sadhubani – ପବିତ୍ର ରଥଯାତ୍ରା ( 01 July, ଶୁକ୍ରବାର ) -ଏହି 7ଟି ରାଶିରେ ରାଜଯୋଗ |ହେବେ ଧନର ବର୍ଷା…..

ଆପଣ ମାନେ ଜାଣିଥିବେ ଚଳିତ ବର୍ଷ ରଥଯାତ୍ରା ଜୁଲାଇ ୧ ତାରିଖରେ ପଡୁଅଛି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଥିବା ୭ଟି ଭାଗ୍ୟଶାଳୀ ରାଶି ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପାଦୃଷ୍ଟି ପଡ଼ିବାକୁ ଯାଉଛି। ଆଗାମୀ ୫ ମାସ ପର୍ଯ୍ୟନ୍ତ ଏହି ରାଶିମାନଙ୍କ ଅତ୍ୟନ୍ତ ଶୁଭ ଦାୟକ।ଏହି ରଥ ଯାତ୍ରାରେ ଏମାନଙ୍କର ଭାଗ୍ୟର ଚାବିକାଠି ଖୋଲିବା ପାଇଁ ଯାଉଛି।

ଏମାନଙ୍କ ଜୀବନରେ ଖୁବ୍ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ।ଏହି ବର୍ଷର ରଥଯାତ୍ରା ପର୍ବ ଟି ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ହେବା ପାଇଁ ଯାଉଛି।ଅର୍ଥାତ ଆସନ୍ତା ରଥ ଯାତ୍ରା ପର୍ବ ରେ ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟ ଚମକି ଉଠିବ। ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ରାଜଯୋଗ ର ସମ୍ଭାବନା ମଧ୍ୟ ରହିଛି ଏବଂ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଏମାନଙ୍କ ଜୀବନ ରେ ଘଟିବାକୁ ଯାଉଛି ଏକ ଅଦ୍ଭୁତ ପରିବର୍ତ୍ତନ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କ ଚଳନରେ ଏପରି କିଛି ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ଫଳରେ ଏହି ୭ ଗୋଟି ରାଶି ସହ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିଯିବ। ପ୍ରଭୁ ଜଗନ୍ନାଥଙ୍କ ଓ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସଦା ସର୍ବଦା ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଉପରେ ରହିବା।

ପ୍ରଥମେ ସେହି ସବୁ ରାଶି ମାନଙ୍କ ବିଷୟରେ ଜାଣି ନେବା। ତେବେ ସେହିସବୁ ଭାଗ୍ୟଶାଳୀ ରାଶିଗୁଡିକ ହେଲା:-

୧. କୁମ୍ଭ ରାଶି,୨. ତୁଳା ରାଶି,୩. ସିଂହ ରାଶି,୪. ମକର ରାଶି,୫. ବିଛା ରାଶି,୬. ବୃଷ ରାଶି,୭. କନ୍ୟା ରାଶି


ଏହି ରାଶିରେ ଆସିବାକୁ ଯାଉଥିବା ପରିବର୍ତ୍ତନ :-

ଚଳିତ ବର୍ଷ ରଥଯାତ୍ରା ରେ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଙ୍କ କୃପା ଦୃଷ୍ଟି ବିଶେଷ ଭାବରେ ରହିବ ଏହି ରାଶି ଥିବା ବ୍ୟକ୍ତିର ଜୀବନ ଆନନ୍ଦିତ ହୋଇଯିବ।ଏହି ରାଶି ର ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ ।ଏହି ରାଶି ଥିବା ବ୍ୟକ୍ତିମାନଙ୍କର ଧନପ୍ରାପ୍ତର ଯୋଗ ରହିଅଛି ଏମାନଙ୍କୁ ଅକସ୍ମାତ୍ ଧନ ପ୍ରାପ୍ତ ହେବ ଯାହା ଫଳରେଏମାନଙ୍କ ଭାଗ୍ୟରେ ସବୁ ଦୁଃଖକଷ୍ଟ ଦୂରେଇ ଯିବ।

ଏହି ରାଶି ଥିବା ବ୍ୟକ୍ତି ମାନେ ପ୍ରେମ କ୍ଷେତ୍ରରେ ଖୁବ୍ ଅଧିକ ସଫଳତା ହାସଲ କରିବେ।ଯେଉଁ ସବୁ ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ଲାଭ କରିବେ ଘରେ ଖୁସିର ଆଗମନ ହେବାକୁ ଯାଉଛି।ଆର୍ଥିକ ସ୍ଥିତି ଭଲ ରହିବ।

ବ୍ୟବସାୟୀ ମାନେ ବେପାର ବାଣିଜ୍ୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ।ଚାକିରୀ ଆଶାୟୀ ପ୍ରାର୍ଥୀମାନେ ସଫଳତା ପାଇବେ। ଚାକିରୀରେ ଥିବା ବ୍ୟକ୍ତିମାନେ ପ୍ରମୋଶନ ପାଇବେ।ଏମାନଙ୍କର ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ। ଭାଗ୍ୟ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।