shocking ଭିଡ଼ିଓ -omg ! ଝିଅ ସାହସ କୁ ଦେଖନ୍ତୁ ଆପଣ ହେବେ ଆଶ୍ଚର୍ଯ୍ୟ ଭିଡ଼ିଓ ହେଲା ଭାଇରାଲ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!

ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ସାମାଜିକ ଗଣ ମାଧ୍ୟମରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ସାମାଜିକ ଗଣ ମାଧ୍ୟମ ଆଜିର ଦୁନିଆରେ ଲୋକ ମାନଙ୍କୁ ଏକ ସତନ୍ତ୍ର ପରିଚୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସୋସିଆଲ ମିଡିଆରେ ଭିଡିଓ ଅପଲୋଡ଼ କରି ଲୋକେ ଏଠି ଲୋକପ୍ରିୟ ହେବାରେ ଲାଗିଛନ୍ତି। କେବଳ ଲୋକ ପ୍ରିୟ ହୋଇ ପାରିଛନ୍ତି ତାହା ନୁହେଁ ବରଂ ସେମାନେ ନିଜର ପରିଚୟ ସୃଷ୍ଟି କରିବା

ସହ ରୋଜଗାର କ୍ଷମ ମଧ୍ୟ ହୋଇ ପାରୁଛନ୍ତି। ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ଲାଟଫର୍ମ ଗୁଡିକ ମାଧ୍ୟମରେ ଲୋକ ମାନେ ରୋଜଗାର କରିବାରେ ଲାଗିଛନ୍ତି। ଆଜିର ଅଧିକାଂଶ ଯୁବ ପିଢ଼ି ସୋସିଆଲ ମିଡିଆକୁ ନିଜର ଜୀବିକା ରୂପେ ବାଛିବା ପାଇଁ ପସନ୍ଦ କରୁଛନ୍ତି।

 ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ଭିଡିଓ ଖୁବ୍ ଭାଇରାଲ ହୋଇଥାଏ। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ଏହି ଭିଡିଓ ଗୁଡ଼ିକ ମଧ୍ୟରୁ କେତକ ଖୁବ୍ ମଜାଦାର ହୋଇଥିବା ବେଳେ ଅନ୍ୟ କେତକ ଭିଡିଓ ଖୁବ୍ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଏହି ଭିଡିଓ ଗୁଡ଼ିକ ଇଣ୍ଟରନେଟ୍ ରେ ଘୁରି ବୁଲୁଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଭାଇରାଲ ଭିଡିଓ ବାବଦରେ ଜଣାଇବୁ ଯାହାକୁ ଆପଣ ଖୁବ୍ ଆଶ୍ଚର୍ଯ୍ୟ କରିବ।

ବର୍ତ୍ତମାନ ସମୟରେ ଆସିଥିବା ଭାଇରାଲ ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ଭିଡିଓରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳୁଛି। ଯୁବତୀ ଜଣକ ସାହସ ଦେଖିଲେ ଆପଣବି ଖୁବ୍ ଆଶ୍ଚର୍ଯ୍ୟ ହୋଇ ଉଠିବେ। ତେବେ ଭିଡିଓ ରେ ଜଣେ ଯୁବତୀ ଏକ ଇଲେକ୍ଟ୍ରି ପୋଲକୁ ଉଠୁଥିବାର ନଜର ଆସୁଛନ୍ତି।

 ଆପଣ ମାନେ ଜାଣିଥିବେ ପ୍ରତି ଗାଁରେ ଇଲେକ୍ଟ୍ରି ପୋଲ୍ ଲାଗିଥାଏ। ଏବଂ କେବେ କେବେ ସେଠାରେ କିଛି ପ୍ରୋବେଲମ ଦେଖିବାକୁ ମିଳିଥାଏ। ଯାହାକୁ ସ୍ଲୋଭ କରିବା ପାଇଁ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ଆସିଥାନ୍ତି। ନଚେତ୍ ଗାଁର କେହି ଜଣାଶୁଣା ଯୁବକ ଏହାକୁ ଠିକ୍ କରିଥାନ୍ତି।

କିନ୍ତୁ ଆପଣ କେବେ କୌଣସି ଝିଅକୁ ଇଲେକ୍ଟ୍ରି ପୋଲକୁ ଉଠିବାର ଦେଖିଛନ୍ତି କି। ଆଜ୍ଞା ହଁ ସେମିତି ଏକ ଆଶ୍ଚର୍ଯ୍ୟ କର ଘଟଣା ଉତ୍ତର ପ୍ରଦେଶରୁ ଏକ ଅଞ୍ଚଳରୁ ଆସିଛି। ଯେଉଁଥିରୁ ଦେଖିବାକୁ ମିଳୁଛି ଜଣେ ଯୁବତୀ ଅତି ସାହସର ସହିତ ଅତି ସହଜରେ ଗୋଟିଏ ଇଲେକ୍ଟ୍ରି ପୋଲକୁ ଉଠି ଯାଉଛନ୍ତି ଏବଂ ସେଠାରେ ହେଇଥିବା ସମସ୍ୟାକୁ ସମାଧାନ କରି ତଳକୁ ଓହ୍ଲାଇ ଆସୁଛନ୍ତି।

ତେବେ ଏହି ଭିଡିଓଟି ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି। ଯୁବତୀ ଜଣକ ସାହସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଯୁବତୀ ଜଣକ ପ୍ରମାଣ କରି ଦେଖାଇଛନ୍ତି ଯେ ଆଜିର ଝିଅ ପୁରୁଷ ଠାରୁ କିଛି କମ୍ ନୁହେଁ। ଏହା ଏକ ଜ୍ୱଳନ୍ତ ଉଦାହରଣ ସାଜି ପାରିଛି। ସାହସ ଓ ଇଚ୍ଛା ଶକ୍ତି ରହିଥିଲେ ଦୁନିଆର ସବୁ କାର୍ଯ୍ୟ ଅତି ସହଜରେ ହାସଲ କରିହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।