shocking ଭିଡ଼ିଓ – OMG! ସାପ ସହ ଲାଗିବ ଯୁବକଙ୍କୁ ପଡିଲା ମାହାଙ୍ଗା,ଆଉ ତାପରେ ଯାହା ହେଲା ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଯାହାକୁ 3 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!

ସାପ ଧରୁ ଧରୁ ହେଲା ଅଘଟଣ । ଯାହା ଆପଣ ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ । ପିଲା ଧରିବା ପାଇଁ ଯାଇ ଥିଲା ସାପ । କିନ୍ତୁ ଆଶ୍ଚର୍ଯ୍ୟ ର ଘଟଣା ସାପ ଧରିଲା ପିଲାର ପିଲା ର ସେହି ଜାଗା କୁ ଯାହା ମଣିଷ ସେହି ଜିନିଷ କୁ କେବେ କାହାକୁ ଦେଖାଏ ନାହିଁ । ଗୋଟେ ଛୋଟ ଜଗା ରେ ଗୋଟିଏ ସାପ ବୁଲୁ ଥିଲା । ସେହି ସମୟ ରେ ଜଣେ ପିଲା ଆସି ସାପ ଟିକୁ ଦେଖି ଥିଲା ।

ଏବଂ ତାକୁ ଧରିବା ପାଇଁ ବହୁତ ଚେଷ୍ଟା କରି ଥିଲା । ଶେଷରେ ବହୁତ କଷ୍ଟ କରିବା ପରେ ପିଲା ଟି ସାପ ଟିକୁ ପାଣି ରୁ ବାହାର କରି ଶୁଷ୍କ ସ୍ଥାନ କୁ ଆଣି ଥିଲା । ଆଉ ତା ପରେ ହୋଇ ଥିଲା ଖେଳ । ଯେଉଁ ଖେଳ ରେ ପିଲା ଟି ସମ୍ପୂର୍ଣ୍ଣ ହାରି ଯାଇ ଥିଲା । ସାପଟି ହଟାତ ଯାଇ ପିଲା ଟିର ଗୁପ୍ତାଙ୍ଗ ରେ କାମୁଡି ଦେଇ ଥିଲା । କାମୁଡି ଧରି ଥିଲା । ପିଲା ଟି ଯେତେ ଚେଷ୍ଟା କଲେ ମଧ୍ୟ ସାପ ଟିକୁ କାଢି ପରି ନ ଥିଲା ।

ଶେଷରେ ପିଲାଟି ପାଟି କରିବା ରେ ଲାଗି ଥିଲା । ବାହାରୁ କିଛି ଲୋକ ଆସି ଥିଲେ । ସେମାନେ ମଧ୍ୟ ପିଲା ଟିକୁ ସାହାର୍ଯ୍ୟ କରି ପାରି ନ ଥିଲେ । ଶେଷରେ ଜଣେ ସାପ କେଳା ଆସି ଥିଲା । ଆଉ ତା ପରେ ସେହି ଗୁପ୍ତାଙ୍ଗ ରୁ ସାପ ଟିକୁ ବାହାର କରି ଥିଲା । ଶେଷରେ ପିଲାଟି ବଂଚି ଯାଇ ଥିଲା ।

ଏହି ଘଟଣା ଗୁଡିକ ଆପଣ ମାନେ ଭିଡିଓ ରେ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ସାପ ଟି ପାଟିରେ ବିଷ ନ ଥିଲା ବୋଲି ପିଲାଟି ବଂଚି ଗୋଲା । କିଛି ହେଲା ନାହିଁ । କେବଳ ଟିକେ କ୍ଷତ ହୋଇ ଗଲା । ନହେଲେ କଣ ହୋଇ ଥାନ୍ତା ଆପଣ ସ୍ୱପ୍ନ ରେ ମଧ୍ୟ ବିଶ୍ୱାସ କରି ପାରି ନ ଥାନ୍ତେ । କାମୁଡି ଥିବା ସାପର ନାଁ ଥିଲା ଧୁଣ୍ଡ । ଧଣ୍ଡ କାହାରି କିଛି କ୍ଷତି କରି ନ ଥାଏ ।


କିନ୍ତୁ ତା ସାଙ୍ଗରେ ଯିଏ ଲାଗେ , ସେ ତାକୁ ଛାଡେ ନାହିଁ । ଧୁଣ୍ଡ ପାଟିରେ ବିଷ ନ ଥାଏ । କିନ୍ତୁ ଧୁଣ୍ଡ କାମୁଡିବା ଦ୍ୱାରା , ଆପଣ ଯଦି ଗାଈ ର ଗୋବର ମାଡି ଦେଉ ଛନ୍ତି । ତାହାଲେ ଆପଣଙ୍କ ଶରୀର ବିଷ ହୋଇ ଯାଇ ପାରେ ।

ଏହା ବିଜ୍ଞାନ କହି ଥାଏ । ଯଦି ଆପଣଂକୁ ବୁଢା ସାପ କାମୁଡି କ୍ଷତ କରି ଦେଉଛି ତାହାଲେ ସେହି ସ୍ଥାନ ରେ ଘା ସୁଖୀ ନ ଥାଏ । ଯାହା ଦ୍ୱାରା ସେହି ସ୍ଥାନ ରେ କ୍ୟାନ୍ସର ହୋଇ ଯାଇ ଥାଏ । ଏହି ସାପ ଟି ଧଣ୍ଡ ଥିଲା ସେଥି ପାଇଁ କିଛି ହେଲା ନାହିଁ । ଭିଡିଓ ଟି ଦେଖନ୍ତୁ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।