shocking ଭିଡ଼ିଓ- cc tv ରେ record ହେଲା ଛାତିଥରା ଦୃଶ୍ୟ,ହଠାତ ବିଚ ରାସ୍ତା ରେ ଖରାପ ହୋଇଗଲା ଯୁବତୀ ଙ୍କର କାର ତା ପରେ ଯୁବକ ଜଣକ ଝିଅ ସହିତ ଯାହା କଲା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!

ବନ୍ଧୁଗଣ ସୋସିଆଲ ମିଡ଼ିଆ ବର୍ତ୍ତମାନ ର ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ଆମେ ସମସ୍ତେ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ।ଏହି ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଫୋଟ ଓ ଭିଡ଼ିଓ ଆପଣ ଦେଖିବା କୁ ପାଇଥାଉ ତା ମଧ୍ୟ ରୁ କେତେକ ଭିଡ଼ିଓ ଶିକ୍ଷଣୀୟ ହୋଇଥାଏ ତ ଆଉ କେତେକ ଭିଡ଼ିଓ ହାସ୍ୟାସ୍ପଦ ହୋଇଥାଏ ତ ପୁଣୀ କେବେ ଏହିଭଳି ହୃଦୟ ଜିତିବା ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ତାହାକୁ ଦେଖିଲେ ଆମ ମୁଁହ ରେ ଗୋଟିଏ କଥା ବାହାରି ଥାଏ କି ଏବେ ବି ଆମ ସଂସାର ରେ ମାନବିକତା ବଞ୍ଚି ରହିଛି।

ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ର ସାହାଯ୍ୟ ରେ ଅନେକ ଯୁବପିଢ଼ି ସାମାଜିକ ସଚେତନତା ର ଭିଡ଼ିଓ ବନାଇଥାନ୍ତି। ତେବେ ଏହିପରି ଏକ ଭିଡ଼ିଓ ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଘଟଣା ଟି କିଛି ଏହିପରି ଥିଲା କି ଜଣେ ଯୁବତୀ କାର ରେ ଯାଉଥିବା ବେଳେ ରାସ୍ତା ମଝିରେ ତାଙ୍କର କାର ର ଟାୟାର ପମ୍ପଚର ହୋଇଗଲା। କାର ରେ ସେ ଏକା ଥିଲେ ,ଆଉ କାର ର ଚକା ବଦଳାଇବା ଜଣେ ଯୁବତୀ ଙ୍କ ପ୍ରତି ଏକା ସମ୍ଭବପର ନଥିଲା।

ତେଣୁ ସେ ସାହାଯ୍ୟ ପାଇଁ ରାସ୍ତା ରେ ଯାଉଥିବା ଲୋକଙ୍କୁ ଅଟକାଇଲେ , ପ୍ରଥମେ କେହି ରହିଲେ ନାହିଁ ଝିଅ ଟିର ସମସ୍ୟା ଦେଖି। ତେବେ କିଛି ସମୟ ପରେ ଜଣେ ସ୍କୁଟି ରେ ଯାଉଥିବା ବ୍ୟକ୍ତି ଜଣଙ୍କ ସ୍କୁଟି ଅଟକାଇ ଝିଅ ଟିର କଥା ଶୁଣିଲେ ଏବଂ ତାଙ୍କର କାର ର ଟାୟାର ବଦଳାଇବା କୁ ଆସିଲେ ।

 ମାତ୍ର ସେହି ଯୁବକ ଜଣଙ୍କ କାର ର ଟାୟାର ବଦଳାଇଲେ ନାହିଁ , ଓଲଟା ଝିଅ ଟି ସହ ଖରାପ ବ୍ୟବହାର କରିବାକୁ ଲାଗିଲେ ।ସେହି ଯୁବକ ଜଣଙ୍କ ଜଣେ ଭଲ ମଣିଷ ନଥିଲେ ଆଉ ସେ ଝିଅ ଟିର ଦେହ କୁ ଖରାପ ନଜର ରେ ଦେଖିବା ଆରମ୍ଭ କଲେ।

ତେବେ ସେତେବେଳେ ଝିଅ ଟି ଜାଣିପାରୁ ନଥିଲା ସେ କଣ କରିବ ବୋଲି। କିନ୍ତୁ ସେହି ସମୟରେ ଜଣେ ଯବାନ ବା ଆର୍ମି ସେହି ରାସ୍ତା ଦେଇ ଯାଉଥିଲେ ଆଉ ଝିଅ ଟିକୁ ଯୁବକ ଜଣଙ୍କ ହଇରାଣ କରିବାର ଦେଖି ସେ ଅଟକି ଗଲେ।ଆର୍ମି ଙ୍କୁ ଦେଖି ଯୁବକ ଜଣଙ୍କ ସେଠାରୁ ପଳେଇଲେ ,ତେବେ ଯବାନ ଜଣଙ୍କ ଝିଅ ଟିର ସମସ୍ୟା କଣ ପଚାରି ତାଙ୍କୁ ସାହାଯ୍ୟ କରିବାକୁ ଆସିଲେ। ଆର୍ମି ଜଣଙ୍କ ଝିଅ ଟିର କାର ର ଟାୟାର ପରିବର୍ତନ କରି ତାଙ୍କୁ ଯିବାକୁ କହିଲେ ।

ତେବେ ଝିଅ ଟି ଯବାନ ଙ୍କୁ ବହୁତ ଧନ୍ୟବାଦ ଜଣାଇଲେ ଏବଂ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତେ ଆମ ଯବାନ ଭାଇ ଙ୍କୁ ସାଲ୍ୟୁଟ କରିବା ସହ ତାଙ୍କର ପ୍ରଶଂସା କରିଛନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଥରେ ଦେଖି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।