Exclusive : ବାବୁଶାନ-ପ୍ରକୃତିର ୩ ବର୍ଷର ସମ୍ପର୍କ ଅଛି:ବାବୁଶାନ ସ୍ତ୍ରୀ ତୃପ୍ତି କହିଲେ ଏମିତି,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ…
ଏହିପରି ଅନେକ ଖବର ସାଧାରଣତ ଆମ ଓଡ଼ିଶା ରେ ଦେଖିବା ପାଇଁ ମିଳୁଛି। ଏହାପରେ ମଧ୍ୟ ଏପରି ଅନେକ ଘଟଣା ଦେଖିବା ପାଇଁ ମିଳୁଛି। ଆଲୋଚନାର ବିଷୟ ସୃଷ୍ଟି କରିଛି। କେବଳ ସେଲିବ୍ରିଟି ନୁହଁନ୍ତି ଆମ ଓଡିଶାରେ ମଧ୍ୟ ଏଭଳି ଖବର ଟ୍ରେଣ୍ଡ ହେଉଛି।
ଏହା ଲୋକଙ୍କୁ ବହୁ ମାତ୍ରା ରେ ପ୍ରଭାବିତ କରିଛି। ବର୍ତ୍ତମାନ ଜଣେ କଳାକାରଙ୍କର ଏପରି କାର୍ଯ୍ୟ ସମାଜ ଉପରେ ଖରାପ ପ୍ରଭାବ ପକାଉଛି। କୌଣସି ପ୍ରକାର ଭୁଲ ହେବ ନାହିଁ, ଯାହାକି ସାଧାରଣ ଭାବରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଆପଣ ମାନେ ଏଭଳି ମାନସିକତା ଠାରୁ ଦୂର ରେ ରହି ଏଭଳି କିଛି ଖବରକୁ ଅଣଦେଖା କରନ୍ତୁ।
ବାବୁସାନଙ୍କ ପତ୍ନୀ କହିଛନ୍ତି ଯେ ପ୍ରକୃତି ମିଶ୍ର ସେମାନଙ୍କ ପରିବାରକୁ ସମ୍ପର୍କ ଭାଙ୍ଗିଥିଲେ। ଏହା ପରେ ପ୍ରକୃତିର ମାଡ ମାରୁଥିବା ମଧ୍ୟ ଦେଖିବା ପାଇଁ ମିଳିଥିଲା। ତାଙ୍କୁ ମାଡ଼ ମାରିବା ପରେ , ଯଦିଓ କେହି ଲୋକ ମାନେ ଆଶା ଯେ ବାବୁସାନ୍ ଏହା କରିବେ କରିନଥିଲେ।
ତେବେ ମାଡ଼ ମାରିବା ସମ୍ପର୍କରେ ବାବୁସାନଙ୍କ ସ୍ତ୍ରୀ ନିଜେ ଏହା କରିଛନ୍ତି ତେବେ ଏହା ଅନେକ ପ୍ରଶ୍ନ ଉଠାଇଛି। ନିକଟରେ ତାଙ୍କ ବିଦ୍ୟାରାଣ ଫିଲ୍ମ ରିଲିଜ ହୋଇଛି। ଯେଉଁଥିରେ ବାବୁସାନ୍ ଏବଂ ପ୍ରକୃତି ମିଶ୍ର ନଜର ଆସିଛନ୍ତି। ଏହା ଏକ ବଡ ଫିଲ୍ମ ଭାବରେ ପରିଗଣିତ ହୋଇଛି।
ଯେଉଁଠି ଦେଖିବେ ଏବେ କେବଳ ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କର ଚର୍ଚ୍ଚା, ତାଙ୍କର ଏହି ପରକୀୟା ପ୍ରୀତି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଅଭିନେତା ବାବୁସାନ ମହାନ୍ତି ଙ୍କୁ ସାରା ଓଡ଼ିଶା ଏକ ନମ୍ବର ୱାନ ହିରୋ ଭାବରେ ଜାଣିଛନ୍ତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ କେବେ ମଧ୍ୟ ଖରାପ ଖବର ଆସି ନାହିଁ |
କିନ୍ତୁ ପ୍ରଥମ ଥର ପାଇଁ ତାଙ୍କ ନାଁ ରେ ଏଭଳି ଏକ ଭିଡ଼ିଓ ଆସିଛି ଯାହାକୁ ଦେଖିଲେ ସହଜ ରେ ବିଶ୍ୱାସ ମଧ୍ୟ କରି ହେଉ ନାହିଁ | ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ମିଡ଼ିଆ ସାମ୍ନା ରେ ସ୍ପଷ୍ଟ କରିଛନ୍ତି କି ବାବୁସାନ ଙ୍କର ପ୍ରକୃତି ଙ୍କ ସହିତ ଅନୈତିକ ସମ୍ପର୍କ ରହିଛି |
ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯେଉଁଠି ବାବୁସାନ ଙ୍କ ମା ଅପରାଜିତା ବୋହୂ ତୃପ୍ତି ଙ୍କ ବାପ ଘରକୁ ଆସିଛନ୍ତି | ଅର୍ଥାତ ଅପରାଜିତା ମହାନ୍ତି ନିଜ ବୋହୂ ତୃପ୍ତି ଓ ନାତି ଙ୍କ ପାଖକୁ ଆସିଛନ୍ତି | ତେବେ ସେ ତୃପ୍ତି ଙ୍କ ଘରେ ପହଞ୍ଚି ଥିଲେ ଏବଂ ତାଙ୍କ ଘର ଗେଟ ସାମ୍ନା ରେ ଉପସ୍ଥିତ ହୋଇ କବାଟ ଖୋଲିବା ପାଇଁ କହି ଥିଲେ |
ଯେହେତୁ ସେଠାରେ ମିଡ଼ିଆ ଙ୍କର ଭାଇ ଙ୍କର ଗହଳି ଲାଗି ରହି ଥିଲା ତେଣୁ ବାହାରକୁ କେହି ଗେଟ ଖୋଲିବା ପାଇଁ ଆସି ନଥିଲେ | ତେବେ ସେଠାରେ ଛିଡା ହୋଇ ଅପରାଜିତା ମହାନ୍ତି ବାରମ୍ବାର ତୃପ୍ତି ଓ ତାଙ୍କ ପରିବାର ଲୋକ ଙ୍କୁ ଫୋନ ଲଗାଇବାକୁ ଚେଷ୍ଟା କରୁ ଥିଲେ ଏବଂ ଗେଟ ଖୋଲିବାକୁ କହୁ ଥିଲେ | ତେବେ ଯେତେ ବେଳେ ଅପରାଜିତା ଙ୍କୁ ପଚରା ହୋଇ ଥିଲା କି ଏମିତି ଏକ ଘଟଣା କେମିତି ଘଟିଲା ଯାହାକି ବହୁତ ବଡ଼ ଘଟଣା ସେହି ସମ୍ପର୍କ ରେ କିଛି କୁହନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।