viral ଭିଡ଼ିଓ : ମୋତେ ଭାଉଜ ଭାଉଜ ଡାକି ମୋ ଶୋଉତୁଣୀ ହେଇଗଲା, ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ଶକ୍ତିଶାଳୀ ହେଇଥାଏ କିନ୍ତୁ ଏହି ସମ୍ପର୍କର ମୂଳଦୁଆ ଏକ ସୂକ୍ଷ୍ମ ସୂତା ଉପରେ ଯୋଡ଼ି ହେଇ ରହିଥାଏ ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟତମ ମତଭେଦ ଦେଖାଯାଏ, ତେବେ ଏହି ସମ୍ପର୍କ ଭାଙ୍ଗିଯାଏ।

ଏବେ ଆପଣ ମାନେ ଏହି ପୋଷ୍ଟ ମାଧ୍ୟମରେ ଏପରି ସ୍ୱାମୀ-ସ୍ତ୍ରୀଙ୍କ ତୁହଳପୂର୍ଣ୍ଣ କାହାଣୀ ବିଷୟରେ ସୂଚନା ଜାଣନ୍ତୁ ବାସ୍ତବରେ ଆଜିକାଲି ଅଦ୍ଭୁତ ମାମଲା ସାମ୍ନାକୁ ଆସୁଛି। ଯେଉଁଠାରେ ଜଣେ ପତ୍ନୀ ତାଙ୍କ ସଉତୁଣୀଙ୍କ ବିରୋଧରେ କୋର୍ଟରେ ଲଢେଇ କରି ଗୋଟେ କୋଟି ଟଙ୍କାର କ୍ଷତିପୂରଣ ପାଇଛନ୍ତି।

କିଛି ସମୟ ପୂର୍ବରୁ ଏକ ଅଜବ ନିଷ୍ପତ୍ତି ନେଇଛନ୍ତି, ଯେଉଁ କାରଣରୁ ଏହା ଆଜିକାଲି ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ତାଙ୍କ ସ୍ୱାମୀଙ୍କଠାରୁ ଜଣେ ମହିଳା ଯେତେବେଳେ ରହୁଥିବା ଜଣେ ମହିଳା ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ବାହାରେ ଜଣେ ମହିଳାଙ୍କ ଶାରୀରିକ ସମ୍ପର୍କ ରଖିଛନ୍ତି। ସେତେବେଳେ ସେ ତାଙ୍କ ସଉତୁଣୀ ଉପରେ ଥାନାରେ ମାମଲା ରୁଜୁ କଲେ ।

ମହିଳା ଜଣକ ପ୍ରେମ ବିବାହ କରିଥିଲେ ତାଙ୍କର ନାମ ପ୍ରତାପ ବାରିକ୍ ପିଲାକୁ ସେ ବିବାହ କରିଥିଲେ ୪ ବର୍ଷ ହେଇଥିଲା ଦୁଇଜଣ ପରିବାର ବହୁତ ଖୁସି ରେ କାଟୁଥିଲା । ସେ ଲକ୍ ଡାଉନ୍ ସମୟରେ ସେ ୮ ରୁ ୯ ମାସ ଘରେ ନଥିବା ସମୟରେ ତାଙ୍କର ଶାଶୂ, ଶଶୁର ଓ ଦିଅର ମିଶି ତାଙ୍କ ସ୍ଵାମୀ ଙ୍କ ସହିତ ଏକ ବିବାହିତ ମହିଳା ଙ୍କ ବିବାହ କରିବେ ବୋଲି ଯୋଜନା କରିଥିଲେ ମହିଳା ଜଣ କ ଏହି ଖବର ପାଇ ଘର କୁ ଆସିଥିଲେ ।

ମହିଳା ଜଣକ ତାଙ୍କ ସ୍ଵାମୀ କୁ ବୁଝାଇଲେ ତଥାପି ଶୁଣିଲେ ନାହିଁ । ଯୌତୁକ ପାଇଁ ସ୍ବାମୀ ତାଙ୍କ ସ୍ତ୍ରୀ କୁ ଛାଡ଼ିଦେଲେ । ପ୍ରଥମ ଥର କହିବାରୁ ସେ ତାଙ୍କ ବାପାଙ୍କ ଘର ରୁ ୩ଲକ୍ଷ ଟଙ୍କା ଆଣି ଦେଇଥିଲେ କିନ୍ତୁ ତାଙ୍କ ସ୍ଵାମୀ ଅଯଥା ଖର୍ଚ୍ଚ କରି ଉଡ଼ାଇ ଦେଇଥିଲେ ଶଶୁର ଙ୍କୁ ଦେଇ ନ ଥିଲେ ସେଇଠି ପାଇଁ ଶଶୁର ଆହୁରି ଥରେ ସେ ଯୌତୁକ ମଗିଥିବାରୁ ସେ ଆଣି ଦେଇ ନ ଥିଲେ ।

ସେଇଥି ପାଇଁ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହେଇଥାଏ ।ସେ ସେତେ ଗୁରୁତ୍ଵ ଦେଇ ନ ଥିଲେ । କିନ୍ତୁ ସେ ମହିଳା ଜଣଙ୍କ ର ସ୍ବାମୀ କୁ ଏମିତି କରିଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଥିଲେ ।

ତାପରେ ମହିଳା ଜଣକ ସେ ବିବାହିତ ମହିଳା ଙ୍କୁ ପଚାରିଲେ କି ତୁମ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅଛି ନା ନାହିଁ କିନ୍ତୁ ସେ ବିବାହିତ ମହିଳା କହିଲେ କି ନା ଆମ ଭିତରେ କିଛି ନାହିଁ ସେ ଦୁଇ ଜଣ ଦୁହିଁଙ୍କୁ ଜାଣିଥିଲେ ଏକାଠି କାମ କରୁଥିଲେ ଓ ବିବାହିତ ମହିଳା ତାଙ୍କୁ ଭାଉଜ ଭାଉଜ ବୋଲି ଡାକୁଥିଲେ ସେ ତାଙ୍କ ବିଷୟ ରେ ସବୁ କିଛି ଜାଣିଥିଲେ । ଶାଶୁ ଓ ଶଶୁର ଦୁହେଁ ମିଶି ତାଙ୍କୁ ନିର୍ଯାତନା ଦେଉଥିଲେ ଏହି ନେଇ ଥାନା ରେ ଅଭିଯୋଗ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।