Viral ଭିଡ଼ିଓ : ସ୍ତ୍ରୀ ଧରିଲେ ଅଭିନେତ୍ରୀ ପ୍ରକୃତି ଏବଂ ବାବୁଶାନ ଙ୍କ ସିକ୍ରେଟ କାରନାମା… ରାତିସାରା ଏକାଠି…,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ…
ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଜଣେ ସାଧାରଣ ଲୋକ ଏବଂ ସେଲିବ୍ରେଟି ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ। କଳାକାର ମାନେ ନିଜର କଳା ମାଧ୍ୟମରେ ସମାଜରେ ଅନେକ ପ୍ରକାର ପରିବର୍ତ୍ତନ ଆଣିଥାନ୍ତି। କଳାକାର ସବୁବେଳେ ନିଜର କଳାକୁ ପ୍ରଦର୍ଶନ କରିଥାଏ। ଯାହା ସମାଜ ଉପରେ ଅନେକ ପ୍ରଭାବ ପଡ଼ିଥାଏ। ସେମାନଙ୍କୁ ସବୁବେଳେ ନିଜର ବ୍ୟକ୍ତିତ୍ୱ ଉପରେ ଲକ୍ଷ୍ୟ ରଖିବା ପାଇଁ ପଡ଼ିଥାଏ।
କାରଣ ସେମାନଙ୍କ ବ୍ୟବହାର ଯାହାକି ସମାଜ ଉପରେ ଗଭୀର ଭାବରେ ପଡ଼ିଥାଏ। ଆପଣ ମାନେ ଅନେକ କଳାକାରଙ୍କୁ ଦେଖିଥିବେ ଯାହାକି ନିଜର ଭୂଲ ପାଇଁ ଲୋକ ମାନଙ୍କ ପାଖରେ ସମାଲୋଚିତ ହେବା ପାଇଁ ପଡ଼ିଥାଏ। ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏପରି କିଛି ଖବର ଶୁଣିବା ପାଇଁ ମିଳିଛି। ଯାହାକି ବାବୁସାନ ଏବଂ ପ୍ରକୃତି ମିଶ୍ର ଚୋର ପ୍ରେମରେ ତାଙ୍କ ସ୍ତ୍ରୀ ବିଚ ରାସ୍ତାରେ ମାଡ଼ ମାରିବା ଦେଖିବା ପାଇଁ ମିଳିଛି। ବାବୁସାନଙ୍କ ବିଦ୍ୟରାଣ ଫିଲ୍ମରେ ପ୍ରକୃତି ମିଶ୍ର ହିରୋଇନ ଭାବରେ ଅଂଶ ଗ୍ରହଣ କରିଥିଲେ।
ଯାହାକି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଯାହା ସାଧାରଣରେ ଚର୍ଚ୍ଚା ହେଉଛି। ବାବୁସାନ ଏବଂ ପ୍ରକୃତି ଗାଡ଼ିରେ ଯାଉଥିବା ବେଳେ ବାବୁସାନଙ୍କ ସ୍ତ୍ରୀ ଆସି ଉଭୟ ଙ୍କୁ ଅଟକାଇଥିଲେ। ଏବଂ ସମସ୍ତଙ୍କ ସାମ୍ନା ରେ ବାବୁସାନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାପରେ ପ୍ରକୃତି ମଧ୍ୟ ଗାଡିରୁ ଓଲ୍ହାଇ ପଳେଇ ଯାଉଥିବା ଦେଖିବା ପାଇଁ ମିଳିଛି।
ବାବୁସାନଙ୍କ ସ୍ତ୍ରୀଙ୍କର କହିବା କଥା ଯେ ପ୍ରକୃତି ମିଶ୍ର ତାଙ୍କର ପରିବାର ମଧ୍ୟରେ ପଶି ସମ୍ପର୍କ ଭାଙ୍ଗି ଦେଇଥିବା କଥା କହିଛନ୍ତି। ଏହାପରେ ପ୍ରକୃତିଙ୍କୁ ମାଡ଼ ମାରିଥିବା ମଧ୍ୟ ଦେଖିବା ପାଇଁ ମିଳିଛି। ମାଡ଼ ଖାଇସାରି ପଳେଇ ଯାଉଥିବା ଦେଖିବା ପାଇଁ ମିଳିଛି। ଯାହାବି ହେଉ ବାବୁସାନ ଏଭଳି କିଛି କରିବେ ବୋଲି କେହି ବି ଆଶା କରିନଥିଲେ।
ହେଲେ ତାଙ୍କର ସ୍ତ୍ରୀ ନିଜେ ଏଭଳି କରିବା ଅନେକ ପ୍ରକାର ପ୍ରଶ୍ନ ସୃଷ୍ଟି କରିଛି। ନିକଟରେ ତାଙ୍କର ଫିଲ୍ମ ରିଲିଜ ହୋଇଛି। ଯେଉଁ ଥିରେ ବାବୁସାନ ଏବଂ ପ୍ରକୃତି ମିଶ୍ର ନଜର ଆସିଛନ୍ତି। ଏହା ଏକ ପ୍ରକାର ବଡ଼ ପ୍ରାଜେଟ ବୋଲି ଦେଖିବା ପାଇଁ ମିଳିଥିଲା। ଏଭଳି ଖବର ସାଧାରଣ ରେ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି।
କେବଳ ସେଲିବ୍ରେଟି ନୁହେଁ ବରଂ ଆମ ଓଡ଼ିଶାରେ ବର୍ତ୍ତମାନ ସମୟରେ ଏଭଳି ଖବର ଟ୍ରେଣ୍ଡିଂ ରେ ଚାଲିଛି। ଯେତେ ହେଲେ ମଧ୍ୟ ଲୋକ ମାନଙ୍କ ଉପରେ କିଛି ବି ପ୍ରଭାବ ପଡିବ ନାହିଁ। ବର୍ତ୍ତମାନ ଜଣେ କଳାକାରଙ୍କ ଏଭଳି କାମ ସମାଜ ଉପରେ କୁପ୍ରଭାବ ପଡ଼ିବ କହିଲେ କିଛି ଭୂଲ ହେବ ନାହିଁ।
ଯାହାକି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଯାହା ସାଧାରଣରେ ଚର୍ଚ୍ଚା ହେଉଛି। ବାବୁସାନ ଏବଂ ପ୍ରକୃତି ଗାଡ଼ିରେ ଯାଉଥିବା ବେଳେ ବାବୁସାନଙ୍କ ସ୍ତ୍ରୀ ଆସି ଉଭୟ ଙ୍କୁ ଅଟକାଇଥିଲେ। ଏବଂ ସମସ୍ତଙ୍କ ସାମ୍ନା ରେ ବାବୁସାନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାପରେ ପ୍ରକୃତି ମଧ୍ୟ ଗାଡିରୁ ଓଲ୍ହାଇ ପଳେଇ ଯାଉଥିବା ଦେଖିବା ପାଇଁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।