viral video – ଶାଶୁ ଶ୍ୱଶୁରଙ୍କ ସହ ମିଶି ମୋତେ ମୋ ଦିଅର ଆଉ ସହିପାରିଲାନି ..ମୋର ସବୁ ଚିରି ନଷ୍ଟ କରିଦେଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଦିନେଶ ଓ ଦୀପିକା ଙ୍କ ଘଟଣାକୁ ଅନେକ ଦିନ ବିତି ସାରିଲାଣି ହେଲେ ଏପର୍ଯ୍ୟନ୍ତ କୌଣସି ଶୁଣାଣି ହୋଇ ନାହିଁ। ଦୀପିକା ଗତ ୨୬ ଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖିନ କରି ଦିନେଶ ଙ୍କ ଘର ସାମ୍ନାରେ ବସି ରହିଛନ୍ତି। କି ଖାର କି ବର୍ଷା ଦୀପିକା ସେଠାରେ ସବୁ ସହି ବସି ରହିଛନ୍ତି।

ଦୀପିକା ଙ୍କ ଏହି ସମୟରେ ତାଙ୍କୁ ସାଥ ଦେଉଛନ୍ତି ସମାଜ ପ୍ରମିଳା ତ୍ରିପାଠୀ ସେ ପ୍ରତ୍ୟେକ ଦିନ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ବସି ରହୁଛନ୍ତି। ଏବଂ ଏବେ ଦୀପିକା ଅଭିଯୋଗ କରିଛନ୍ତି କି ତାଙ୍କୁ ମଧ୍ଯ ସେଠାରୁ ନାହିଁ ନଥିବା କଥା ଶୁଣିବାକୁ ପଡୁଛି। ଆଜ୍ଞା ହଁ ପ୍ରମିଳା ତ୍ରିପାଠୀ ସେଠାରୁ ଯିବା ପରେ ଦୀପିକା ଙ୍କୁ ଦୁଇ ଅକ୍ଷରି ଭାଷାରେ ନାହିଁ ନଥିବା ଗାଳି ଗୁଲଜ ମଧ୍ଯ କରୁଛନ୍ତି।

 ଏନେଇ ଏବେ ଦୀପିକା କହିଛନ୍ତି ସେ ଯଦି ବାହାରେ ବସି ଶାନ୍ତିରେ ନିରବତା ରକ୍ଷା କରିପାରୁଛନ୍ତି ତେବେ ସେମାନେ ଏସି ରେ ରହି ମଧ୍ୟ ଏଭଳି କାହିଁକି କରି ପାରୁ ନାହାଁନ୍ତି। ଆଗରୁ ମଧ୍ୟ ଆପଣ ମାନେ ଦେଖିଥିବେ କି ଦୀପିକା ଙ୍କ ଶାଶୂ କିଭଳି ଭାବରେ କ୍ୟାମେରା ସାମ୍ନାରେ ଦୀପିକା ଙ୍କ ସହ ବ୍ୟବହାର କରିଥିଲେ ।ପୋଲିସ୍ ପ୍ରୋଟେକ୍ସନ୍ ଥାଇ ମଧ୍ୟ ସେ ତାଙ୍କ ଟେଣ୍ଡ ଭାଙ୍ଗି ଦେଇ ଅନେକ ଜିନିଷ ଫୋପଡ଼ା ଫିଙ୍ଗା କରିଥିଲେ।

ହେଲେ ଏବେ ଦୀପିକା ଙ୍କୁ ତାଙ୍କୁ ନାହିଁ ନଥିବା ଖରାପ୍ ଭାଷାରେ ଗାଳି ଦେବା ସହ ଯଦି ତାଙ୍କ ଘର ସାମ୍ନା ରୁ ନ ଉଠିବେ ତେବେ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ଯ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଦୀପିକା ସୁରକ୍ଷିତ ନାହାଁନ୍ତି। ସେଥି ପାଇଁ ତାଙ୍କୁ ଯଥା ଶୀଘ୍ର ନ୍ୟାୟ ମିଳିବା ଉଚିତ ଅଟେ। କାରଣ ଗତ ୨୬ ହେବ ସେଠାରେ ଦୀପିକା ନାହିଁ ନଥିବା ନିର୍ଯ୍ୟାତନା ସହି ଆସିଲେଣି।


ଦିନେଶ ଙ୍କ ଘର ଲୋକ ମାନେ ଅନେକ ହଇରାଣ କରିଛନ୍ତି ଦୀପିକା ଙ୍କୁ। ଦୀପିକା ଦିନେଶ ଙ୍କ ଘର ସାମ୍ନାରେ ବସି ତାଙ୍କର ଓ ଦିନେଶ ଙ୍କ ମଧ୍ୟରେ ସବୁ କିଛି ଭଲ ହେଇଯିବ ପାଇଁ ଏବଂ ଶାନ୍ତି ଆଣିବା ପାଇଁ ଘର ସାମ୍ନାରେ ଗଣେଶ ପୂଜା କରୁଥିଲେ। ହେଲେ ଦିନେଶ ଙ୍କ ଘର ଲୋକଙ୍କ ଆଖିରେ ସେ ସବୁ କିଛି ଯାଇ ନଥିଲା। ଦୀପିକା ଙ୍କ ଶାଶୂ ଓ ତାଙ୍କ ଦିଅର ମିଶି ସବୁ କିଛି ଚିରି ଫୋପାଡ଼ି ଦେଇ ଥିଲେ।

ଅର୍ଥାତ ଦୀପିକା ରହିଥିବା ସ୍ଥାନ ର ପାଲ ମଧ୍ୟ ଛିଡାଇ ଦେଇଥିଲେ। ଏବଂ ତାଙ୍କୁ ମଧ୍ଯ ଅନେକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏତେ ସବୁ କିଛି ହେଲା ପରେ ମଧ୍ଯ ଦିନେଶ କି ତାଙ୍କ ଘର ଲୋକଙ୍କର ହୃଦୟ ତରଳି ନାହିଁ। ସେମାନେ ଲାଗି ପଡିଛନ୍ତି ଦୀପିକା ଙ୍କ ହଇରାଣ କରିବା ପାଇଁ ଏବଂ ଏହି ସମସ୍ତ କଥା ଦୀପିକା ନିଜେ ହିଁ ମିଡିଆ ସାମ୍ନାରେ ବଖାଣିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।