shocking ଭିଡ଼ିଓ-ଦୁନିଆର ସବୁ ଠାରୁ ବିଷାକ୍ତ ସାପ,କାମୁଡିବା ମାତ୍ରେ ମଣିଷ କମା କୁ ଚାଲି ଯାଇ ଥାଏ ,ଦେଖନ୍ତୁ ଏହି ବିଷାକ୍ତ ସାପକୁ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ !

ଆନ୍ଧ୍ରପ୍ରଦେଶ ର ସରମ ଜିଲ୍ଲା ରେ ଦେଖିବା ପାଇଁ ମିଳିଛି ଏକ ଅଭାବନୀୟ ଘଟଣା । ସେହି ଘଟଣା ବିଷୟ ରେ ଜାଣିଲେ ଆପଣ ମାନେ ମଧ୍ୟ ପୁରା ସତର୍କ ହୋଇ ଯିବେ । ତେବେ ଏହା ବହୁତ ଦୁଃଖ ପୂର୍ଣ ଘଟଣା ଅଟେ । ଗୋଟେ 17 ମାସ ର ପିଲା କୁ ଭାରତ ର ସବୁ ଠାରୁ ବିଷାକ୍ତ ସାପ କାମୁଡି ଦେଇଛି । ଯାହା ଏବେ ଶିଶୁ ଟି ହସ୍ପିଟାଲ ରେ କମା ଅବସ୍ଥା ରେ ପଡିଛି । ତେବେ ଆସନ୍ତୁ ପୁରା ଘଟଣା ବିଷୟ ରେ ଜାଣିବା । ତେବେ ଆନ୍ଧ୍ରପ୍ରଦେଶ ରେ ଗୋଟିଏ ଗରିବ ପରିବାର ଅଛି ।

ଯାହା ସେହି ପରିବାର କହିଲେ ବାପା ଓ ମା ଓ ତାଙ୍କର ଦୁଇଟି ଜୁଡୁବା ସନ୍ତାନ ଅଛି । ସେମାନଙ୍କ ବୟସ 17 ମାସ । ସେହି ଝୁପୁଡି ଘରେ ସୋଇ ଥିବା ସମୟ ରେ ହଟାତ ଗୋଟେ ସାପ ଆସି ଝିଅ ଟିର ଗୋଡ଼ ରେ କାମୁଡି ଦେଇ ଥିଲା । କିନ୍ତୁ ରାତ୍ରି ରେ ଝିଅ ଟି ସୋଇ ଥିବାରୁ ଝିଅ ଟି ଜାଣି ପାରି ନ ଥିଲା । କିନ୍ତୁ ସକାଳେ ଝିଅ ଟିର ମୁଣ୍ଡ ବୁଲାଇ ଥିଲା । ଆଉ ସେ ଉଠି ପାରି ନ ଥିଲା ବିଛଣାରୁ ।

ପ୍ରତେକ ଦିନ ଝିଅ ଟି ପାହାନ୍ତିଆ ରୁ ଉଠି ଖେଳୁ ଥାଏ । କିନ୍ତୁ ସେଦିନ ଝିଅ ଟି ଉଠି ପାରି ନ ଥିଲା । ଝିଅ ଟି ସମ୍ପୂର୍ଣ କମା କୁ ଚାଲି ଯାଇ ଥିଲା । ଏବେ ଝିଅ ଟି ଆନ୍ଧ୍ରପ୍ରଦେଶ ର ଗୋଟେ ଘରଇ ହସ୍ପିଟାଲ ରେ ଚିକିସତ ହେଉଛି । ତେବେ ଘଟଣା ଟି ହେଉଛି କେଉଁ ସାପ କାମୁଡିଚି ଲୋକ ମାନେ ଜାଣିଲେ କେମିତି ।

ଝିଅ ଟିର ଲକ୍ଷଣ ଦେଖି ଜଣେ ସାପ ଧରାଳି ସେହି ସାପ ବିଷୟ ରେ କିଛି କଥା କହି ଥିଲେ । ଏବଂ ସେ ମଧ୍ୟ ସେହି ଗାଁ କୁ ଯାଇ ଥିଲେ । ଯେଉଁ ଗାଁ ରେ ଝିଅ ଟିକୁ ସାପ କାମୁଡି ଦେଇ ଥିଲା ।


ଗାଁ ରେ ଯାଇ ସାପ ଧରାଳି ପହଂଚି ଥିଲେ । ଆଉ ସେ ସାପ ବିଷୟ ରେ କହି ଥିଲେ । ଆଉ ସାପ ଟିକୁ ମଧ୍ୟ ଦେଖେଇ ଥିଲେ । ସେ ସାପ ଟି ବିଷୟ ରେ କହି ଥିଲେ । ଦୁନିଆର ସବୁ ଠାରୁ ବିଷାକ୍ତ ସାପ ହେଉଛି କଳା ନାଗୁଣି । ଆପଣ ମାନେ ଜାଣି ଥିବେ ନାଗ ନାଗୁଣି ବିଷୟ ରେ । କନ୍ତୁ ଏ ସାପ ହେଉଛି କଳା ନାଗୁଣି ।

ଏହି ସାପ କାମୁଡିଲେ କେହି ଲୋକ ଜାଣି ପାରନ୍ତି ନାହିଁ । ପିମ୍ପୁଡି କାମୁଡ଼ିଲା ଭଳି ଲାଗିବ । ଏହି ସାପ ବିଶେଷ କରି ରାତ୍ରି ସମୟ ରେ କାମୁଡି ଥାଏ । ଏହି ସାପ କାମୁଡିବା ପରେ ମଣିଷ କମା କୁ ଚାଲି ଯାଇ ଥାଏ । ତେଣୁ ଏହି ସାପ କାମୁଡିବା ମାତ୍ରେ କୌଣସି ତାନ୍ତ୍ରିକ ପାଖକୁ ନ ଯାଇ ଡାକ୍ତର ଙ୍କ ର ପରାମର୍ଶ ନେଇ କାମ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।