ଓଡିଶାର No-1 ୟୁଟୁବର Rupa Pintu ଙ୍କ ଏଥର ରଜରେ ନୂଆ ଆଲବମ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ସୋସିଆଲ ମିଡିଆ ଦିନକୁ ଦିନ ଲୋକମାନଙ୍କ ପାଇଁ ଖୁବ୍ ଜରୁରୀ ହୋଇପଡିଛି।ଆଜିର ଦିନରେ ନିଜର ପରିଚୟ ତିଆରି କରିବା ପାଇଁ ସୋସିଆଲ ମିଡିଆ ଏକ ବଡ ମାଧ୍ୟମ ପାଲଟି ଯାଇଛି।ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ।

ଏହି ୟୁଟ୍ୟୁବରେ ବିଭିନ୍ନ ପ୍ରକାର କଣ୍ଟେଣ୍ଟ ଦ୍ଵାରା ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି।ନିଜେ ରୋଜଗାର କ୍ଷମ ହେବା ସହ ଅନ୍ୟଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ପାରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଆମ ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଚର୍ଚ୍ଚାରେ ରହିଛି।

ୟୁଟ୍ୟୁବର ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ। ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।

କେବଳ ଏତିକି ନୁହେଁ ବର୍ତ୍ତମାନ ସମୟରେ ରୂପା ଓ ପିଣ୍ଟୁଙ୍କୁ ଏକରୁ ଏକାଧିକ ଆଲବମରେ ଦେଖିବା ପାଇଁ ମିଳୁଛି ଯାହାକୁ ଦର୍ଶକ ମାନେ ବହୁତ ଭଲପାଇବା ଦେଉଛନ୍ତି। ରୂପା ପିଣ୍ଟୁଙ୍କ ଆଲବମ ମଧ୍ୟ ଓଡିଶାର ଅଗଣିତ ଦର୍ଶକ ମାନଙ୍କ ପାଖରେ ପହଁଚି ପାରୁଛି।

ରୂପା ଓ ପିଣ୍ଟୁଙ୍କ ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ। ତେବେ ଆପଣ ତ ଜାଣିଛନ୍ତି ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଯୋଡି ବେଶ୍ ପରିଚିତ ଚେହେରା ହୋଇ ପାରିଛନ୍ତି।

ତେବେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି। ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି। ଏଥି ସହିତ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି। ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି।

ଆପଣ ଅନେକ ଗୁଡ଼ିଏ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ।ତେବେ ପୁଣିଥରେ ରୂପା ଓ ପିଣ୍ଟୁଙ୍କ ନୂଆଁ ଏକ ଆଲବମ ଆସିବା ପାଇଁ ଯାଉଛି। ଯାହାକୁ ନେଇ ଦର୍ଶକ ମାନେ ଖୁବ୍ ଆଗ୍ରହୀ ରହିଛନ୍ତି।ପିଣ୍ଟୁ ସୁଟିଂ ସେଟରେ ଚାଲିଥିବା ପୂର୍ବ ପ୍ରସ୍ତୁତିକୁ ବ୍ଲୋଗଇଙ୍ଗ ମାଧ୍ୟମରେ ଦର୍ଶକ ମାନଙ୍କୁ ଦେଖାଇଛନ୍ତି କିପରି ଭାବରେ ତାଙ୍କର ଏବଂ ରୂପା ଙ୍କ ଡାନ୍ସ ଅଭ୍ୟାସ ଚାଲିଛି ଷ୍ଟୁଡିଓ ରେ।

ଆଗକୁ ରଜ ଆସୁଥିବାରୁ ରଜ ଉପଲକ୍ଷେ ଏକ ମ୍ୟୁଜିକ ଭିଡିଓ ଆସିବାକୁ ଯାଉଛି। ଯାହା ପାଇଁ ଏବେ ପ୍ରସ୍ତୁତି ଚାଲିଛି। ଏହାଛଡା ପିଣ୍ଟୁ ଖରାରେ ସଙ୍ଗୀତ ନିର୍ଦ୍ଦେଶକ ସାଜନ ମିଶ୍ରଙ୍କ ସହିତ ଗୀତ ପାଇଁ ଲୋକେସନ୍ ଖୋଜିବାକୁ ଯାଉଥିବାର ମଧ୍ୟ ଏହି ଭିଡିଓ ରେ ଦେଖାଇଛନ୍ତି। ଭିଡିଓରେ ସୁଟିଂ ସେଟ୍ ଭିତରେ ଚାଲିଥିବା ଅନେକ ଗୁଡ଼ିଏ ମଜା ମସ୍ତି ମଧ୍ୟ ଦେଖିବା ପାଇଁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।