“ରାଣୀ ପଣ୍ଡାକୁ ଲୋକ ଏମିତି ମାରିଛନ୍ତି ଯେ ମୋର ପୁରା ପଡୁଛି, ମୁଁ କାହା କଥାକୁ ଖାତିର କରେନି”: ରାଣୀ ପଣ୍ଡା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଅଭିନେତ୍ରୀ ରାଣୀ ପଣ୍ଡା ଜଣେ ଏପରି ଚେହେରା ଯାହାଙ୍କୁ ପ୍ରାୟତଃ ସମସ୍ତେ ଜାଣନ୍ତି। ନିଶ୍ଚିତ ଭାବରେ ଆପଣ ବି ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ ବିଷୟରେ ଜାଣିଥିବେ।ସେ ଯେମିତି ଏକ ଚର୍ଚ୍ଚିତ, ବିବାଦୀୟ ଏବଂ ପରିଚିତି ଚେହେରା ତାହା ପ୍ରାୟତଃ ସମସ୍ତଙ୍କୁ ଜଣା।

ନିଜର ବିବାଦୀୟ ମନ୍ତବ୍ୟ ଏବଂ ଭିନ୍ନ ଅନ୍ଦାଜ ର ପ୍ରସଙ୍ଗ ଉପସ୍ଥାପନା ପାଇଁ ସେ ଅନେକ ସମୟରେ ନଜରକୁ ଆସିଥାନ୍ତି। ତେବେ ଓଡିଶାର ଯାତ୍ରା ଜଗତର ସେ ହେଉଛନ୍ତି ଆଇଟମ ନମ୍ବର। ଦିନେ ତାଙ୍କ ଡାନ୍ସ ଦେଖିବା ପାଇଁ ଅଗଣିତ ପ୍ରସଂଶକ ପାଗଳ ହେଉଥିଲେ। ଆଉ ସେ ପରେ ନିଜର ଏଭଳି କିଛି କାର୍ଯ୍ୟ ଏବଂ ବୟାନ ପାଇଁ ବିବାଦୀୟ ହୋଇ ପଡିଲେ।

 ଆଉ ତାଙ୍କ ନାମ ଆଗରେ ଯୋଡି ହୋଇଗଲା ଜଣେ ବିବାଦୀୟ ଅଭିନେତ୍ରୀ ର ଟାଗ।ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି। ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି।

ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।ଏହାଛଡ଼ା ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି।

ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସେହିପରି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ।ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ।

ଏହାଛଡା ଅନେକ ସମୟରେ ସେ କୌଣସି ଘଟଣା ଉପରେ ତାଙ୍କ ଢଙ୍ଗରେ ଉଚିତ୍ ମନ୍ତବ୍ୟ ରଖି ସମସ୍ତଙ୍କ ନଜରକୁ ଆସିଥାନ୍ତି। ଆପଣ ଏହି ଅଭିନେତ୍ରୀ ଜଣଙ୍କ ର ଅନେକ ଡାନ୍ସ ଭିଡିଓ, ଷ୍ଟାଇଲିସ ପୋଜ୍ ସବୁକୁ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ। ଯାହାକୁ ଦେଖି ଆପଣ ମାନେ ଖୁସି ବି ହେଉଥିବେ।

ଏବେ କିନ୍ତୁ ତାଙ୍କର ଏକ ସୁଟିଂ ସେଟ୍ ର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ରାଣୀ ପଣ୍ଡା ଏକ ମ୍ୟୂଜିକ ଭିଡିଓ ସୁଟ ପାଇଁ ପୋଜ ଦେଉଛନ୍ତି ଏବଂ ତାଙ୍କର ମେକ୍ ଅପ୍ ଓ ଗେଟ୍ ଅପ୍ କୁ ସଜାଡୁ ଛନ୍ତି। ନିର୍ଦ୍ଦେଶକ ତାଙ୍କୁ ଡାନ୍ସ ପୋଜ ଶିଖାଉଛନ୍ତି,

ଆଉ ଏହାକୁ ଦେଖି ସେ ପରେ ତାଙ୍କ ସହ କଳାକାରଙ୍କ ସହିତ ଡାନ୍ସ କରୁଛନ୍ତି। ରାଣୀ ପଣ୍ଡା ମଧ୍ୟ ସେଠାରେ ତାଙ୍କର ଡାନ୍ସ କୁ ନେଇ କିଛି କହୁଥିବାର ଶୁଣିବାକୁ ମିଳୁଛି। ତେବେ ସେହି ସ୍ଥାନର ସାଜସଜ୍ଜା ମଧ୍ୟ ବହୁତ୍ ସୁନ୍ଦର୍ ଲାଗୁଛି। ଆପଣ ଏହି ଭିଡିଓ ରେ ସମ୍ପୂର୍ଣ୍ଣ ଦୃଶ୍ୟକୁ ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!