shocking ଭିଡ଼ିଓ-ଖେଳୁ ଖେଳୁ ସାପକୁ ମାଡ଼ିଦେଲା କୁନି ଝିଅ ଆଉ ତା ପରେ ଯାହା ଘଟିଲା ଦେଖିଲେ କାନ୍ଦି ପାଖେଇବେ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭାଇରଲ!

ବନ୍ଧୁଗଣ କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆଉ ଭିଡିଓ ଟିକୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଏହା ଏତେ ଭୟଙ୍କର ଅଟେ ବୋଲି।ତେବେ ଆମେ ଆଜି ଆପଣ ଙ୍କୁ ଏହିପରୀ କେତେକ ଭାଇରଲ ତଥା ଅତ୍ୟନ୍ତ ଭୟଙ୍କର ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ମଧ୍ୟ କହିବେ କି ଭାଗ୍ୟ ଭଲ ଥିଲା ବୋଲି ବଞ୍ଚିଗଲା।

୧.୨୦୨୦ ଜୁନ ମାସ ରେ କର୍ଣ୍ଣାଟକ ରେ ଏହିପରି ଏକ ଭିଡ଼ିଓ ଦେଖିବାକୁ ମିଳିଥିଲା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ଘଟଣା ଟି କିଛି ଏହିପରି ହୋଇଥିଲା କି ଜଣେ ବ୍ୟକ୍ତି ଙ୍କର ପୋଖରୀ ରେ ଏକ କବ୍ରା ସାପ କୁ ଦେଖି ପ୍ରଭାକର ନାମକ ଜଣେ ସାପ ଧରାଳି ଙ୍କୁ ଡାକିଲେ ।

ତେବେ ସାପ ଧରାଳି ଜଣଙ୍କ ସାପ କୁ ଧରିବେ କଣ ଓଲଟା ସାପ ର ସ୍ୱୀକାର ହୋଇଯାଇଥିଲେ। ମାତ୍ର ଭାଗ୍ୟ ଭଲ ଥିଲା କି ସାପ ଚୋଟ ରୁ ଅଳ୍ପକେ ବଂଚିଯାଇଥିଲେ।

୨.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖାଯାଇଥିଲା କି ଗୋଟିଏ ଛୋଟ ଝିଅ ଟି ଦୌଡ଼ି ଦୌଡ଼ି ଆସୁଥିଲେ ଆଉ ତାଙ୍କର ମା ତାର ଭିଡିଓ ବନାଇଥିଲେ।ତେବେ ଝିଅ ଟି ଦୌଡ଼ିବା ସମୟରେ ଏକ ସାପ ତାକୁ କାମୁଡ଼ିବାକୁ ଆଗେଇ ଆସିଥିଲା ଏମିତି କି ଝିଅ ଟିର ଗୋଡ଼ ରେ ସାପ ଗୋଡେଇ ହୋଇଯାଇଥିଲା।ମାତ୍ର ଭାଗ୍ୟ ଭଲ ଥିଲା କି ସାପ ଟି ତାକୁ କାମୁଡି ପାରିନଥିଲା।

୩.ଅନେକ ଦୁର୍ଘଟଣା ର ଭିଡ଼ିଓ ଆପଣ ଦେଖିଥିବେ ,ତେବେ ୨୦୨୧ ରେ କେରଳ ରେ ଦେଖାଯାଇଥିଲା କି ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିଲେ ଆଉ ସେହି ସମୟରେ ଗୋଟିଏ ବୋଲେର ସନ୍ତୁଳନ ହରାଇ ସେହି ବ୍ୟକ୍ତି ଙ୍କର ପାଖ ଦେଇ ଚାଲିଗଲେ। କିନ୍ତୁ ଭାଗ୍ୟ ଯେ ମାତ୍ର ଗାଡି ଟି ମାତ୍ର କେତେ ଇଞ୍ଚ ପାଖ ଦେଇ ଚାଲିଗଲା। ଆଉ ଲୋକ ଟିର ଜୀବନ ବଞ୍ଚିଗଲା।

୪.ଜଣେ ବ୍ୟକ୍ତି କାର ପର୍କିଂ କରି ତାଙ୍କର କାର କୁ ସଫା କରୁଥିଲେ ,ଆଉ ଏହି ସମୟ ରେ ଉପର ଘରରୁ ଗୋଟିଏ ଛାତ ଖସିଗଲା। ତେବେ ଏହାକୁ ଦେଖୁ ଦେଖୁ ଲୋକ ଟି କାର ଠାରୁ ଦୂରେଇ ଗଲା ଆଉ ତାର ଜୀବନ ବଞ୍ଚିଗଲା ,ମାତ୍ର କାର ଟିର ଅବସ୍ଥା ବହୁତ ଖରାପ ହୋଇଗଲା।

୫.ଆପଣ ଅନେକ ଲୋକ ଙ୍କୁ ଟ୍ରେନ ଆସୁଥିବା ସମୟରେ ଟ୍ରେନ ଲାଇନ ରେ କ୍ରସ କରୁଥିବା ର ଦେଖିଥିବେ। ତେବେ ମୁମ୍ବାଇ ରେ ୪ ଜଣ ବନ୍ଧୁ ଏହିପରି ଟ୍ରେନ ଆସୁଥିବା ର ଦେଖି ରାସ୍ତା ପାର ହେଉଥିଲେ ଆଉ ଜଣେ ବନ୍ଧୁଙ୍କ ର ଗୋଡ଼ ଟ୍ରାକ ରେ ଫସିଗଲା। ମାତ୍ର ଭାଗ୍ୟ ଭଲ ଥିଲା କି ତାର ସାଙ୍ଗ ମାନେ ଟ୍ରେନ ଆସିବା ପୂର୍ବରୁ ତାକୁ ଉଦ୍ଧାର କରିଥିଲେ। ନହେଲେ କଣ ହୋଇଥାନ୍ତା ଆପଣ ଭାବି ପାରୁଥିବେ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।