Easy Weight Loss Drink – ୫ ରୁ ୭ କିଲୋ ଓଜନ ନିହାତି କମିବ, ପେଟ ଏବଂ ଜଙ୍ଘର ଚର୍ବି ଘିଅ ଭଳି ତରଳି ଯିବ,କରନ୍ତୁ ଏହି ଛୁଟିଆ ଉପାୟ…….

ଯଦି ଆପଣଙ୍କ ପେଟରେ ଚର୍ବି ବଢିଜାର ତାହେଲେ ଆମକୁ ଦେଖିବାରେ ହେଉ ଵା କୋୖଣସି କାମ କରିବାରେ ହେଉ ବହୁତ କଷ୍ଟ ଓ ଅଶ୍ବସ୍ତି ମଧ୍ୟ ଲାଗେ |ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ, ତେଣୁ ନିଜର ଦେହ ପ୍ରତି ଯତ୍ନ ନେବାର ଟାଇମ ନଥାଏ |

ସେଥିପାଇଁ ଆମ ମାନେ ବହୁତ ଚିନ୍ତିତ ମଧ୍ୟ ଥାଉ ଏହି ଚର୍ବି କୁ କମାଇବା ପାଇଁ | ତେବେକେବଳ ଡାଏଟ ଖାଦ୍ୟ ଓ ନିୟମିତ ବ୍ୟାୟାମ ଯୋଗୁଁ ଆମେ ଆମ ଶରୀରରେ ବଢୁଥିବା ଚର୍ବିକୁ କମେଇ ପାରିଵା ତାହା ବ୍ୟତୀତ କେତେକ ଘରେଇ ଉପଚାର କୁ ବ୍ୟବହାର କରି ମଧ୍ୟ ଏହି ସବୁ ସମସ୍ୟାରୁ ମୁକ୍ତି ପାଇଁ ପାରିବ |

ତେବେ ଆମେ ମାନେ ନିଜ ଘରେ ରୋଷେଇ ଘରେ ଥିବା ଉପକରଣ ପାନ ମହୁରିକୁ ଆମର ଓଜନ କମାଇବା ଓ ଚର୍ବି କମାଇବା ଭଳି କାମରେ ବ୍ୟବହାର କରିଥାଉ | ତାହେଲେ ପ୍ରଥମେ ଅସନ୍ତୁ ଜାଣିବା କେଉଁ କେଉଁ ଉପାୟରେ ନିଜର ଓଜନ ବଢିଥାଏ ଓ ଚର୍ବି ବଢିଥାଏ | ଆଉ ଘରେଇ ଉପକରଣ ପାନ ମହୁରିକୁ କିପରି ଓଜନ କମାଇବାରେ ବ୍ୟବହାର କରିଥାଉ ଅସନ୍ତୁ ଜାଣିବା |

ଚର୍ବି ବଢିବାର 5 ଟି ମୁଖ୍ୟ କାରଣ ଗୁଡିକ ହେଲା :-

1-ତେବେ ପ୍ରଥମେ ହେଉଛି ନିଦ୍ରା ଯଦି ଆପଣଙ୍କୁ ନିଦ୍ରା ଠିକ ଭାବରେ ହେଉନାହିଁ ତାହେଲେ ହର୍ମୋନ କ୍ଷରଣ ରେ ବାଧା ସୃଷ୍ଟି ହୁଏ, ଜାଗା ଫଳରେ ମେଳାଟୋନିନ ନାମକ ହର୍ମୋନ ସୃଷ୍ଟି ହୁଏ ନାହିଁ ଓ ଏହା ଆମ ଚର୍ବି ର ବୃଦ୍ଧି ହୁଏ | ତେଣୁ ତାହାକୁ କମାଇବାକୁ ହେଲେ ପାନମୋହୁରି ରୁ ପ୍ରସ୍ତୁତ ଡ୍ରିଂକ୍ସ କୁ ସେବନ କରିବା ପାଇଁ ପଡିବ |

2-ଦ୍ୱିତୀୟରେ ବେଡ ମେଟାବୋଲିଜିମ, ଯଦି ଆମର ମେଟାବୋଲିଜିମ ଭଲ ଥାଏ , ତାହେଲେ ସିଏ ଆମ ର ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ ଓ ତାହା ଆମ ଶରୀରକୁ ଶକ୍ତି ଦେଇଥାଏ | ମାତ୍ରା ଯଦି ତାହା ଖରାପ ମେଟାବୋଲିଜିମ ସୃଷ୍ଟି ହୁଏ ତାହେଲେ ତାହା ଚର୍ବି ବଢ଼ାଇବାରେ ସାହାଯ୍ୟ କରେ | ଆଉ ପାନ ମହୁରି ଖାଦ୍ୟକୁ ହଜମ କରିଥାଏ |

3-ଅଧିକ ଖାଇବା ଯୋଗୁଁ ମଧ୍ୟ ଆମ ଶରୀରରେ ଚର୍ବି ବଢିଥାଏ , ତେଣୁ ପାନ ମହୁରୀର ସେବନ ଯୋଗୁଁ ତାହା ଅଧିକ ଭୋକ ଲାଗିବାରୁ ରକ୍ଷା କରେ ଓ ଚର୍ବି ମଧ୍ୟ ହୁଏ ନାହିଁ |

4-ଟକ୍ସିସିଟି ବଢିବା ଯୋଗୁଁ ମଧ୍ୟ ମୋଟାପଣ ଦେଖା ଯାଇଥାଏ , ଯାହା ଆମର ହର୍ମୋନାଲ ଇମ୍ବେଲେନ୍ସ ଯୋଗୁଁ ହୋଇଥାଏ , ଆଉ ପାନ ମହୁରୀର ସେବନ ଯୋଗୁଁ ଠିକ ହୋଇଥାଏ |

5- ଯଦି ଆପଣଙ୍କ ଶରୀରରେ ଏସିଡିଟି ଭଳି ସମସ୍ୟା ଦେଖା ଦେଉଛି ତାହେଲେ ମଧ୍ୟ ଆପଣଙ୍କ ପେଟରେ ଚର୍ବି ବଢିଥାଏ ଓ ମୋଟାପଣ ଦେଖା ଦେଇଥାଏ , ଆଉ ପାନ ମହୁରୀକୁ ବ୍ୟବହାର କରି ସେ ସବୁରୁ ମୁକ୍ତି ପାଇଁ ପାରିବା |
ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଗ୍ୟାସ ରେ ଗୋଟିଏ ଗ୍ଲାସ ପାଣି ନେଇକି ଫୁଟାଇବା ଓ ସେଥିରେ କିଛି କଞ୍ଚା ପାନ ମହୁରି ପକାଇ ଫୁଟାଇବା, ତାପରେ ସେହି ଫୁଟା ପାଣିର ରଙ୍ଗ ଚେଞ୍ଚ ହେଲା ପରେ ତାକୁ କାଢି ଆଣି ଛାଣି ଦେବା ଓ ସେହି ପାଣି କୁ ସେବନ କରିବା |ଏହି ଭଳି ଘରେଇ ଉପକରଣ ର ବ୍ୟବହାର ଦ୍ଵାରା ଆମେ ଓଜନ କୁ କମାଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।