ମୋ ସ୍ବାମୀକୁ ପସନ୍ଦ ହଟ ସୁନ୍ଦରୀ ଝିଅ ମୁଁ ନୁହେଁ, ମୋ କଳା ରୂପ ତାଙ୍କୁ ପସନ୍ଦ ନୁହଁ,ମତେ ଛାଡି ଆଉ କାହା ପାଖରେ ରାତି କଟାଉଛି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜିକାଲି ଦୁନିଆଁ ରେ ପ୍ରେମ ଏକ ଖେଳ ଘର ହୋଇ ଗଲାଣି ପ୍ରେମ କୁ ନେଇ ଏଭଳି କିଛି ବ୍ୟକ୍ତି ଅଛନ୍ତି ଏପରି କାର୍ଯ୍ୟ କରୁଛନ୍ତି ଯାହାକୁ ଶୁଣିଲେ ଆପଣ ଲଜ୍ୟା ଅନୁଭବ କରିବେ | ତେବେ ପୁଣି ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯେଉଁଠି ଜଣେ ଯୁବକ ପ୍ରେମ ନାଁ ରେ ଧୋକା ଦେଇ ଚାଲି ଯାଇଛନ୍ତି |

ସୂଚନା ଅନୁଯାଇ ଘଟଣା ଟି ହେଉଛି ବାଲେଶ୍ୱର ଜିଲ୍ଲା ର ଖଇରା ଥାନା ଅନ୍ତର୍ଗତ ଗ୍ରାମ ର ନରେନ୍ଦ୍ର ନାମକ ଜଣେ ବ୍ୟକ୍ତି ଏକ ଯୁବତୀ ଙ୍କୁ ପ୍ରଥମେ ଲଭ କଲେ ତାପରେ ସେକ୍ସ ଆଉ ପରେ ବିବାହ କରି ଏବେ ଧୋକା ଦେଇ ଛାଡ଼ି ଚାଲି ଯାଇଛନ୍ତି | ବର୍ତ୍ତମାନ ସମୟରେ ଏହି ଘଟଣା କୁ ନେଇ ଏବେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି |

ତେବେ ଉଭୟ ଯୁବକ ଓ ଯୁବତୀ ଙ୍କର ପ୍ରଥମ ଦେଖା ବମ୍ବେ ରେ ହୋଇ ଥିଲା କାରଣ ଦୁହେଁ ସେଠାରେ ହିଁ କାମ କରୁ ଥିଲେ |ଆଉ ପରେ ପରେ ତାଙ୍କ ଭିତରେ ପ୍ରେମ ର ସମ୍ପର୍କ ଗଢି ଉଠି ଥିଲା, ପ୍ରେମ ସମ୍ପର୍କ ଉଭୟ ଙ୍କ ମଧ୍ୟରେ ଏତେ ଗଭୀର ହୋଇ ଯାଇ ଥିଲା ଯେ ଦୁହେଁ ଶାରୀରିକ ସମ୍ପର୍କ ମଧ୍ୟ ରଖି ଥିଲେ |

କିନ୍ତୁ ଗର୍ଭବତୀ ହେବା ପରେ ଯୁବକ ଙ୍କ କଥାରେ ମହିଳା ଜଣଙ୍କ ଗର୍ଭ ନଷ୍ଟ କରି ଦେଇ ଥିଲେ |ମହିଳା ଙ୍କ କହିବା ଅନୁଯାଇ 2018 ମସିହା ଉଭୟ ପ୍ରେମ କରି ଥିଲେ ଆଉ 2021 ଅଗଷ୍ଟ 2 ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ |

କିନ୍ତୁ ବିବାହ ପରେ ସ୍ତ୍ରୀ ଜାଣିବାକୁ ପାଇଲେ ଯେ ବ୍ୟକ୍ତି ଜଣଙ୍କ ଆଗରୁ ଥରେ ବିବାହ କରି ସାରିଛନ୍ତି ଏବଂ ତାଙ୍କର ସ୍ତ୍ରୀ ଓ 7 ବର୍ଷ ର ପିଲାଟିଏ ମଧ୍ୟ ରହିଛି | ବର୍ତ୍ତମାନ ସମୟରେ ମହିଳା ଜଣଙ୍କ 3 ମାସର ଗର୍ଭବତୀ ଥିବା ବେଳେ ସ୍ୱାମୀ ଜଣଙ୍କ କିଛି ନ କହି ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତିସେ ଗଲା ବେଳେ ଦ୍ୱିତୀୟ ସ୍ତ୍ରୀ ରଶ୍ମିତା ଙ୍କୁ କହିକି ଯାଇ ଥିଲେ କି ପ୍ରଥମ ସ୍ତ୍ରୀ ର ଟ୍ୟୁମର ହୋଇଛି ଅପରେସନ କରିବାକୁ ଯିବି କହି ଯାଇ ଥିଲେ କିନ୍ତୁ ଆଉ ଫେରି ନଥିଲେ |

ଶେଷରେ ବାଧ୍ୟ ହୋଇ ସ୍ତ୍ରୀ ରଶ୍ମିତା ଖଇରା ଥାନା ରେ ସ୍ୱାମୀ ଙ୍କ ନାଁ ରେ ଅଭିଯୋଗ କରିଲେ, କିନ୍ତୁ ସେଠାରେ କହିଲେ କି ବୁଝାମଣା ଥରେ କରିକି ଦେଖ | କିନ୍ତୁ ବୁଝାବୁଝି ହେବା ପରେ ସ୍ୱାମୀ କହିଲେ କି ସ୍ତ୍ରୀ ର ପରିଚୟ ମିଳିବ, ଛୁଆ କୁ ବାପାର ପରିଚୟ ମିଳିବ କିନ୍ତୁ!

ସବୁ ପରିଚୟ ମିଳିବ ହେଲେ ସ୍ୱାମୀ ର ସୁଖ ଆଉ କେବେ ମିଳିବ ନାହିଁ ଆଉ ମୁଁ ମୋ ଆଗ ସ୍ତ୍ରୀ ସହ ରହିବି ତୋ ସହ ରହିବି ନାହିଁ ବୋଲି ସ୍ୱାମୀ କହିଲେ | ତେବେ ସ୍ତ୍ରୀ ବର୍ତ୍ତମାନ ମିଡ଼ିଆ ସାମ୍ନା ରେ କହିଛନ୍ତି କି ମତେ ନ୍ୟାୟ ଦରକାର ଆଉ ସ୍ତ୍ରୀ ର ଅଧିକାର ଦରକାର!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ