🛑EXCLUSIVE : ମୋ ପେଟରେ ମୋ ପ୍ରେମିକର ଛୁଆ, ୨ ମାସର ଗର୍ଭବତୀ କରି ଧୋକା ଦେଇ ଚାଲିଗଲା ମୋ ପ୍ରେମିକ..! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଦୁନିଆ ରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଆପଣ ମାନେ ଜାଣୁଥିବେ । ଏତେ ବିଶାଳ ବିଶ୍ୱ ରେ ସବୁଦିନ କିଛି ନା କିଛି ଘଟିଚାଲିଛି । ତେବେ ବେଳେ ବେଳେ ଏମିତି କିଛି ଲଜ୍ୟା ର ଘଟଣା ଘଟେ ଯାହା କେହି ଭାବି ନଥାନ୍ତି । ପ୍ରେମ ସମ୍ପର୍କ କୁ ନେଇ ଚର୍ଚ୍ଚା ସବୁ ବେଳେ ଲାଗି ଆସିଛି ।

କେତେ ବେଳେ କିଏ ନିଜ ଓରେମ ପାଇଁ ଜୀବନ ଦେଇ ଦଉଛି ତ ଆଉ କିଏ ଧୋକା ଓ ପ୍ରତାରଣା ରେ ଜୀବନ ନେଇଯାଉଛି । ଆଉ କିଛି ନିଜ ପ୍ରେମ କୁ ପାଇଁ ସୁଖ ରେ ରହୁଥିଲା ବେଳେ ଆଉ କିଛି ଜଣ ନିଜ ପ୍ରେମ କୁ ସଫଳ କରି ମଧ୍ୟ ଅଶାନ୍ତି ରେ ରହୁଛନ୍ତି । ଆପଣ ମାନେ ବି ସବୁଦିନ ସମାଜ ରେ ଏହି ପରି ପରିସ୍ଥିତି ଦେଖୁଥିବେ ।

 ସମାଜ ରେ କେତେ ବେଳେ ଜଣେ ବୋହୁ ନିଜ ଅଧିକାର ପାଇଁ ଧାରଣା ଦେଉଛି ତ କେତେ ବେଳେ ଯେଉଁ ଯୁବତୀ ନିଜ ପ୍ରେମିକ ଘର ଆଗରେ ବସିରହୁଛି । ସେମିତି ଏକ ଲଜ୍ୟା ର ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲାର ଖଇରା ନିକଟସ୍ଥ ନୂଆଗାଁ ଗ୍ରାମ ରେ ର ଏକ ଅଞ୍ଚଳରେ ।

ମଞ୍ଜୁଲତା କୋରାପୁଟ ରେ ନର୍ସିଂ ଚାକିରୀ କରିଥିଲେ ଛୁଟିରେ ଗାଆଁ କୁ ଆସିଥିଲା ବେଳେ କାକୁଡ଼ିଆ ଗ୍ରାମ ର ସୁଲୁ ନିଗମ ନାୟକ ଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠୀଥିଲା । ତେବେ ସେହି ଯୁବକ ଜଣଙ୍କ ପୂର୍ବରୁ ବହୁତ ଝିଅ ଙ୍କ ସହ ପ୍ରେମ ସମ୍ପର୍କ ରଖି ଛାଡି ଦେଇଥିବା କଥା ଯୁବତୀ ଜଣଙ୍କ କହୁଛନ୍ତି ।


ପ୍ରେମ ସମ୍ପର୍କ ଗଢ଼ି ଅତି ନିବିଡ଼ ହେଲା ପରେ ଦୁହେଁ କୋରାପୁଟ ରେ ଏକ ନଟାରି ରେ ବିବାହ କରିଥିଲେ। ତିନି ମାସ ଧରି ଗୋଟିଏ ଘର ଭଡ଼ା ନେଇ ଦୁହେଁ ରହୁଥିଲେ ଖୁବ୍ ସୁଖ ରେ ଜୀବନ ଯାପନ କରିଥିଲେ ଓ ମଞ୍ଜୁଲତା ଦୁଇ ମାସ ର ପ୍ରେଗ୍ନେଟ୍ ହେଲା ପରେ ଯୁବତୀ ଜଣକ ତାଙ୍କୁ ଘରକୁ ନେବେ କଥା କହିବାକୁ ସେ ହିଁ ବୋଲି କହିଥିଲେ । ଘର ଲୋକ ମାନେ ବିବାହ କଥା ଜାଣିଲା ପରେ ତାଙ୍କୁ ଯୌତୁକ ମାଗିଥିଲେ ।

ମଞ୍ଜୁଲତା ସେତେବେଳେ ଦୁଇ ମାସର ପ୍ରେଗ୍ନେଟ୍ ଥିଲେ ବାହାଘର ତିନି ମାସ ର ହେଇଥିଲା କିନ୍ତୁ ଘର ଲୋକ କିଛି ବି ଜାଣି ନ ଥିଲେ ଘର ଲୋକ ଜାଣିବା ପରେ ତାଙ୍କ ଘର ଲୋକ ଜୋଜବଦସ୍ତି ନେଇଯାଇଥିଲେ । ସେ ତାଙ୍କ ସ୍ତ୍ରୀ କୁ ଛାଡି ପଳାଇ ଯାଇଥିଲେ ।

ମଞ୍ଜୁଲତା କିଛି ଉପାୟ ନ ପାଇ ଖଇରା ନିକଟସ୍ଥ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଙ୍କ ର ତଦନ୍ତ ଅନୁଯାୟୀ ଜଣା ପଡିଲା ଯେ ସେ ତାଙ୍କ ଘର ଲୋକ ଙ୍କ ସହିତ ଯୁବତୀ କୁ ଛାଡି ପଳେଇ ଯାଇଥିଲେ । ଯୁବତୀ ଜଣକ ନ୍ୟାୟ ପାଇଁ ଥାନା ର ଦ୍ବାରସ୍ଥ ହେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।