Viral video : ଛାତି ଥରା ଦୃଶ୍ୟ ! ପାଣି ସହିତ ପଙ୍ଗା ନେବା ପଡିଲା ଭାରି… ହଠାତ ଚାହୁଁ ଚାହୁଁ ଭାସିଗଲା ପିକଅପ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ଆଜିକାଲି ଦୁନିଆରେ ଟେକ୍ନୋଲୋଜି ଆମ ମନୁଷ୍ୟର କାମକୁ ବହୁତ ସରଳ କରିଦେଇଛି। ଯେଉଁ କାମ କରିବା ପାଇଁ ଦୁଇ ଦିନ ସମୟ ଲାଗୁଥିଲା। ତାହା ଦୁଇ ସେକେଣ୍ଡ ରେ ହୋଇଯାଉଛି। ଆଧୁନିକ ଯୁଗରେ ମନୁଷ୍ୟ ନିଜର ଜ୍ଞାନ କୌଶଳ ବ୍ୟବହାର କରି ଅନେକ କିଛି ତିଆରି କରିଛି। ଯାହା ମନୁଷ୍ୟର ଅନେକ ସାହାଯ୍ୟ ରେ ଆସୁଛି।
ତେବେ ବନ୍ଧୁଗଣ ମନୁଷ୍ୟ ଯେତେ ଆଗକୁ ଯାଇଥିଲେ ମଧ୍ୟ ପ୍ରକୃତି ସହିତ କେହି ବି ମୁକାବିଲା କରିପାରିବେ ନାହିଁ। କାରଣ ଅନେକ ଏପରି ଅଛନ୍ତି ଯେଉଁ ମାନେ କି ମନୁଷ୍ୟର ଜ୍ଞାନ କୌଶଳକୁ ନେଇ ଅନେକ କିଛି ଦୁଃସାହ କରି ପ୍ରକୃତି ସହିତ ଲଢ଼ିବା ପାଇଁ ଚେଷ୍ଟା କରନ୍ତି।
ଏସବୁ କହିବାର ଅର୍ଥ ହେଉଛି , ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି , ଯାହାକି ପାଣି ସହିତ ମୁକାବିଲା କରିବା ପଡିଲା ମହଙ୍ଗା ତେବେ ଚାଲନ୍ତୁ ଏହି ଭିଡ଼ିଓ ବାବଦରେ ଜାଣିବା। ଏହିଠାରେ ଏକ ଭିଡ଼ିଓ ନଜର କୁ ଆସିଛି ଯେଉଁଠି ଏକ ଗାଡି ପାଣି ଭିତରେ ଏମିତି ଭାବରେ ଫସି ଯାଇଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି।
ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଜୋର ରେ ଭାଇରଲ ହୋଇଛି ଯେଉଁଠି କାର ଟି ଏମିତି ଭାବରେ ଫସି ଯାଇଛି। ଆଉ ଏହି ଭିଡ଼ିଓ ରେ ଏକ ବନ୍ୟା ଜଳ ବହୁଳ ଭାବରେ ଜୋର ରେ ହୋଇଛି ଯେଉଁଠି ଆପଣ ମାନେ ଦେଖିବାକୁ ପାଇଥିବେ।
ବିଭିନ୍ନ ସମୟରେ ଏମିତି ସବୁ ଭିଡ଼ିଓ ଅନେକ ସମୟ ରେ ନଜର କୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏହି ଭିଡ଼ିଓ କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଚର୍ଚା ଜୋର ଧରିଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।
ଆଉ ଏହି ଭିଡ଼ିଓ ଟିରେ ଏକ ବୋଲର ରି ଯାଉଥିବା ସମୟରେ ଏମିତି କିଛି ଘଟି ଯାଇଛି ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ଏଠାରେ ଏକ ବନ୍ୟା ଜଳ ପ୍ରବାହିତ ହୋଇଛି ଯେଉଁଠି ବହୁତ ଜୋର ରେ ପ୍ରଖର ମଧ୍ୟ ରହିଛି। ଆଉ ଏହି ସମୟ ରେ ସମସ୍ତେ ବିପଦ ରେ ରହିଥିବା ସମୟ ରେ ସେହି ଗାଡିଟି ପଳେଇ ଯାଇଥିଲା।
ଆଉ ଶେଷରେ ଏମିତି କିଛି ଘଟି ଯାଇଥିଲା ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଏବେ ଚର୍ଚା ଜୋର ଧରିଛି। ଆଉ ଏହି ସମୟ ରେ ଗାଡି ଟି ପାଣି ଭିତରେ ଫସି ଯାଇଥିଲା ଯାହାର ଦୃଶ୍ୟ ଆପଣ ମାନେ ଦେଖିବାକୁ ପାଇଥିବେ।
ଆଉ ଘଟଣା ଟିରେ ଗାଡି ବନ୍ୟା ଜଳ କୁ ଖାତିର କରି ନଥିଲା ଏବଂ ଶେଷରେ ପାଣି ରେ ଭାସି ଯାଇଥିଲା ଯାହା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି। ଆଉ ଯାହା ବି ହେଉ ଘଟଣା ଟିରେ ଗାଡି ଟି ଏବେ ଏହିଭଳି ଭାବରେ ଏମିତି ଫସି ଯାଇଛି ଯାହା ଚାରିଆଡେ ଭାଇରଲ ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।