viral video – ଛି..ଛି..ଶ୍ୱଶୁର ବହୁର ଚୁରା ପୀରତି,ମୋ ଶ୍ୱଶୁର କହିଲେ ତୋର ସ୍ୱାମୀ ସହ ତ କିଛି ନାହିଁ ,ମୋ ସହ ଶୋଇବାକୁ ପାଞ୍ଚ ଲକ୍ଷ ନେ ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଶଶୁରଙ୍କ ନାରେ ବୋହୂ ଆଣିଲେ ଏକ ସଙ୍ଗୀନ ଅଭିଯୋଗ।ସ୍ବାମୀ ଓ ସ୍ତ୍ରୀ ସମ୍ପର୍କରେ ଫାଟ ହେବା ପରେ ଶଶୁର ଏହାର ଫାଇଦା ଉଠାଇବା ପାଇଁ ଚାହୁଁ ଥିଲେ। ଯାହାକୁ ବିରୋଧ କରି ବୋହୂ ଆଣିଲେ ଶଶୁରଙ୍କ ନାରେ ଅଭିଯୋଗ।

ତେବେ ବିବାହକୁ ଦୁଇ ବର୍ଷ ହୋଇ ଗଲାଣି କିନ୍ତୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ସମ୍ପର୍କ ନଥିଲା। ଦୁହେଁ ଗୋଟିଏ ଛାତ ତଳେ ରହୁଥିଲେ ବି ଅଲଗା ହୋଇ ରହୁଥିଲେ। ଅଲଗା ରୁମରେ ରହୁଥିଲେ। ସ୍ବାମୀ ସ୍ତ୍ରୀଙ୍କ ଭିତରେ କଥାବାର୍ତ୍ତା ବନ୍ଦ ହୋଇ ଯାଇଥିଲ।

ସ୍ବାମୀ ରାତି ତମାମ ଅନ୍ୟ ଯୁବତୀଙ୍କ ସହ ଗପୁଥିଲେ ଆଉ ସ୍ତ୍ରୀ ଙ୍କୁ ଦେଉଥିଲେ ନିର୍ଯାତନା। କେବଳ ସ୍ବାମୀ ନୁହେଁ ଶାଶୁ ଶଶୁର ଯା ମଧ୍ୟ ମହିଳାଙ୍କୁ ଦେଉଥିଲେ ନିର୍ଯାତନା। ପଶୁ ଭଳି ବ୍ୟବହାର କରିବା ସହ ଅତି ନିଷ୍ଠୁର ଭାବେ ମହିଳାଙ୍କୁ ମାଡ ମାରୁଥିଲେ। ଏମିତିକି ଶାଶୁ ନିଜେ ପୁଅକୁ ମନା କରିଥିଲେ ବୋହୂ ସହ ସମ୍ପର୍କ ରଖିବାକୁ।

ଏତେସବୁ ପରେବି ମହିଳା କାହା ଆଗରେ କିଛି ଅଭିଯୋଗ ନ କରି ଚୁପ୍ ଚାପ୍ ସବୁ କିଛି ସହି ଯାଉଥିଲା କାରଣ ସେ ତାଙ୍କ ସ୍ବାମୀଙ୍କୁ ଖୁବ୍ ଭଲ ପାଉଥିଲେ। କିନ୍ତୁ ସ୍ବାମୀ ସ୍ତ୍ରୀଙ୍କ ଭିତରେ କଥାବାର୍ତ୍ତା ବନ୍ଦ ହୋଇଯିବା ପରେ ଶଶୁର ଯାହା କରିଥିଲେ ତାହାକୁ ସହ୍ୟ କରିବା ମହିଳାଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ିଥିଲା।


ଶଶୁର ବୋହୂଙ୍କୁ ଖରାପ୍ ନଜରରେ ଦେଖୁଥିଲେ। ଆଉ ବୋହୂର ପ୍ରାଇଭେଟ୍ ପାର୍ଟରେ ହାତ ମାରିବା ସହିତ ବୋହୂ ସହ ଖୁବ୍ ଖରାପ୍ ଭାଷାରେ କଥା ହେବା ସହ ଅଶାଳୀନ ବ୍ୟବହାର କରୁଥିଲେ। ଏମିତିକି ଶଶୁର ବୋହୂକୁ କହୁଥିଲେ ସ୍ବାମୀ ସହ ତ ତୋର କିଛି ସମ୍ପର୍କ ନାହିଁ ୫ ଲକ୍ଷ ଟଙ୍କା ନେଇ ମୋ ସହ ସମ୍ପର୍କ ରଖେ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵର ଠାରେ। ତେବେ ଏହି ମହିଳା ଜଣକ ପ୍ରେମ ବିବାହ କରିଥିଲେ ତାଙ୍କ ସ୍ବାମୀ ହେଉଛନ୍ତି ଜଣେ ଡାକ୍ତର। ବିବାହ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା କିନ୍ତୁ ପ୍ରେମ ସମ୍ପର୍କ ମଧ୍ୟରେ ମହିଳା ଜାଣିବାକୁ ପାଇଥିଲେ କି ତାଙ୍କର ଅନ୍ୟ ଯୁବତୀ ମାନଙ୍କ ସହିତ ସମ୍ପର୍କ ରହିଛି।

ଆଉ ସେ ବିବାହ ପାଇଁ ମନା ମଧ୍ୟ କରିଥିଲେ। କିନ୍ତୁ ମହିଳାଙ୍କ ଫୋଟ ଭିଡିଓ ଭାଇରାଲ କରିଦେବାର ଭୟ ଦେଖାଇ ବିବାହ କରିଥିଲେ ଏହି ବ୍ୟକ୍ତି ଜଣଙ୍କ। ତେବେ ବିବାହ ପରେ ଦୁହିଁଙ୍କ ମଧ୍ୟରେ ବାଦ ବିବାଦ ଦେଖିବାକୁ ମିଳିଥିଲା। ତେବେ ଏହାର ଫାଇଦା ନେଇ ଶଶୁର ବୋହୂଙ୍କୁ ତାଙ୍କ ସହ ସମ୍ପର୍କ ରଖିବାକୁ ବଧ୍ୟ କରୁଥିଲେ ଯାହାକି ବୋହୂ କହିଛନ୍ତି। ଆଉ ମହିଳା ଜଣକ ନିଜ ଶଶୁର ନାରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।