shocking ଭିଡ଼ିଓ- cc tv ରେ record ହେଲା ଛାତିଥରା ଦୃଶ୍ୟ, ଚାହୁଁ ଚାହୁଁ ମା କୂଳରୁ ଚାଲିଗଲା କୁନି ପିଲାର ଜୀବନ, ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!
ଦୁର୍ଘଟଣା କେତେବେଳେ କୋଉ ମୁହୂର୍ତ୍ତରେ କାହା ସହିତ ଘଟିଯିବ ତାହା କାହାକୁ ବି ଜଣା ନାହିଁ। ସାମାନ୍ୟ ସାମାନ୍ୟ ଭୁଲ ପାଇଁ ବେଳେ ବେଳେ ଏତେ ବଡ ଦୁର୍ଘଟଣା ଘଟିଯାଇଥାଏ ଯେ କିଛି ଭାବିଲା ଆଗରୁ ସବୁ କିଛି ଶେଷ ହୋଇଥାଏ। ସେମିତି ଏକ ଛାତି ଥରା ଭିଡିଓ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ ଯେ ଏମିତିବି ଘଟିପାରେ।
ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ବାପା ମାନେ ଯେତେବେଳେ ବାଇକ ରେ ବାହାରକୁ ଯାଇଥାନ୍ତି ସେତେବେଳେ ତାଙ୍କ ପିଲାଙ୍କୁ ବାଇକ୍ ଆଗରେ ବସାଇ ନେଇ ଯାଇଛନ୍ତି। ଛୋଟ ପିଲା ମାନେ ମଧ୍ୟ ବାଇକ୍ ଆଗରେ ବସିବା ପାଇଁ ବହୁତ ଜିଦି କରିଥାନ୍ତି।
ତେବେ ପିଲା ମାନଙ୍କୁ ଆଗରେ ବସିବାର ପରିଣତି କେତେ ଘାତକ ହୋଇ ପରେ ଏହି ଭିଡିଓରେ ଦେଖିବାକୁ ମିଳୁଛି।ଯାହାର ଭୟାବହତା ଦୃଶ୍ୟକୁ ସମ୍ପୁର୍ଣ୍ଣ ରୂପେ ଦର୍ଶକ ମାନଙ୍କୁ ଦେଖା ଯିବାର ଅନୁମତି ନାହିଁ। କେବଳ ବର୍ଣ୍ଣନା ମାଧ୍ୟମରେ ଏହାକୁ ଦର୍ଶା ଯାଇଛି। ତେବେ ଏହି ଭିଡିଓ ଦେଖିବା ପରେ ଆପଣ ସମ୍ପୁର୍ଣ୍ଣ ଭିଡିଓକୁ ଅନୁଭବ କରିପାରିବେ।
ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବାପା ତାଙ୍କ ଛୋଟ ପୁଅକୁ ବାଇକର ଆଗରେ ବସାଇ ଦୋକାନକୁ ଚାଲି ଯାଉଛନ୍ତି। ଗାଡ଼ିଟି ଗୋଟିଏ ଷ୍ଟାଣ୍ଡରେ ରହିଛି ଏବଂ ବ୍ୟକ୍ତିଜନକ ହେନ୍ଦେଲ ଲକ୍ ମଧ୍ୟ କରିନାହାନ୍ତି। ଯେହେତୁ ପିଲାଟି ବହୁତ ଛୋଟ ସେ ତାର ପିଲାଳୀଆମି ଦେଖାଇବା ଆରମ୍ଭ କରିଦେଇଛି।
ପିଲାଟି ବାଇକର ହେନ୍ଦେଲକୁ ଧରି ଗାଡ଼ି ଚଳାଇବା ପାଇଁ ଚେଷ୍ଟା କରୁଛି। ଛୋଟ ପିଲାଟି ନିଜର ସବୁ ବଳ ଖଟେଇ ଚେଷ୍ଟା କରୁଛି ବାଇକ୍ ଚଳେଇବା ପାଇଁ ଏତିକି ବେଳେ ପଛ ପଟରୁ ଏକ ବଡ ଟ୍ରକ ଆସୁଛି। ଏହା ପରର ଘଟଣା କିଛି ଏମିତି ଥିଲା ଯାହାକୁ ଦେଖିଲେ ଧୈର୍ଯ୍ୟ ଧରି ହେବନାହିଁ।
ପଛପଟୁ ଏକ ବଡ ଟ୍ରକ ଆସୁଛି, ଟ୍ରକ ର ଆଗ ଚକ ଓ ମଜି ଚକ ଯିବା ପରେ ଆଉ ମାତ୍ର ପଛ ଚକ ଯିବାକୁ ବାକି ରହିଛି ଏତିକି ବେଳକୁ ଛୋଟ ପିଲା ବାଇକ୍ ସହ ତଳେ ପଡ଼ି ଯାଇଛି। ଏବଂ ଟ୍ରକର ପଛ ଚକଟି ସମ୍ପର୍ଣ୍ଣ ରୂପରେ ପିଲାଟିର ଛାତି ଉପର ଦେଇ ଚାଲିଯାଇଛି। ତେବେ ସେପଟୁ ଜଣେ ମହିଳା ଆସି ପିଲାଟିକୁ ଉଠାଇ ନେଉଛନ୍ତି। କିନ୍ତୁ ସେତେବେଳକୁ ସବୁ କିଛି ସରିଯାଇଛି।
କିଛି ବୁଝିବା ଆଗରୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘଟିଯାଇଛି ଏମିତି ଏକ ଛାତିଥରା ଦୁର୍ଘଟଣା। ଘଟଣା ଏତେ ଜଲଦି ଘଟିଗଲା ଯେ ପିଲାଟିକୁ କେହିବି ଉଦ୍ଧାର କରିପାରିଲେ ନାହିଁ। ଖାଲି ଚକିତ ହୋଇ ଚାହିଁ ରହିଥିଲେ ସମସ୍ତେ।ତେବେ ଭିଡିଓଟି କେବେ ଓ କଉଠୁ ଆସିଛି ସେ ବିଷୟରେ କିଛି ବିଶେଷ ସୂଚନା ମିଳିନାହିଁ। କେବଳ ଟିକିଏ ବେସାବଧାନତା ପାଇଁ ଘଟି ଯାଇଛି ଏପରି ଏକ ଅଭାବନୀୟ ଘଟଣା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।