Viral Video – ସାର ମୋତେ ସଉଦା କିଣିବାକୁ ପଠାଇ ଥିଲେ ସ୍କୁଲରେ ପିଲାଙ୍କୁ ପାଠ ନ ପଢି କରୁଛନ୍ତି ଏମିତି କାମ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ରାଜ୍ୟ ର ଶିକ୍ଷା ବିଭାଗ ଗୁଣାତ୍ମକ ଶିକ୍ଷା ର ଡିଣ୍ଡିମ ପିଟୁ ଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ଅଟେ । ସ୍କୁଲ ରେ ପାଠ ପଢା ବଦଳ ରେ ପରିବା ପ୍ରତି ଦିନ ପରିବା ଆଣୁଛନ୍ତି ଛାତ୍ର । ଏ ଭଳି ଏକ ଘଟଣା ଦେଖିବା କୁ ମିଳିଛି ବସ୍ତା ବ୍ଲକ ସଦାନନ୍ଦ ପୁର ପ୍ରାଥମିକ ବିଦ୍ୟାଳୟ ରେ । ଶିକ୍ଷକ ଛାତ୍ର ଙ୍କୁ ସଉଦା କିଣିବା ପାଇଁ କହିଛନ୍ତି ।

ବ୍ୟାଗ ସଦାନନ୍ଦ ପୁର ପ୍ରାଥମିକ ବିଦ୍ୟାଳୟ ର ଜଣେ ତୃତୀୟ ଶ୍ରେଣୀ ର ଛାତ୍ର ପାଠ ପଢା ଛାଡ଼ି ମଧ୍ୟାହ୍ନ ଭୋଜନ ସଉଦା କିଣି ବ୍ୟାଗ ରେ ନେବା ଭିଡ଼ିଓ ଏବେ ଭାଇରାଲ ହେବା ରେ ଲାଗିଛି । ବିଦ୍ୟାଳୟ କୁ ପାଠ ପଢିବା କୁ ଆସି ଥିବା କୁନି ବିଦ୍ୟାର୍ଥୀ ଙ୍କୁ ପ୍ରଧାନ ଶିକ୍ଷକ!

ପ୍ରତ୍ୟେକ ଦିନ ପାଠ ପଢା ସମୟ ରେ ମଧ୍ୟାହ୍ନ ଭୋଜନ ପାଇଁ ସଉଦା ଆଣିବା କୁ ପଠାଉ ଥିବା ଜଣା ପଡିଛି । ବିଦ୍ୟାଳୟ ରେ ଯେଉଁଠି ସରକାର ବସ୍ତାନି ବୋଝ ବହିବା କୁ କୁନି ଛାତ୍ର ଙ୍କୁ ବାରଣ କରିଛନ୍ତି ସେ ଠାରେ ଶିକ୍ଷକ ସଉଦା ବ୍ୟାଗ ବୋହିବା ପାଇଁ ତାଗିଦ କରୁ ଛନ୍ତି ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ଜଣେ ତୃତୀୟ ଶ୍ରେଣୀ ଛାତ୍ର ଙ୍କୁ ସ୍ଥାନୀୟ ଦୋକାନ ରୁ ମଧ୍ୟାନ୍ନ ଭୋଜନ ସଉଦା ଆଣିବା କୁ ପଠାଇ ଥିଲେ । ଛାତ୍ର ଜଣ କ ଦିନ ୧୧ଟା ସମୟ ରେ ବିଦ୍ୟାଳୟ ର ବାହା ରେ ସଉଦା ଦୋକାନ ରୁ ସଉଦା ନେଇ ବିଦ୍ୟାଳୟ କୁ ଯାଉ ଥିବା ବେଳେ ଜଣେ ଗ୍ରାମବାସୀ ଏହି ଭିଡିଓ ଟି କରି ଥିବା ନେଇ ସୂଚନା ରହିଛି । ପରେ ବ୍ୟକ୍ତି ଜଣ କ ଛାତ୍ର କୁ ପଚାରିବା ରୁ ପ୍ରଧାନ ଶିକ୍ଷକ ତାଙ୍କୁ ସବୁ ଦିନ ସଉଦା ଆଣି ବାକୁ ପଠାନ୍ତି ବୋଲି କହିଥିଲେ।


ଏହି ଘଟଣା କୁ ନେଇ ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ” ଛାତ୍ର ଙ୍କ ର ବଡ ବାପ ଙ୍କ ଦୋକାନ । ମୁଁ ବ୍ୟସ୍ତ ରହିଥିବା କାରଣ ରୁ ଛାତ୍ର କୁ ପଠାଇ ଥିଲି ।” ଏହି କଥା ଶିକ୍ଷକ କହିଥିଲେ କିନ୍ତୁ ବାସ୍ତବ ରେ ଏହା ଠିକ୍ ନୁହେଁ ଆଜି ବା ସାର୍ ବ୍ୟସ୍ତ ରହୁଥିଲେ କିନ୍ତୁପିଲ ଟି କହିଥିଲେ କି ସେ ସବୁ ଦିନ ସଉଦା କିଣିବା ପାଇଁ ଯାଇ ଥାଏ ।

ଯେଉଁ ସମୟ ରେ ପିଲା ପାଠ ପଢିବା କଥା ସି ସମୟ ରେ ପିଲା ସଉଦା ଆଣିବା ପାଇଁ ଯାଉଛି । କିନ୍ତୁ ସରକାରଙ୍କ ତରଫରୁ କିଛି ପଦକ୍ଷେପ ନିଆ ଯାଇ ନାହିଁ ଏହି ଭିଡ଼ିଓ ଟି କୁ ଦେଖିଲେ ଆପଣ ମାନ ଜାଣି ପାରିବେ। କିପରି ସାର୍ ପିଲା ମାନ କୁ ପାଠ ବଦଳ ରେ ସଉଦା କିଣିବା ପାଇଁ ପଠେଇଛନ୍ତି । ଏହି ଭିଡ଼ିଓ ରେ ସରକାର କଣ ପଦକ୍ଷେପ ନେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।