shocking ଭିଡ଼ିଓ – ମୃତ୍ୟୁ ପୂର୍ବର ଭିଡ଼ିଓ ହେଲା ଭାଇରାଲ… ଏମିତି Accident ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video
ସଡକ ଦୁର୍ଘଟଣା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ଗତ ଦଶନ୍ଧି ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ମୃତ୍ୟୁହାର ହ୍ରାସ କରିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିଲେ ମଧ୍ୟ ଏଥିରେ କିଛି ବିଶେଷ ସୁଫଳ ମିଳି ପାରି ନାହିଁ। ଦିନକୁ ଦିନ ସଡ଼କ ଦୁର୍ଘଟଣାର ହାର ବଢି ଚାଲିଛି। ଯାହା ଖୁବ୍ ଚିନ୍ତା ଜନକ ଅଟେ।ଦିନକୁ ଦିନ ଯେଉଁ ଭଳି ଭାବରେ ବଢି ବଢି ଚାଲିଛି ଦୁର୍ଘଟଣାର ହାର ସେଥିରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର।
ତେବେ ଆମ ଦେଶ ଭାରତ ସେହି ଦେଶ ମଧ୍ୟରେ ରହିଛି, ଯେଉଁଠି ସଡକ ଦୁର୍ଘଟଣାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ ଏବଂ ଲୋକେ ଗୁରୁତର ଆହତ ହୋଇଥାନ୍ତି। ଭାରତରେ ପ୍ରତି ବର୍ଷ ୪,୫୦,୦୦୦ ଦୁର୍ଘଟଣା ଘଟିଥାଏ। ଏଥିରେ ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥାଏ।
ଏଥିରେ ଅନେକ ବିକଳାଙ୍ଗ କିମ୍ବା ଗମ୍ଭୀର ଭାବେ ଆହତ ହୋଇଥାନ୍ତି। ବାସ୍ତବରେ ସଡକ ଦୁର୍ଘଟଣାରେ ଅଧିକ ମୃତ୍ୟୁ ଘଟୁଥିବା ଦେଶ ହେଉଛି ଭାରତ। ଏକ ଅନୁମାନରୁ ଦାବି କରାଯାଇଛି ଯେ, ଭାରତରେ ପ୍ରତି ଘଣ୍ଟାରେ ୫୩ ସଡକ ଦୁର୍ଘଟଣା ଘଟିଥାଏ ଏବଂ ପ୍ରତି ଚାରି ମିନିଟ୍ରେ ଜଣଙ୍କ ମୃତ୍ୟୁ ଘଟିଥାଏ।
ଏଥିରୁ ଅଧିକାଂଶ ସଡକ ଦୁର୍ଘଟଣାରେ ଦୁଇ ଚକିଆ ଯାନ ସାମିଲ୍। ଦୁର୍ଘଟଣାର କାରଣ ଲୋକେ ଯାତାୟତ ସଂପର୍କିତ ନିୟମ ପାଳନ କରୁ ନାହାନ୍ତି। ଅନ୍ୟପଟେ ଖରାପ ସଡକ ମଧ୍ୟ ଦୁର୍ଘଟଣାର ଅନ୍ୟ ଏକ କାରଣ। ସର୍ବାଧିକ ଦୁର୍ଘଟଣା ଜାତୀୟ ରାଜପଥରେ ହେଉଥିବା ଜଣା ପଡିଛି। ଏହାର ଏକ ବଡ କାରଣ ରହିଛି ସଚେତନତାର ଅଭାବ ନିଶା ସେବନ। ନିଶା ସେବନ କରି ଗାଡ଼ି ଚଲେଇବା ଦୁର୍ଘଟଣା ଘଟିବାର ଏକ ବଡ କାରଣ ସାଜିଛି।
ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଚିତ୍ର ଦେଖାଇବୁ ତାହା ଅତି ଭୟଙ୍କର। ସଡ଼କ ଦୁର୍ଘଟଣାର ଏମିତି ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯିବେ। ଦୁର୍ଘଟଣାର ଲାଇଭି ଦୃଶ୍ୟ ପୁରା କ୍ୟାମେରାରେ କାଏଦ କରାଯାଇଥିବା।
ତେବେ ଭିଡିଓରେ ଦେଖିବାକୁ ମିଳୁଛି ଏକ ଜାତୀୟ ରାଜପଥ ଉପରେ। ଜାତୀୟ ରାଜପଥଟି ଯାନବାହନରେ ଭରପୁର ହୋଇ ରହିଛି। ତେବେ ସେଠାରେ ହଠାତ୍ ଏକ ବାଇକ୍ ଚଳାଉଥିବା ଯୁବକ ତଳେ ପଡି ଯାଇଛନ୍ତି। ଏତିକି ବେଳକୁ ଗୋଟିଏ ବଡ ଟ୍ରକ ପଛରୁ ଆସୁଛି ଓ ଅନ୍ୟ ପଟରେ ଗୋଟିଏ କାର ଯାଉଛି।
ଏତିକି ବେଳେ ଯୁବକ ଜନକ ହଠାତ୍ ଉଠି ପଡ଼ି ଜୀବନ ବିକଳରେ ଧାଇଁ ଆସୁଛନ୍ତି। ତେବେ ଟ୍ରକ କବଳରୁ ଯୁବକ ମାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର ୧ ସେକେଣ୍ଡର
ବ୍ୟବଧାନରେ ଯୁବକ ନିଜର ପ୍ରାଣ ରକ୍ଷା କରି ପାରିଛନ୍ତି। ଏବଂ ଯୁବକ ଜଣକ ସୁରକ୍ଷିତ ଥିବାର ଜଣା ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।