ଓଡ଼ିଶାର ନୂଆ ସ୍ୱର -ଗୀତରେ ଖୁସି ହୋଇ ଓଡିଆ ଅଭିନେତ୍ରୀ ପିଙ୍କି Best Scene… ମାତ୍ର ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଆମେ ସମସ୍ତେ ଜାଣିଛୁ କି ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ବର୍ତ୍ତମାନ ବହୁତ ଆଗକୁ ଯିବାକୁ ଲାଗିଲାନି, ସେ ଫ୍ଲିମ ହେଉ କି ଗୀତ ଆଉ ନାଚ ହେଉ ସବୁଥିରେ ନିଜର କମାଲ ଦେଖାଇବାରେ ଲାଗିଛନ୍ତି ଆମ ଓଡ଼ିଶାରେ ରହୁଥିବା ତେଲେଣ୍ଟେଣ୍ଡ ଲୋକ ମାନେ | ଆଉ ବର୍ତ୍ତମାନ ଯାହା ଦେଖା ଯାଉଛି କି ସିଦ୍ଧାର୍ଥ ଟିଭି ଗୋଟିଏ ଚେନାଲ ଯାହା ମାଧ୍ୟମରେ ବିଭିନ୍ନ ପ୍ରକାରର ରିୟାଲିଟି ଶୋ ଆମ ପାଇଁ ନେଇକି ଆସୁଛି | ଆଉ ଯାହା ଫଳରେ ପିଲା ଙ୍କ ଠୁ ଆରମ୍ଭ କରିକି ବୟସ୍କା ପର୍ଯ୍ୟନ୍ତ ସମସ୍ତେ ନିଜ ଭିତରେ ଥିବା ସେହି ପ୍ରତିଭା କୁ ଦେଖାଇବାର ସୁଯୋଗ ପାଉଛନ୍ତି ବୋଲି କୁହାଯାଇଛି | ତେବେ ଭଳି ନିଜର ସ୍ବରର ପ୍ରତିଭା ଦେଖାଇବାକୁ ଲାଗିଛନ୍ତି ସ୍ମୃତିରେଖା ଓ ଶୁଭମ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେମାନଙ୍କର ପରଫୋମେନ୍ସ ଉପରେ ନଜର ପକାଇବା |
ତେବେ ସିଦ୍ଧାର୍ଥ ଟିଭି ଏକ ନିଆରା ରିୟାଲିଟି ଶୋ ହେଉଛି “ଓଡ଼ିଶାର ନୂଆ ସ୍ୱର ” ଆଉ ଯେଉଁଠି ଦେଖିବାକୁ ମିଳିଛି କି ଓଡ଼ିଶାରେ ଅଗଣିତ ପୁଅ ଝିଅ ମାନଙ୍କ ପାଇଁ ଏହି ଶୋ ଟି ଏକା ବଡ଼ ସୁଯୋଗ ସୃଷ୍ଟି କରିଛି ବୋଲି କୁହାଯାଉଛି | ଆଉ ଯାହା ଫଳରେ ପିଲା ମାନେ ନିଜ ଭିତରେ ଥିବା ସ୍ବରର ଯାଦୁ ଦେଖାଇବାକୁ ଲାଗିଛନ୍ତି | ଆଉ ଯାହା ସେମାନଙ୍କ ମଧ୍ୟରେ ଲୁକ୍କାୟିତ ହୋଇକି ଥିଲା ଆଉ ସେମାନେ ସେମିତି କିଛି ସୁଯୋଗ ପାଉ ନ ଥିଲେ ସେମାନଙ୍କର ଟେଲେଣ୍ଟ କୁ ପ୍ରକାଶ କରିବା ପାଇଁ ସେମାନଙ୍କୁ ସିଦ୍ଧାର୍ଥ ଟିଭି ଏକ ସୁଯୋଗ ଦେଇଛି ବୋଲି କୁହାଯାଉଛି |
ତେବେ ଏଠାରେ ଦେଖିବାକୁ ମିଳିଛି କି ନିଜର ସ୍ବରର ଯାଦୁ ଦେଖାଇବାକୁ ଆସିଛନ୍ତି ସ୍ମୃତିରେଖା ଓ ଶୁଭମ |ଆଉ ଯାହା କୁହାଯାଉଛି କି ଶୁଭ “ତୋ ପାଇଁ “ଗୀତ ଟି କୁ ଗାଇଥିବା ବେଳେ ସ୍ମୃତି ରେଖା ମଧ୍ୟ ସେହି ଗୀତ ଟି ଗାଇଥିଲେ | ଆଉ ଏହି ଶୋ ରେ ଜୋଜେସ ଭାବରେ ପିଲା ମାନଙ୍କର ପରଫୋମେନ୍ସ କୁ ଜୋର୍ଜ କରିବାକୁ ଲାଗିଥିଲେ ପିଙ୍କି,ସୌରିନ ଭୋଟ ଓ ବୁଦ୍ଧ ବୋଲି କୁହାଯାଇଛି | ଆଉ ଯେଉଁଠି ସ୍ବରର ମହା ଜୋର୍ଜ ଭାବରେ ଅଛନ୍ତି ବିକାଶ ସାର ବୋଲି ଦେଖିବାକୁ ମିଳିଛି | ଆଉ ଯେଉଁଠି ସ୍ମୃତିରେଖା ଓ ଶୁଭମ ବହୁତ ସୁନ୍ଦର ଭାବରେ ସେମାନଙ୍କର ଗୀତ ର ଯାଦୁ ଦେଖାଇବାକୁ ଲାଗିଛନ୍ତି |
ଓଡ଼ିଶାରେ ଲୁଚି ଥିବା କଳାକାର ମାନଙ୍କୁ ସମସ୍ତଙ୍କ ସାମ୍ନା କୁ ଆଣିବାର ଏକା ନିଆରା ପ୍ରୟାସ ହେଉଛି ସିଦ୍ଧାର୍ଥ ଟିଭିର | ଆଉ ଏହି “ଓଡିଶା ର ନୂଆ ସ୍ୱର ” ଶୋ ରେ ସୁନ୍ଦର ଭାବରେ ନିଜର ପ୍ରତିଭା କୁ ପ୍ରକାଶ କରିବାରେ ଲାଗିଛନ୍ତି ଏହି କଳାକାର ଦୁଇଜଣ ଓ ଜୋଜେସ ଙ୍କ ମନ ଜିତିବା ସହିତ ଦର୍ଶକ ମାନଙ୍କର ମନ ମଧ୍ୟ ହରଣ କରିଛନ୍ତି ଏମାନେ | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |