁଥିଲା। ଭୂମିକାଙ୍କୁ ଏଥିରେ ଜଣେ ସରଳ ଗାଁଉଲି ଝିଅ ଭାବରେ ନଜର ଆସିଥିଲେ।ତେବେ ଏହି ସିନେମାର ଏକ ସିନ୍ ରହିଛି ଯେଉଁଥିରେ ଦେଖିବାକୁ ମିଳୁଛି ଭୂମିକା ଅର୍ଥାତ୍ ପାରୋ ତାଙ୍କ ସାଙ୍ଗ ମାନଙ୍କ ସହିତ ପୋଖରୀ ତୁଠରେ ଗାଧଉଛନ୍ତି।
ଆଉ ପାରୋର ସାଙ୍ଗ ମାନେ ଦେବଦାସଙ୍କ ବିଷୟରେ କଥବାର୍ତ୍ତା ହେଉଛନ୍ତି। ସେମାନଙ୍କ ଭିତରୁ ଜଣେ ସାଙ୍ଗ କହୁଛି ମୁଁ ଯଦି ତୋ ଜାଗାରେ ଥାନ୍ତି ଚଉଠି ରାତି ସାରି ଦିଅନ୍ତିନି। ଯାହାକୁ ଶୁଣି ପାରୋ କହୁଛନ୍ତି ଚୁପ୍ ତାଙ୍କ ପାଖକୁ ମୁଁ କାହାକୁ ମଡେଇ ଦେବିନି ତୁ ଯେମିତି ହଉଚୁ ନା ତାଙ୍କୁ ମୋଠୁ ଛଡେଇ ନେବୁ। ଯାହା ଦର୍ଶକ ମାନଙ୍କ ମନକୁ ଖୁବ୍ ଛୁଇଁଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।