OMG ! କୁମ୍ଭୀର ସହିତ ଯୁବତୀ କଲେ ଏମିତି ଭିଡ଼ିଓ ଦେଖିଲେ ଛାତିଥରୀ ଉଠିବ,,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..
ମଣିଷ ଓ ମଣିଷ ଭିତରେ ବନ୍ଧୁତା ଖୁବ୍ ସ୍ଵାଭାବିକ କଥା। କିନ୍ତୁ ଯଦି ମଣିଷ ଓ ପଶୁମାନଙ୍କ ମଧ୍ୟରେ ବନ୍ଧୁତା ଦେଖା ଯାଏ ତାହା ଖୁବ୍ ନିଆରା ଏବଂ ସ୍ୱତନ୍ତ୍ର ମଧ୍ୟ। ମଣିଷ ମଣିଷ ଭିତରେ ବନ୍ଧୁତା ଦୁର୍ବଳ ହୋଇ ପାରେ। କିନ୍ତୁ ବେଳେବେଳେ ପଶୁ ଓ ମଣିଷ ମଧ୍ୟରେ ଥିବା ବନ୍ଧୁତା ଖୁବ୍ ଶକ୍ତିଶାଳୀ ସାବ୍ୟସ୍ତ ହୋଇଥାଏ। ଠିକ୍ ସେହିଭଳି ଆଜି ଆମେ ଆପଣ ମାନଙ୍କୁ ପଶୁ ଓ ମଣିଷ ମାନଙ୍କ ଭିତରେ ଥିବା ସେହି ଅନାବଳି ପ୍ରେମକୁ ଦେଖାଇବୁ ଯାହା ଦେଖିଲେ ଆପଣ ଖୁବ୍ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଆଜିର ଦୁନିଆରେ ମଣିଷ ମଣିଷର ଶତ୍ରୁ ପାଲଟି ଯାଇଥିବା ବେଳେ ପଶୁମାନଙ୍କ ସହିତ ଦେଖିବାକୁ ମିଳୁଛି ନିଆରା ସମ୍ପର୍କ। ପୂର୍ବରୁ ବି ଆପଣ ମଣିଷ ଓ ପଶୁର ବନ୍ଧୁତା ବିଷୟରେ ଅନେକ ଦୃଶ୍ୟ ଦେଖିଥିବେ। ତେବେ ସୋଶାଲ୍ ମିଡିଆରେ ଏବେ ଏମିତି କିଛି ଭି୍ଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଜାଣି ପାରିବେ ମଣିଷ ଓ ପଶୁ ଭିତରେ ଥିବା ସମ୍ପର୍କ କେତେ ଗଭୀର।
୧.ଜଣେ ଯୁବକ ପଡ଼ିଆରେ ଶୋଇଛନ୍ତି। ଓ ତାଙ୍କ ପାଖରେ ଏକ ସିଂହ ଛିଡା ହେଇ ତାଙ୍କୁ ମୁହଁକୁ ଜିଭରେ ଚାଟି ପକାଉଛି।
୨ଏହାପରେ ଦେଖିବକୁ ମିଳିଛି ପାଣି ଭିତରେ ଏକ କୁମ୍ଭୀରକୁ ଜଣେ ବ୍ୟକ୍ତି କୁଣ୍ଡେଇ ପକୁଛନ୍ତି ତା ପରେ ପୁଣି ତାକୁ ପାଣିରେ ଛାଡି ଦେଉଛନ୍ତି। ଅନ୍ୟ ଜଣେ ବ୍ୟକ୍ତି କୁମ୍ଭୀରର ବେକକୁ କୁଣ୍ଡାଇ ଦେଉଥିବାର ଦେଖିବାକୁ ମିଳୁଛି। ଅନ୍ୟ ଜଣେ ଯୁବତୀ ମଧ୍ୟ ପାଣି ଭିତରେ ଥିବା ଏକ କୁମ୍ଭୀରକୁ ଆଉଁସି ଦେଇ ତାକୁ କିଛି ଖାଇବା ପାଇଁ ଦେଉଛନ୍ତି।
୩.ଜଣେ ବ୍ୟକ୍ତି ଗୋଟେ ଭାଲୁର ଦେହକୁ ଆଉଁସି ଦେଉଛନ୍ତି। ଓ ଭାଲୁଟି ବ୍ୟକ୍ତିଙ୍କ ପାଖରେ ବସି ସୁନାପିଲା ପରି ଗେହ୍ଲା ହେଉଛି।
୪.ଏହାପରେ ଦୁଇଟି ସିଂହ ଆସି ଜଣେ ଯୁବକଙ୍କ କାନ୍ଧ ଉପରେ ଲଦି ହେଉଛନ୍ତି। କାନ୍ଧରେ ଗୋଡ଼ ଦେଇ ଯୁବକଙ୍କୁ ଖୁବ୍ ଗେହ୍ଲ କରୁଛନ୍ତି ଏବଂ ଜଣେ ଯୁବତୀ ସିଂହକୁ ଚୁମା ଦେଉଥିବାର ମଧ୍ୟ ଦେଖିବାକୁ ମିଳୁଛି।
୫.ସାର୍କ ମାନଙ୍କ ସହିତ ମଧ୍ୟ ଯୁବକମାନେ ପହଁରୁ ଥିବାର ନଜର ଆସୁଛନ୍ତି।
୬. ଜଣେ ଯୁବକ ବସିଛନ୍ତି ଓ ଦୁଇଟି ଜଙ୍ଗଲି କୁକୁର ଆସି ସେହି ଯୁବକଙ୍କ ପାଖରେ ବସିଛନ୍ତି। ଜଣେ କୁକୁର ଯୁବକ ଜଣକ ଚୁଟିକୁ ଜିଭରେ ଚାଟିବାକୁ ଲାଗିଛି ଆଉ ଗୋଟିଏ କୁକୁର ଯାଇ ଯୁବକଙ୍କ କୋଳରେ ବସି ପଡିଛି।
ତେବେ ଭିଡିଓରେ ଅନେକଗୁଡ଼ିଏ ହିଂସ୍ର ଜୀବଜନ୍ତୁ ଅର୍ଥାତ୍ ବାଘ, ଚିତା, ଜଙ୍ଗଲି କୁକୁର୍, ସାର୍କ, ଭାଲୁ, ହାତୀ, କୁମ୍ଭୀର, ସିମ୍ପାଜି ଆଦିଙ୍କୁ ମଣିଷ ମାନଙ୍କ ସହିତ ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କ ସତରେ ଖୁବ୍ ନିଆରା ଯାହା ଭିଡିଓରୁ ଦେଖିବା ପାଇଁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।