Omg ! ଝିଅ ବାହାଘରରେ ବାପା ହେଲା ବାହା, ବାପା ୫ ନମ୍ବର ଝିଅକୁ ବାହାହୁଅ ଆଉ ଏକୁଟିଆ ଲାଗିବନି। ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବିବାହ କ‌ହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସ‌ହିତ ସାମାଜିକ ଓ ଆଇନ‌ଗତ ସ୍ୱିକୃତି ସ‌ହିତ ସ‌ହାବସ୍ଥାନ‌ ଓ ପରସ୍ପର ପ୍ରତି ତ‌ଥା ସେମାନଙ୍କର ପିଲାମାନଙ୍କ ଓ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଓ କର୍ତ୍ତବ୍ୟକୁ ବୁଝାଏ ।

ବିଭିନ୍ନ ସଂସ୍କୃତିରେ ବିବାହର ସଂଜ୍ଞା ଭିନ୍ନ ଥାଏ କିନ୍ତୁ ଏହା ଏକ ଅନୁଷ୍ଠାନ ଯେଉଁଥିରେ ମୂଖ୍ୟତଃ ଯୌନ ସମ୍ପର୍କକୁ ଅଗ୍ରାଧିକାର ଦିଆଯାଏ । ଏହା ସ‌ହିତ ପାରିବାରିକ, ସାମାଜିକ, ଅର୍ଥନୈତିକ, ଧର୍ମ ସମ୍ବନ୍ଧୀୟ ଭାବୁକତା ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

କେତେକ ସଂସ୍କୃତିରେ କୌଣସି ଯୌନ କାରବାର କରିବା ପୂର୍ବରୁ ବିବାହ ବାଧ୍ୟତାମୂଳକ । କେତେକ ସଂସ୍କୃତିରେ ସ୍ଥିରିକୃତ ବିବାହ, ବାଲ୍ୟ ବିବାହ, ଏକାଧିକ ବିବାହ ଓ ବଳପୂର୍ବକ ବିବାହ ପ୍ରଥା ଅଛି । ଅନ୍ୟ ପକ୍ଷରେ ଏହି ଭଳି ବିବାହ ଅନେକ ସ୍ଥାନରେ ବେନିୟମ ଓ ଦଣ୍ଡନୀୟ କାରଣ ଏହା ମହିଳାଙ୍କ ଅଧିକାରର ଆନ୍ତର୍ଜାତୀୟ ନିୟମର ପରିପନ୍ଥି ।

ବିବାହକୁ ସ୍ୱୀକୃତ ଦିଏ ରାଜ୍ୟ, ସଂଗଠନ, ଆଦିବାସୀ ଦଳ, ସ୍ଥାନୀୟ ଗୋଷ୍ଟି ବା ସମ୍ମାନନୀୟ ବ୍ୟକ୍ତି । ବିବାହକୁ ଅନେକ ଏକ ଅନୁବନ୍ଧିତ କାନୁନୀ ବିବାହ ମନେକରନ୍ତି । କାନୁନୀ ବିବାହରେ ଧାର୍ମିକ କ୍ରିୟା ସମ୍ପାଦିତ ହୁଏ ନାହିଁ । ବିଂଶ ଶତାବ୍ଦୀରେ ଆଗରୁ ଅଣସ୍ୱିକୃତ ଥିବା ଭିନ୍ନ ଜାତି ବିବାହ,

ଭିନ୍ନ ବିଶ୍ୱାସ ବିବାହ ଓ ସମଲିଙ୍ଗୀ ବିବାହକୁ ଅନେକ ଦେଶ ସ୍ୱିକୃତି ଦେଇସାରିଛନ୍ତି । ବିବାହ ହିନ୍ଦୁମାନଙ୍କର ଦଶବିଧ ସଂସ୍କାର(ଗର୍ଭାଧାନ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନାମକରଣ, ଅନ୍ନପ୍ରାଶନ, ମୁଣ୍ଡନ, ଉପନୟନ, ସମାବର୍ତ୍ତନ, ବିବାହ) ମଧ୍ୟରୁ ଗୋଟିଏ ।

ପିଲାମାନେ କହିଛନ୍ତି ଯେ ପିତା ପ୍ରଥମ ବିବାହ କରି ଛାଡ଼ପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ଆମେ ଦ୍ୱିତୀୟ ମା ଟି ଛୁଆ । ଏହା ପରେ ବାପା ପୁଣି ଥରେ ସମସ୍ତଙ୍କ ଠାରୁ ଲୁଚାଇ ତୃତୀୟ ଏବଂ ଚତୁର୍ଥ ବିବାହ କରିଥିଲେ । ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବାପା ତାଙ୍କୁ ଗତ କିଛି ମାସ ଧରି ଘର ଖର୍ଚ୍ଚ ମଧ୍ୟ ଦେଉନଥିଲେ ଏବଂ ଏହାରି ଭିତରେ ପଞ୍ଚମ ଥର ପାଇଁ ଗୁପ୍ତରେ ନିକାହ କରି ପୁଣି ନୂଆ ସଂସାର ଗଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିଲେ ।

ସେମାନଙ୍କ ଅଜାଣତରେ ପୂର୍ବରୁ ସେ ତିନୋଟି ବିବାହ କରିସାରିଛନ୍ତି । ଏବେ ଆଉ ଥରେ ବିବାହ କରିବା ପାଇଁ ଯାଉଥିଲେ । ବାପାର କୌଣସି କର୍ତ୍ତବ୍ୟ ନକରି ଖାଲି ବିବାହ ଉପରେ ବିବାହ କରି ଅୟସ୍‌ କରୁଥିବା ଅଭିଯୋଗ କରିଛନ୍ତି ।
୧୧ଟି ପିଲା ର ବାପା ହେଉଥିଲେ ସୌକତ୍ ତଥାପି ପଞ୍ଚମ ବିବାହ କରିଥିଲେ । ଝିଅର ସୋବାରି ଉଠିନାହିଁ ବାପା କରିଲେ ବିବାହ ଏହି ଘଟଣା ଟି ଘଟିଛି ପାକିସ୍ତାନ ରେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇରାଲ ହେବା ରେ ଲାଗିଛି । ପରିବାର ରେ ୬୨ ଜଣ ପରିବାର ସଦସ୍ୟ ଅଛନ୍ତି ସ୍ତ୍ରୀ ପୁଅ ନାତି ନାତୁଣୀ ପରିବାର ବର୍ଗ ଲୋକ ମାନେ ଅଛନ୍ତି । ସୌକତ୍ ର ୪୦ ଜଣ ନାତି ନାତୁଣୀ ଅଛନ୍ତି । ସେ ତାଙ୍କର ପ୍ରେମ କାହାଣୀ କୁ ୟୁ ଟବ୍ ରେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।