shocking ଭିଡ଼ିଓ-ହେ ଭଗବାନ! ହଠାତ ଠାକୁର ଘରୁ ବାହାରିଲା ବିଶାଳକାୟ ନାଗ ସାପ…..ମହିଳା ଜଣଙ୍କ ଯେତେବେଳେ ଏହାକୁ ଦେଖିଲେ ସେ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…… ଭାଇରଲ ହେଉଥିବା ଏହି ଭୟଙ୍କର ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ……

ବର୍ତ୍ତମାନ ଆପଣ ଦେଖିବାକୁ ପାଉଥିବେ କି ଆମ ସମାଜ ରେ ଅଧିକ ରୁ ଅଧିକ ବିଷଧର ସାପ ଦେଖିବାକୁ ମିଳୁଛନ୍ତି। ଆଉ ଅନେକ ସମୟରେ ବିଷଧର ସାପ କାମୁଡିବା ଦ୍ୱାରା ବହୁତ ଲୋକଙ୍କ ର ମୃତ୍ୟୁ ମଧ୍ୟ ହୋଇଥାଏ। ଏହା ସ୍ୱାଭାବିକ ଅଟେ କାରଣ ଲୋକ ମାନେ ବିକାଶ ନାମରେ ଧୀରେ ଧୀରେ ସମସ୍ତ ଜଙ୍ଗଲ କୁ କାଟି ସଫା କରି ଦେଉଛନ୍ତି। ଯାହା ଫଳରେ ଜଙ୍ଗଲ ର ରହିବା ସାପ ଗୁଡିକ ବାସହରା ହୋଇ ଗାଁ ତଥା ଜନବସତି ସ୍ଥାନକୁ ପଳେଇ ଆସୁଛନ୍ତି ।

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ। ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।

 ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ।ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ।

କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି,

ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି।ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ।

ତେବେ ବନ୍ଧୁଗଣ ଏମିତି ଏକ ଘଟଣା ଦେଖାଯାଇ ଥିଲା ଭଦ୍ରକ ଜିଲ୍ଲାରେ ଯେଉଁ ଠାରେ ଜଣେ ବ୍ୟକ୍ତି ଙ୍କର ଘରେ ଏକ ବିଶାଳ ବିଷଧର ନାଗ ସାପ ପ୍ରବେଶ କରିଥିଲା। ତେବେ ନାଗ ସାପ ଟି ବ୍ୟକ୍ତି ଙ୍କର ଠାକୁର ଘରେ ପ୍ରବେଶ କରିଥିଲା ଆଉ ତାର ଶବ୍ଦ ଶୁଣି ପରିବାର ଲୋକେ ଏହା ଜାଣିପାରିଥିଲେ। ତେବେ ପରିବାର ଲୋକେ ଏହା ଜାଣିବା ପରେ ଜଙ୍ଗଲ ବିଭାଗ କୁ ସୂଚନା ଦେଇଥିଲେ ଆଉ ସାପ ଧରାଳି ଜଣଙ୍କ ଆସି ସେଠାରେ ପହଂଚି ଥିଲେ।

ତେବେ ଯେତେବେଳେ ସାପ ଧରାଳି ଜଣଙ୍କ ସାପ କୁ ଉଦ୍ଧାର କରିବାକୁ ଆସିଲେ ସେତେବେଳ କୁ ସାପ ଟି ବହୁତ କର୍ଧିତ ହୋଇଯାଇଥିଲା ଆଉ ଚୋଟ ମାରିବା କୁ ବାହାରୁ ଥିଲା। ମାତ୍ର ସାପ ଧରାଳି ଜଣଙ୍କ ବହୁତ କୌଶଳ ରେ ସାପ ଟିକୁ ସେଠାରୁ ଉଦ୍ଧାର କରିଥିଲେ।

ତେବେ ସାପ ଟିକୁ ଉଦ୍ଧାର କରିବା ପରେ ସେହି ପରିବାର ର ମହିଳା ଜଣଙ୍କ ସାପ ଟିକୁ ଭଗବାନ ବୋଲି କହି ସଷ୍ଟାଙ୍ଗ ପ୍ରଣାମ କରିଥିଲେ। ଆଉ ସାପ ଧରାଳି ଜଣଙ୍କ ସାପ କୁ ଉଦ୍ଧାର କରି ଜଙ୍ଗଲ ରେ ଛାଡି ଦେଇଥିଲେ ଆଉ ପରିବାର କୁ ବହୁତ ବଡ଼ ବିପଦ ରୁ ଉଦ୍ଧାର କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।