Exclusive : ଶାଢ଼ୀ ପିନ୍ଧି ଫଟୋ ପଠେଇବୁ..ମୁଁ ଦେଖିବି..ମୋ ଡୁଡୁ କେମେତି ଦେଖା ଯାଉଛି ! ଏମିତି କହିଲେ ବାବୁସାନ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବାବୁଶାନ କହୁଛନ୍ତି ତୁ ଭ୍ୟକ୍ସିନ ନେଇଛି ଠିକ ହେଇଯିବୁ କାନ୍ଦୁଛୁ କଣ ପାଇଁ?କନ୍ଦେନା ଜମା।ବାବୁଶାନ ପ୍ରକୃତିକୁ ଡାକୁଛନ୍ତି ଟୁଡୁ,ଆଉ ପ୍ରକୃତି କହୁଛନ୍ତି ବାଏ।ଆଉ ପୁଣି ବାବୁଶାନ କହୁଛନ୍ତି ଯା ତୁ ରେଷ୍ଟ ନେ ଆଉ ତୋର ମିଟିଂ ଅଛି,ତୁ କଉ କଲରର ଶାଢ଼ୀ ପିନ୍ଧିବୁ?ପ୍ରକୃତି କହୁଛନ୍ତି ଦୁପଟ୍ଟା ପକେଇବି!

ଯାଇଛି ଆଉ ସେଇ ଜାଗାରୁ ର-କ୍ତ ବହୁଛି,ଆଉ ବହୁତ ପେନ ହଉଛି।ପୁଣି ପ୍ରକୃତି ବାବୁଶାନଙ୍କୁ କହୁଛନ୍ତି ତୁ ଛାଡେ ତୁ ଏଗୁଡା ବୁଝି ବି ପାରିବୁନି।ପୁଣି ବାବୁଶାନ କହୁଛନ୍ତି ବୁଝୁଛି ବୁଝୁଛି।ମୁଁ କଣ କରି ପାରିବି କହ ଆଉ ମୁଁ ତ ଦୁଃଖ ବୁଝୁଛି ଆଉ ମୁଁ ଦୁଃଖିତ ସେଇଥିପାଇଁ,ତୋ ଗୋଡ଼ ଧରିକି କହୁଛି ମୁଁ ବୁଝୁଛି।

ମୁଁ ସେଇଥିପାଇଁ କହୁଛି ରେଷ୍ଟ ନେ,ରଖୁଛି ବାଏ।ପ୍ରକୃତି କହୁଛନ୍ତି ତତେ ସିମ୍ପ୍ଲି ପଚାରିଲି କଣ ଖାଇବୁ କହ,ହେଲେ ତୁ କହିଲୁ ମୁଁ କିଛି ଖାଇବିନି ମୁଁ କୁଆଡେ ଯିବିନି।ଆଉ ପରେ ବାବୁଶାନ କହୁଛନ୍ତି ତୁ କାନ୍ଦୁଛୁ କାନ ପାଇଁ,ପୁଣି ପ୍ରକୃତି କହୁଛନ୍ତି,ମତେ ପେନ ହଉଛି ସେଥିପାଇଁ।ମୋ ଗୋଡ଼ ହାତ ମଧ୍ୟ କାଟୁଛି,ସବୁ ଆଡୁ ବିନ୍ଧା ହଉଛି।

ବାବୁଶାନ ଓ ପ୍ରକୃତି ଏହି ଭାଇରାଲ ଭିଡିଓରେ ତୃପ୍ଟିଙ୍କୁ କହୁଛନ୍ତି,ସବୁବେଳେ ଟଙ୍କା ରହିବ ଦରକାର?ଆଉ ପ୍ରକୃତି ଏହାର ଉତ୍ତରରେ କହୁଛନ୍ତି, ନାଇ ସବୁବେଳେ ତୁ ମୋ ମୁଣ୍ଡ ଖରାପ କରିବାଟା ଠିକ ଆଉ,ଏହା କହି ତୃପ୍ତି ଆହ.. ଆହ.. ଆହ…..କରି ସାଉଣ୍ଡ କରୁଛନ୍ତିଆଉ ବାବୁଶାନ ପ୍ରକୃତିକୁ ପଚାରୁଛନ୍ତି କଣ ହେଲା?ପ୍ରକୃତି କହୁଛନ୍ତି!

ତୃପ୍ତି ଓ ପ୍ରକୃତି ଭିତରେ ଯେଉଁ ଭୁଲ ବୁଝାମଣା ଚାଲିଥିଲା ସେଥି ମଧ୍ୟରେ ପ୍ରକୃତି ତୃପ୍ତିକୁ ଭୁଲ ମାଗିବେ ନା ତୃପ୍ତି ପ୍ରକୃତିକୁ ଭୁଲ ମାଗିବେ,ନା ନିଜ ପରିବାରର ଆତ୍ମ ସମ୍ମାନକୁ ରକ୍ଷା କରିବା ପାଇଁ ତୃପ୍ତି ପ୍ରକୃତି ସହ କୋଣସି ପ୍ରକାରର ସନ୍ଧି କରିବେ ତାହା ହଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି!

ଯେ ଏହି ସମୟରେ ଯଦି କିଛି ବି ମଧ୍ୟ ଏପଟ ସେପଟ ହୁଏ ତାହେଲେ ବାବୁଶାନଙ୍କୁ କେହି ହେଲେ ପସନ୍ଦ କରିବେ ନାହିଁ,ସେଥିପାଇଁ ନିଜ ପରିବାର ପାଇଁ ସବୁ କିଛି ସର୍ତ୍ତକୁ ମାନି ନେବା ପାଇଁ ରାଜି ହୋଇଛନ୍ତି ବାବୁଶାନ ମହାନ୍ତି।ବର୍ତ୍ତମାନ ସମୟରେ ସେମାନେ ନିଜେ ନିଜ ଭିତରେ ସବୁ ସମାଧାନ କରି!

ନିଜ ନିଜ ରାସ୍ତାରେ ଆଗକୁ ବଢିବା ହିଁ ହଉଛି ସବୁଠାରୁ ମୁଖ୍ୟ କଥା।ଦେଖିବାକୁ ରହିଲା,ଆଜି ବାବୁଶାନ ମହାନ୍ତି ଥାନାକୁ ଆସିବା ପରେ କଣ ଖୁଲସା କରୁଛନ୍ତି!ପ୍ରକୃତି ସହ ସମ୍ପର୍କ ରଖୁଥିଲେ।ପରବର୍ତ୍ତୀ ସମୟରେ ବାବୁଶାନ ଆଉ ପ୍ରକୃତି ରାସ୍ତା ଉପରେ ଖରାପ କାମ କରିଥିବାର ଦେଖି ନିର୍ଦ୍ଧୁମ ମାଡ଼ ମାରିଥିଲେ ବାବୁଶାନଙ୍କ ସ୍ତ୍ରୀ ତୃପ୍ତି।ବର୍ତ୍ତମାନ ସମୟରେ ବାବୁଶାନଙ୍କ ଉପରେ ବହୁତ ରାଗିଛନ୍ତି ସ୍ତ୍ରୀ ତୃପ୍ତି,ଆଉ ଏହା ମଧ୍ୟ ଜଣା ପଡ଼ିଛି ! ଯେ ବାବୁଶାନ ତାଙ୍କ ସ୍ତ୍ରୀଙ୍କ ସହ କଲରେ !

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।