shocking ଭିଡ଼ିଓ-ହେ ଭଗବାନ ,ରାସ୍ତାରେ ଯାଉଥିବା ଗୋମାତାଙ୍କୁ ଧକା ଦେଲା ବିକେ ଆଉ ତାପରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି!

ଗାଡି ଚଳାଇବା ବେଳେ ଆପଣ ମାନେ ସବୁ ପ୍ରକାର ର ନିୟମ ମାନି ଗାଡି ଚଳାନ୍ତୁ । ନହେଲେ ଆପଣ ମାନେ ମଧ୍ୟ ଦିନେ ଏମିତି ପଡି ଯିବେ । ତେବେ ଗାଡି ଚଲାଇବା ସମୟ ରେ ସବୁ ବେଳେ ହେଲିମେଟ ପିନ୍ଧି ଗାଡି ଚାଲନ୍ତୁ । ଆମେ ଆପଣଂକୁ ଏ ସବୁ କହିବାର ମାନେ ହେଉଛି , ଆଜି ଏକ ଭିଡିଓ ଭାଇରାଲ ହୋଇ ଯାଇଛି , ଯେଉଁ ଭିଡିଓ ରେ କି ତିନି ଜଣ ଗୋଟେ ଗାଡି ରେ ବସି ଯାଉ ଥିବା ସମୟ ରେ ହଟାତ ସେମାନେ ଗାଡି ଟିକୁ ସମ୍ଭାଳି ପାରି ନ ଥିଲେ ଯାହା ଫୋଳରେ ସେମାନେ ବହୁତ ଜୋର ରେ ପଡି ଥିଲେ ।

ହୁଏତ ଆଉ ଟିକେ ହୋଇ ଥିଲେ ସେମାନେ ଆଜି ଆଉ ଏ ଦୁନିଆରେ ନ ଥାନ୍ତେ । ତାଙ୍କର ଗୋଟିଏ ଭୁଲ ଯେ ସେମାନେ ହେଲିମେଟ ପିନ୍ଧି ନ ଥିଲେ । ମଣିଷ ଶରୀର ର ସବୁ ଠାରୁ ମୂଲ୍ୟବାନ ଅଙ୍ଗ ହେଇଚି ଆମ ମୁଣ୍ଡ । ଆମେ ଆମ ମସ୍ତିଷ୍କ ପାଇଁ ଆଜି ଆମେ ସବୁ କିଛି କରି ପାରୁଚୁ ।

ହେଲିମେଟ ପିନ୍ଧିବା ଦ୍ୱାରା ମଣିଷ ର ଆଖି କାନ ନାକ ମୁହଁ ଓ ମୂଲ୍ୟ ଵାନ ମୁଣ୍ଡ କିଛି ହୋଇ ନ ଥାଏ । ତେଣୁ ଆପଣ ମାନକୁ ଆମେ ଅନୁରଧ କରୁଛୁ କି ଆପଣ ଗାଡି ଚଳାଇବା ସମୟ ରେ ନିଜ ଜୀବନ ଆଗେ ସମ୍ଭାଳାନ୍ତୁ । ଯଦି ଆପଣ ନିଜକୁ ଭଲ ପାଉ ଥାନ୍ତି ଓ ପରିବାର କୁ ଭଲ ପାଉ ଥାନ୍ତି , ତାହାଲେ ଆପଣ ଗାଡି ଚଳାଇବା ସମୟ ରେ ହେଲିମେଟ ବ୍ୟବହାର କରନ୍ତୁ । ଗାଡି ରୁ ପଡି ହାତ ଯଦି ଭଙ୍ଗୀ ଯିବ ତାହାଲେ ଆପଣ ହାତ ଯଦି ଦେଇ ପାରିବେ ।

ଗୋଡ଼ ଯଦି ଭାଙ୍ଗି ଗୋଲା ତାହାଲେ ଆପଣ ଗୋଡ଼ କୁ ମଧ୍ୟ ଯୋଡି ଦେଇ ପାରିବେ । କିନ୍ତୁ ଯଦି ଆପଣଙ୍କ ମୁଣ୍ଡ ରେ ଟିକେ ଆଘାତ ବାଜିଛି ନା ତାହାଲେ ହୁଏତ ଆପଣ ମରି ଯାଇ ପାରନ୍ତି । ନ ହେଲେ କମା କୁ ଚାଲି ଯାଇ ପାରନ୍ତି । ତେଣୁ ଗାଡି ଚଳାଇବା ସମୟ ରେ ହେଲିମେଟ ବ୍ୟବହାର କରନ୍ତୁ ।

ସରକାର ଙ୍କ ର ନିୟମ କୁ ମାନନ୍ତୁ ଆଉ ଗାଡି ଚଳାନ୍ତୁ । ଆଜି ଆମେ ଏକ ଘଟଣା କହିବା ପାଇଁ ଯାଉଛୁ । ଜଣେ ଲୋକ ଗାଡି ଚଳାଇବା ସମୟ ରେ ଅଚାନକ ପଡି ଯାଇ ଥିଲା । ଯାହା ଫୋଳରେ ତା ମୁଁଡ଼ ରେ ଟିକେ ଆଘାତ ଲାଗି ଥିଲା ।

ଯାହା ଫୋଳ ରେ ସେ ଆଜି ଆଉ ଏ ଦୁନିଆ ରେ ନାହିଁ । ଆପଣ ମାନେ ସିନା ମୋରି ଯିବେ କିନ୍ତୁ ଆପଣ ମାନେ ଥର ଟିଏ ଚିନ୍ତା କରନ୍ତୁ ଯିଏ ଆପଣଂକୁ ଜନ୍ମ ଦେଇଛି ସେ ଆପଣଙ୍କ ବିନା ବଂଚି ପାରିବ ତ । ତେଣୁ ଆପଣଙ୍କ ଭୁଲ ପାଇଁ ଆପଣଙ୍କ ପରିବାର କୁ ଦଣ୍ଡ ଦିଅନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।