ଓଡ଼ିଆ ଅଭିନେତା Sidhanta and Anu Choudhury ଙ୍କ ଷ୍ଟେଜ ଉପରେ ” hot ” ରୋମାଣ୍ଟିକ ସିନ… ଦେଖନ୍ତୁ ଭାଇରାଲ Video

ତେବେ ସମସ୍ତ ଙ୍କର ପ୍ରାୟ ନିଜର ପ୍ରିୟ କଳାକାର ରହି ଥାଆନ୍ତି ଆଉ ତାଙ୍କର ଫିଲ୍ମ କୁ ନେଇ ଆମେ ଚାତକ ଭଳି ଚାହିଁ ରହି ଥାଉ ଏବଂ ତାଙ୍କର କିଛି ଭିଡ଼ିଓ ହେଉ ଅବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ମନରେ ଏକ ଆଗ୍ରହ ପ୍ରକାଶ ହୋଇ ଥାଏ | ତେବେ ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣ ର ହୋଇ ଥାଏ ଅର୍ଥାତ ଷ୍ଟାଇଲିସ ହୋଇ ଥାଏ | ଏହି ସେଲିବ୍ରେଟି ମାନେ ଅନେକ ଷ୍ଟେଜ ପ୍ରଗ୍ରାମ କିମ୍ବା ରିୟାଲିଟି ସୋ ରେ ଅତିଥି ଭାବେ ଆସି ମଧ୍ୟ ନିଜର ଝଲକ ଦେଖାଇ ଥାଆନ୍ତି |

ତେବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ନାୟକ ଓ ନାୟିକା ଭାବେ ପରିଚିତ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ ଙ୍କୁ କିଏ ବା ନ ଜାଣେ | ଯିଏ କି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଭଲ ଯୋଡ଼ି ଭାବରେ ବରଦାନ ଅଟନ୍ତି | ଏହି ଦୁହିଁ ଯୋଡ଼ି ତାଙ୍କ ଜମାନା ବେଳେ ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ ସୁନ୍ଦର ସୁନ୍ଦର ହିଟ ଫିଲ୍ମ ଦେଇ ସାରିଛନ୍ତି | ଆଉ ଉଭୟ ଙ୍କର ଫିଲ୍ମ ଆଜି ପର୍ଯ୍ୟନ୍ତ ମଧ୍ୟ ଦର୍ଶକ ଦେଖିବା ପାଇଁ ପସନ୍ଦ କରି ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ଏହି ସୁନ୍ଦର ଯୋଡ଼ି ଙ୍କର ଏକ ଝଲକ ଦେଖିବା ପାଇଁ ମିଳିଛି |


ତେବେ ସିନେ ଷ୍ଟାର ଖୋଜ ର ରିୟାଲିଟି ସୋ ର ଷ୍ଟେଜ ରେ ଉଭୟ ଙ୍କୁ ଦେଖିବା ପାଇଁ ମିଳିଛି | ଏହି ରିୟାଲିଟି ସୋ ରେ ଭାଗ ନେଇ ଥିବା ଅଡିସନ କେମିତି ଜୀବନ୍ତ ଅଭିନୟ କରି ଦେଖାଇବେ ତାହାକୁ ନେଇ ଅନୁ ଚୌଧୁରୀ ଓ ସିଦ୍ଧାନ୍ତ କିଛି ଉପସ୍ଥାପନ କରି ଥିଲେ | ତେବେ ଏହାପରେ ଉଭୟ ଙ୍କର କିଛି ରୋମାଣ୍ଟିକ

ସିନ ମଧ୍ୟ ଦେଖିବା ପାଇଁ ମିଳି ଥିଲା ଆଉ ସେଠାରେ ବସି ଥିବା ଦର୍ଶକ ଅନୁ ଚୌଧୁରୀ ଓ ସିଦ୍ଧାନ୍ତ ଙ୍କର ରୋମାଣ୍ଟିକ ଅଭିନୟ ଦେଖି ଖୁବ ମତୁଆଲା ହୋଇ ଯାଇ ଥିଲେ | ତାଳି ରେ ମାହଲ ଟିକୁ କମ୍ପାଇ ଦେଇ ଥିଲେ ଯାହାକି ଏହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ନାଁ କରିଛି ଅର୍ଥାତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି | ଏତେ ଦିନ ପରେ ଏହି ପୁରୁଣା ଯୋଡ଼ି ଙ୍କୁ ଏକା ସାଙ୍ଗରେ ଦେଖି ଦର୍ଶକ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।