ଓଃ…କି ଡାନ୍ସ ….ଶାଢ଼ୀ ପିନ୍ଧି ସାମୀ ସାମୀ ଗୀତରେ ଯୁବତୀ କଲେ ଜବରଦସ୍ତ ହଟ ଡାନ୍ସ ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ଦେଖନ୍ତୁ ଏହି ବିରଳ ଭିଡ଼ିଓ ଟିକୁ …
ସୋସିଆଲ ମିଡ଼ିଆ,ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଝିଅ ଠାରୁ ଆରମ୍ଭ କରି ବୋହୂ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ ଏବେ ସୋସିଆଲ ମିଡିଆରେ। ସୋସିଆଲ ମିଡିଆରେ ସମସ୍ତଙ୍କୁ ମନୋରଞ୍ଜନ ଦେବାରେ ସର୍ବକୃଷ୍ଠ ମାଧ୍ୟମ ସାଜି ପାରିଛି। ଡିଜିଟାଲ ଯୁଗରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ଲୋକେ ଗୋଟିଏ ସ୍ଥାନରେ ରହି ଦେଶ ବିଦେଶରେ କୋଉଠି କଣ ଘଟୁଛି ତାର ଟିକି ନିଖି ତଥ୍ୟ ଆମ ହାତ ପାହନ୍ତାରେ ପାଇ ପାରୁଛୁ।
ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହା ଲୋକେ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି।
ଯାହାକୁ ଖୁବ ସେୟାର ମଧ୍ୟ କରିଥାନ୍ତି ଯାହା ଫଳରେ ସେହି ଭିଡିଓଟି ଇଣ୍ଟରନେଟରେ ଚାରିଆଡ଼େ ଘୁରି ବୁଲେ ଆଉ ଭିଡିଓଟି ଖୁବ୍ ଭାଇରାଲ ହେଇଥାଏ। ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖି ଲୋକେ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି।
ଭିଡ଼ିଓକୁ ଟିକେ ଭଲ କରି ଦେଖନ୍ତୁ ପୁଷ୍ପା ଫିଲ୍ମର ସୁପର ହିଟ ଗୀତ ସାମି ସାମି ଗୀତରେ ଠୁମକା ଲଗାଉଛନ୍ତି ଏକ ଯୁବତୀ ଆଉ ପିନ୍ଧିଛନ୍ତି ଏକ ନୀଳ ରଙ୍ଗର ଶାଢ଼ୀ। ଯାହାର ଲୁକ୍ ଷ୍ଟାଇଲ ଡାନ୍ସର ଦିୱାନା ହୋଇ ଯାଉଛନ୍ତି ଲୋକେ। ଯିଏ ଦେଖୁଛି ସିଏ କହୁଛୁ ଯେମିତି ସ୍ବର୍ଗର କେହି ଅପ୍ସରା ତଳକୁ ଓହ୍ଲାଇ ଆସିଛନ୍ତି।
ଏଭଳି ଏକ ମୁହୂର୍ତ୍ତ ସମ୍ବଲପୁର ଜିଲ୍ଲାରେ ଦେଖିବା ପାଇଁ ମିଳୁଛି ଆଉ ଲୋକେ କହୁଛନ୍ତି ଏ ହେଉଛନ୍ତି ସମ୍ବଲପୁରର ନୂଆ କ୍ରସ୍।ସମ୍ବଲପୁର ଜିଲ୍ଲା ଏବେ କେବଳ ଜଣକ ଚର୍ଚ୍ଚା କିଏ ସେହି ବ୍ଲୁ ଶାଢ଼ୀ ପିନ୍ଧିଥିବା ଯୁବତୀ।
କୌଣସି ବଲିଉଡ ହିରୋଇନ୍ ଠାରୁ କମ୍ ଲାଗୁ ନାହାଁନ୍ତି ଏହି ଯୁବତୀ ଜଣକ ଦେଖିବାକୁ ଯେତିକି ସୁନ୍ଦର୍ ତାଙ୍କ ଡାନ୍ସ ମଧ୍ୟ ସେତିକି ଆକର୍ଷଣୀୟ। ତେବେ ଶୀତଳ ଷଷ୍ଠୀରେ ସମ୍ବଲପୁର ଜିଲ୍ଲାର ପ୍ରତିବର୍ଷ ନୃତ୍ୟ ଗୀତର ଆଶର ଖୁବ୍ ଜମେ।
ଆଉ ଚଳିତ ବର୍ଷର ଶୀତଳ ଷଷ୍ଠୀରେ ଏଗୀ ବ୍ଲୁ ଶାଢ଼ୀ ପିନ୍ଧିଥିବା ଯୁବତୀଙ୍କ ଡାନ୍ସ ଦେଖି ସମସ୍ତଂକ ମୁହଁରେ ପ୍ରଶଂସା। ସମସ୍ତଂକ ମୁହଁରେ ଖାଲି ଗୋଟିଏ ଚର୍ଚ୍ଚା କିଏ ଏ ସୁନ୍ଦରୀ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବା ଯୁବତୀ। ସମସ୍ତଂକ ମନରେ ଗୋଟିଏ ଉତ୍କଣ୍ଠା ଜାଣିବା ପାଇଁ କିଏ ଏ ଯୁବତୀ ତାଙ୍କ ନା କଣ ସେ କେଉଁଠୁ ଆସିଛନ୍ତି।
ସାମି ସାମି ଗୀତରେ ଦର୍ଶକ ତାଙ୍କର ଡାନ୍ସ ଦେଖି ହେଇ ଯାଇଛନ୍ତି ମତୁଆଲା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଲୋକେ ଏହାକୁ ସେୟାର କରୁଛନ୍ତି ପସନ୍ଦ କରୁଛନ୍ତି ଏବଂ ବହୁତ୍ ସାରା ପ୍ରଶଂସା ମଧ୍ୟ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।