Exclusive Video – କାଳ ହେଲା ମୀନାବଜାରର ବ୍ରେକ୍ ଡ୍ୟାନ୍ସ ଖେଳ, ବ୍ରେକ ଡାନ୍ସ ଖେଳ ନେଲା ଯୁବତୀଙ୍କ ଜୀବନ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବ୍ରେକଡ୍ଯାନ୍ସ ଖେଳ ର ନିଶା ଏ କଣ କରିଲା ସବୁ ସର୍ବନାଶ କରିଦେଲା। ଆପଣମାନେ ତ ଜାଣିଥିବେ କୈଣସି ସ୍ଥାନ ରେ କିଛି ଯାତ୍ରା କି ମହାସଭା ଆୟୋଜନହେଲେ । ସେହି ମେଳା ରେ ମନରଞ୍ଜନ ପାଇଁ ବିଭିନ୍ନ ପ୍ରକାର ର ଖେଳ ଆୟୋଜନ କରାଯାଇ ଥାଏ ।

ସେହିପରି କୋରାପୁଟ ର କୋଟବାଡ ସହରରେ ମିନା ବଜାର ଲାଗିଥିଲା। ସେହି ମିନାବଜାର କୁ କେତେ ଆଡୁ ବିଭିନ୍ନ ପ୍ରକାର ର ଲୋକ ବୋଲିବା ପାଇଁ ଆସିଥିଲେ। ଏବଂ ମିନାବଜାର ରେ ବିଭିନ୍ନ ପ୍ରକାର ର ଦୋକାନ ସହ ବିଭିନ୍ନ ପ୍ରକାର ର ଦୋଳି ସଙ୍ଗେ ସଙ୍ଗେ ବ୍ରେକଡ୍ଯାନ୍ସ ଖେଳ ମଧ୍ଯ ଲୋକମାନଙ୍କ ମନକୁ ମନରଞ୍ଜନ କରିବା ପାଇଁ ଏ ସବୁ ର ଆୟୋଜନ କରାଯାଇଥିଲା। କିନ୍ତୁ ଏ ମନରଞ୍ଜନ ସମସ୍ତ ଙ୍କ ପାଇଁ କାଳ ହେବ ବୋଲି କେହି ମଧ୍ଯ୍ଯ ଆସା କରିନଥିଲେ।

ସେହିପରି ଏକ ଅଭିନବ ଘଟଣା ଘଟିଛି କୋରାପୁଟ ର ମିନାବଜାର ରେ ସ୍ଥାନିୟ ମିରର୍ଗାନ୍ ସାହି ର ମହମ୍ମଦ ୟାକୁକ୍ ଙ୍କ ୧୩ ବର୍ଷ ର ଝିଅ ଆଲଫିଆ ମଧ୍ଯ୍ଯ ସେ ମିନାବଜାର ର ମେଳା ବୁଲିବାକୁ ଆସିଥିଲେ। ଏବଂ ମିନାବଜାର ରେ ବିଭିନ୍ନ ପ୍ରକାର କ ଦୋଳି ଦେଖି ତାଙ୍କୁ ବ୍ରେକଡ୍ଯାନ୍ସ ରେ ବସିବା ପାଇଁ ଇଚ୍ଛା ହେଲା।

ଏବଂ ସେ ମଧ୍ଯ୍ଯ ଯାଇ ସେ ବ୍ରେକଡ୍ଯାନ୍ସ ଖେଳ ରେ ବସିଲେ। କିନ୍ତୁ ସେ ମାତ୍ର ଗେଟିଏ ରାଉଣ୍ଡ ବୁଲିବା ମାତ୍ରେ ସେ ଅଚେତ ହୋଇପଡିଲେ। ଏହା ପରେ ତାଙ୍କୁ ତୁରନ୍ତ କଟପାଡ ସ୍ବାସ୍ଥ୍ଯ କେନ୍ଦ୍ର ରେ ଆଡମିଶନ କରାଯାଇ ଥିଲା। ଏହା ପରେ ସେଠିକାର ଡାକ୍ତର ଆଲଫିଆ କୁ ଦେଖି ଚେ କବ୍ କରି ଆଲଫିଆ କୁ ମୁତ୍ଯୁ ଘେଷଣା କରିଥିଲେ।

ତେବେ ଏପରି ଦୁଖିତ ଘଟଣା ସମସ୍ତ ଅଞ୍ଚଳ ରେ ଶୁକ ର ଛାୟାଖେଳାଇ ଦେଇଛି। ନାବାଳିକା ର ହାଟ୍ଆଟାକ୍ ରେଗ ରେ ମୁତ୍ଯୁ ହୋଇଛି।ବ୍ରେକଡ୍ଯାନ୍ସ ଖେଳ ର ନିସା ଏସବୁ କଣ କରିଲା । ମିନାବଜାର ର ବ୍ରେକଡ୍ଯାନ୍ସ ଖେଳ ରେ ମନ ବଳାଇଥିଲେ। ଖେଳରେ ଖେଳରେ ଆଜି ଚାଲିଗଲା ଏକ ନିରିହ ଜୀବନ।

ଏତେ କମ୍ ବୟସରେ ସହ୍ଯ କରିପାରିଲାନି ଖେଳ ର ମଜା ବ୍ରେକଡ୍ଯାନ୍ସ ସ୍ପିଡ୍ ରେ ତାଙ୍କର ଆଟକି ଯାଇଥିଲାଯାଇଥିଲା ଏକ ମାତ୍ର କଅଁଳ ନିରିହ ଜୀବନ। କିନ୍ତୁ ଏ ମନରଞ୍ଜନ ସମସ୍ତ ଙ୍କ ପାଇଁ କାଳ ହେବ ବୋଲି କେହି ମଧ୍ଯ୍ଯ ଆସା କରିନଥିଲେ।ଏବଂ ସେ ମଧ୍ଯ୍ଯ ଯାଇ ସେ ବ୍ରେକଡ୍ଯାନ୍ସ ଖେଳ ରେ ବସିଲେ। କିନ୍ତୁ ସେ ମାତ୍ର ଗେଟିଏ ରାଉଣ୍ଡ ବୁଲିବା ମାତ୍ରେ ସେ ଅଚେତ ହୋଇପଡିଲେ।

ଏହି ମୁତ୍ଯୁ ଘଟଣା ପରେ କୋରାପୁଟ ର ମିନାବଜାର ରେ ଯେଉଁ ଏବଂ ସେ ମଧ୍ଯ୍ଯ ଯାଇ ସେ ବ୍ରେକଡ୍ଯାନ୍ସ ଖେଳ ରେ ବସିଲେ। କିନ୍ତୁ ସେ ମାତ୍ର ଗେଟିଏ ରାଉଣ୍ଡ ବୁଲିବା ମାତ୍ରେ ସେ ଅଚେତ ହୋଇପଡିଲେ। ଏହି ଘଟଣା ପରେ ମିନାବଜାର ରେ ବ୍ରେକଡ୍ଯାନ୍ସ ଖେଳ ବନ୍ଦ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।