shocking ଭିଡ଼ିଓ-cc tv ରେ record ହେଲା ଭୟାନକ ଦୃଶ୍ୟ ରାସ୍ତା ରେ ଗୋଲାପ ଦେଇ ଝିଅ ର ଶାଢ଼ୀ ଖୋଲି ଦେଲେ ଯୁବକ । ତା ପରେ ଯାହାଘଟିଲା ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଆଜି ଆମେ ଆପଣଂକୁ ଏମିତି କିଛି କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଜି କାଲି ଦୁନିଆରେ କେହି କାହାରି ଇଜତ କଥା ଭାବନ୍ତି ନାହିଁ । ଯିଏ ଯାହା ଚଂହୁଛି ତାହା କରି ଯାଉଛି । ଆଜି ଏକ ଦୃଶ୍ୟ ତାଲିମନାଡୁ ରେ ଦେଖିବା ପାଇଁ ମିଳିଛି ଯାହା ଏବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି । ଘଟଣା ଟି ହେଉଛି ଜଣେ ଲୋକ ପ୍ରୋପଜ ମାରିବାକୁ ଯାଇ ଥିଲା , ପ୍ରେମର ପ୍ରସ୍ତାବ ଦେଇ ସାରିବା ପରେ ଝିଅ ତାର ଗୋଲାପ ଫୁଲ କୁ ଫିଙ୍ଗି ଦେଇ ଥିଲା । ଯାହା ଫୋଳରେ ଝିଅ ର ସାଲୱାର କୁ ସେ ଖୋଲି ଦେଇ ଥିଲା ।
ତେଣୁ ଆଜି କାଲି ଦୁନିଆ ରେ କେହି କାହାରିକୁ ମାନୁ ନାହାନ୍ତି । ଯେ ଯାହା ଚଂହୁଛି ତାହା କରି ପକଉଛି । ଏ ଦୁନିଆରେ ଆଇନ କାନାନୁ କୁ କେହି ମାନୁ ନାହାନ୍ତି । ଯେ ଏଇ କାମ ଟି କଲେ ଆମକୁ କେଉଁ ଦଣ୍ଡ ଭୋଗିବା ପାଇଁ ପଡିବ ଭବିଷ୍ୟତ ରେ , ତାହା କେହି ଭାବୁ ନାହାନ୍ତି । ଯେ ଯାହା ଚଂହୁଛି ସେ ତାହା କରି ପକଉଛି । ତେବେ ଆସନ୍ତୁ ପୁରା ଘଟଣା ଟିକୁ ଜାଣିବା ।
ଘଟଣା ଟି ତାଲିମନାଡୁ ର ରଙ୍ଗା ରଙ୍ଗ ଜିଲ୍ଲାର ର ରେ ଗୋଟେ ରାସ୍ତା କଡ଼ ରେ ଘଟି ଥିଲା । ସେଠାରେ ଲୋକ ମାନଙ୍କ ଯିବା ଆସିବା ବହୁତ କମ ଥାଏ । କିନ୍ତୁ ଯେହେତୁ ସେଠାରେ ଗୋଟେ କଲେଜ ରହିଛି ସେଥି ପାଇଁ ଦିନ ରେ ସେଠାରେ ଲୋକ ମାନେ ଯାତାୟତ କରି ଥାନ୍ତି ।
ଫେବୁଆରୀ ମାସ ଦିନ ଗୋଟାଏ ସମୟ ରେ ଜଣେ ଟୋକା ଆସି ଗୋଟେ ସୁନ୍ଦରୀ ଝିଅ କୁ ପ୍ରୋପଜ କରି ଥିଲା । ତା ସହିତ ମଧ୍ୟ ତାକୁ ଗୋଟେ ଗୋଲାପ ଫୁଲ ଦେଇ ଥିଲା । କିନ୍ତୁ ଝିଅ ଟି ସେହି ଗୋଲାପ ଫୁଲ କୁ ନେଇ ନ ଥିଲା । ସେ ଗୋଲାପ ଫୁଲ କୁ ଫମ୍ପାଡି ଦେଇ ଥିଲା । ଆଉ ତା ପରେ ଯାହା ହୋଇ ଥିଲା ତାହା ଆପଣ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ ।
ତା ପରେ ସେ ଟୋକା ଝିଅ ର ଶାଢ଼ୀ କୁ ଖୋଲି ଦେଇ ଥିଲା । ଆଉ ତା ପରେ ଟୋକା ଗାଡି ରେ କୁଆଡେ ପଳେଇ ଯାଇ ଥିଲା । ତେବେ ସେଠାରେ ଥିବା ଦୁଇ କୁନି ଝିଅ , ଜାତୀୟ ପତାକା କୁ ଆଣି ଝିଅ ଟି ର ଦେହ କୁ ଘଡେଇ ଦେଇ ଥିଲେ ।
ତେବେ ଏହା ଥିଲା ସେହି ଘଟଣା ଯେଉଁ ଘଟଣା ଟି ଆଜି ବହୁତ ଚର୍ଚା ରେ ରହିଛି । ତେବେ ଏଥିରୁ ଏହା ଜଣା ପଡିଲା ପୁଅଟି ଆଗରୁ ପ୍ଲାନିଂ କରି ଥିଲା କି ଝିଅ ର ଶାଢ଼ୀ ଖୋଲିବ ବୋଲି । ସେଥି ପାଇଁ ଜଣେ ଲୋକ ସେଠାରେ ପ୍ରଥମ ରୁ ଭିଡିଓ କରୁ ଥିଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।