shocking ଭିଡ଼ିଓ-ଛଅ ମାସର ମୃତ ଝିଅ କୁ ୪ ବର୍ଷ ପରେ ଝିଅ କୁ ଦେଖିଲା ମା , ଯାହା ଆପଣ ଏହି ପୁରା ଘଟଣା କୁ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଆଜି କାଲି ଦୁନିଆ ଏତେ ବିଜ୍ଞାନ ଆଡକୁ ଗତି କଲାଣି ଯେ ତାହା କେବେ ଆପଣ ମାନେ କଳ୍ପନା କରି ପାରିବେ ନାହିଁ । ଆଜି ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ଘଟଣା ଟି ଇଟାଲୀ ଦେଶରେ ଦେଖିବା ପାଇଁ ମିଳିଛି । ଜଣେ ମା ତାର 6 ମାସ ତଳେ ମରି ଯାଇ ଥିବା ଶିଶୁ ସହିତ 3 ଘଂଟା ଧରି କଥା ହୋଇ ଥାଏ । ତେବେ ଏହା କେବଳ ବିଜ୍ଞାନ ପାଇଁ ସମ୍ଭବ ହୋଇ ପାରିଛି ।

ତେବେ ଏହି ଯନ୍ତ୍ର ଟି ହେଉଛି ଆଖିରେ ଲଗା ଯାଏ । ଯାହା ଫୋଳରେ ସବୁ ମରି ଯାଇ ଥିବା ଲୋକ ମାନକୁ ଦେଖି ପାରିବା ସହିତ ତା ସହିତ ଆପଣ କଥା ହୋଇ ପାରିବେ । ତେବେ ଆପଣ କେବଳ ଯେଉଁ ସ୍ଥାନ ରେ ଶବ ଦାହ ହୋଇ ଥିବ । ଆପଣ ସେଠକୁ ଯିବେ ଆଉ ସେହି ଯନ୍ତ୍ର ଆଗରେ ତାର ନାମ ଧରିବେ ସେ ଆସି ପହଂଚି ଯିବ । ଏହା ଆପଣ ମାନକୁ ମିଛ ଲାଗୁ ଥାଏ । କିନ୍ତୁ ଘଟଣା ଟି ଗପ ହେଲେ ମଧ୍ୟ ସତ ଅଟେ ।

ତେବେ ଗତ 6 ମାସ ତଳେ ଗୋଟେ ଝିଅ କ୍ୟାନ୍ସର ରୋଗ ରେ ପୀଡିତ ଥିଲା । ସେ ସବୁ ସମୟ ରେ ବହୁତ କଷ୍ଟ ପାଉ ଥିଲା । ଯାହା ଫୋଳରେ ତା ଦୁଃଖ ନ ଦେଖି ପାରି ବହୁତ କଷ୍ଟ ରେ ରହୁ ଥିଲା । କିନ୍ତୁ ଶେଷରେ କୁନି ଝିଅ କହିଲା ମୋତେ ମାରି ଦିଅ ମୁଁ ଆଉ ଏତେ କଷ୍ଟ ସହି ପାରିବି ନାହିଁ ।

ସେଥି ପାଇଁ ଡକ୍ଟର ମାନେ ତାକୁ ମାରି ଦେଇ ଥିଲେ । ତେବେ ଏବେ ତାର ମା ତା ପିଲା ଟିକୁ ଦେଖି ପାରୁଛି ତା ସହିତ ମଧ୍ୟ କଥା ହୋଇଛି । ତେବେ ବୈଜ୍ଞାନିକ ଯନ୍ତ୍ର ସାହାର୍ଯ୍ୟ ରେ ସେ ତାର ପିଲା କୁ ଦେଖି ଥିଲା ଆଉ ତା ସହିତ କଥା ହୋଇ ଥିଲା । ତାକୁ ତାର ମା ପଚାରି ଥିଲା , ତତେ ଆଉ ଆଗ ପରି କଷ୍ଟ ହେଉଛି କି ? ଝିଅ ଟିର ଉତ୍ତର ଥିଲା ନାଇଁ ମା ମୋତେ ଆଉ ଆଗ ପରି କଷ୍ଟ ହେଉ ନାହିଁ ।

ତେବେ ଏତିକି କହି ସାରିବା ପରେ ମା ଝିଅ ଦୁହେଁ ବହୁତ କାନ୍ଦି ଥିଲେ । ସେଇଠି ଝିଅ କହି ଥିଲା । ମୁଁ ଭଗବାନ କୁ କହିଛି ସେ ମୋତେ ଆର ଜନ୍ମ କୁ ତମ ରି କୋଳ ରେ ଜନ୍ମ ଦେବେ । ଆଉ ମୁଁ ତୁମ ଝିଅ ହୋଇ ସବୁ ଦିନ ରହିବି ।

ଏତିକି କହି ଝିଅ ତା ମା କୁ କହି ଥିଲା ମୁଁ ଏବେ ଚାଲି ଯାଉଛି । ପୁଣି ଆଉ କେବେ ଆସିବି ତତେ ଦେଖା କରିବା ପାଇଁ । ତେବେ ଏହି ଯନ୍ତ୍ର କେବଳ ଇଟାଲୀ ରେ ରହିଛି । ବ୍ରାଣ୍ଡ ହୁକ ନାମକ ବୈଜ୍ଞାନିକ ଏହାକୁ ତିଆରି କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।