breaking news -ସରକାରଙ୍କ ବଡ ଘୋଷଣା ଏଣିକି ମହିଳା ମାନଙ୍କୁ ମାସକୁ ମିଳିବ ୧୦୦୦ ଲେଖାଏଁ ସହାୟତା ରାଶି,ଜାଣନ୍ତୁ କେଉଁ ମାନେ ପାଇବେ…
ଏଣିକି ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି। ସରକାର ମାସକୁ ୧୦୦୦ ଲେଖାଏଁ ଟଙ୍କାର ରାଶି ଯୋଗେଇ ଦେବେ ପ୍ରତ୍ୟେକ ମହିଳା ମାନଙ୍କୁ। ତେବେ ଏହା କେବଳ ପଞ୍ଜାବର ମହିଳା ମାନେ ପାଇ ପାରିବେ।
ତେବେ ଚଳିତ ନିର୍ବାଚନରେ AAP ସରକାର କେଜ୍ରିୱାଲ କହିଥିଲେ ଯେ, ଯଦି ନିର୍ବାଚନରେ AAP କ୍ଷମତାକୁ ଆସେ ତେବେ ପଞ୍ଜାବର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କାର ଆର୍ଥିତ ସହାୟତା ଯୋଗାଇ ଦେବ ତାଙ୍କ ସରକାର । ଯଦି ଗୋଟିଏ ପରିବାରରେ 3ଜଣ ମହିଳା ଅଛନ୍ତି ତେବେ ପ୍ରତ୍ୟେକଙ୍କୁ ୧୦୦୦ ଟଙ୍କା ପ୍ରଦାନ କରାଯିବ, ଯାହା ବିଶ୍ବର ସବୁଠୁ ବଡ ମହିଳା ସଶକ୍ତିକରଣ ଅଭିଯାନ ହେବ ବୋଲି କହିଛନ୍ତି କେଜ୍ରିଓ୍ବାଲ । ସେହିପରି ବୃଦ୍ଧ ମହିଳାମାନେ ପେନସନ ବା ଭତ୍ତା ପାଉଥିଲେ ସେମାନେ ତାହା ବ୍ୟତୀତ ଅତିରିକ୍ତ ଭାବେ ଏହି ୧ ହଜାର ଟଙ୍କାର ସହାୟତା ରାଶି ପାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ AAP ସରକାର କେଜ୍ରିଓ୍ବାଲ ।
ତେବେ AAP ସରକାର କେଜ୍ରିୱାଲ କ୍ଷମତାକୁ ଆସିଲା ପରେ ଦେଇଥିବା ପ୍ରତଶ୍ରୁତିକୁ ପୂରଣ କରିବା ପାଇଁ ଯାଉଛନ୍ତି। ଏଣିକି ପଞ୍ଜାବର ପ୍ରତ୍ୟେକ ମହିଳା ମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ଯାହା କେଜ୍ରିୱାଲ ଘୋଷଣା କରିଛନ୍ତି।
କେବିନେଟ୍ ମନ୍ତ୍ରୀ ବଳଜିତ କୋର ଆଗାମୀ ମାସେ କି ଦୁଇ ମାସ ମଧ୍ୟରେ ପଞ୍ଜାବର ପ୍ରତ୍ୟେକ ମହିଳା ମାନଙ୍କୁ ମାସିକ ମିଳିବ ୧୦୦୦ ଲେଖାଏଁ ସହାୟତା ରାଶି। ତେବେ ପଞ୍ଜାବର ୧୮ ବର୍ଷରୁ ଉର୍ଦ୍ଧ୍ବ ମହିଳା ମାନଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ଅଟେ।
ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା AAP ମୁଖ୍ୟ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଥିଲେ ଯେ ମହିଳା ସଶକ୍ତି କରଣ ପାଇଁ ଯଦି ତାଙ୍କ ସରକାର ପଞ୍ଜାବରେ କ୍ଷମତାକୁ ଆସନ୍ତି ତେବେ ପଞ୍ଜାବର ୧୮ ବର୍ଷର ଉର୍ଦ୍ଧ୍ବ ମହିଳା ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ।
ମହିଳା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଅଭିଯାନ ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମହିଳା ମାନଙ୍କ ନାମ ପଞ୍ଜିକୃତ କରାଇବା ସହ ସେମାନଙ୍କୁ ସ୍ଲିପ ପ୍ରଦାନ କରିଥିଲେ। ତେବେ କେଜ୍ରିୱାଲଙ୍କ ଏହି ଘୋଷଣାରେ ବିରୋଧୀ ଦଳର ନେତାମାନେ ଅନେକ ହଙ୍ଗାମା ମଧ୍ୟ କରିଥିଲେ। ଯେଉଁଟି ଭଣ୍ଡାର କାରି ଅଛି ଟଙ୍କା କୁଆଡୁ ଆସିବ କଉଠୁ ଆଣି ସରକାର ମାସକୁ ୧୦୦୦ ଟଙ୍କାର ଅନୁଦାନ ଯୋଗାଇ ଦେବ ସେ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ।
ଏହାର ଉତ୍ତରରେ କେଜ୍ରିୱାଲ କହିଥିଲେ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେଲେ ପଞ୍ଜାବର ଭଣ୍ଡାର ଖାଲି ହୋଇଯିବ ନାହିଁ । ଯଦି ଗାଁର କଲେଜର ଝିଅ ମହିଳାଙ୍କ ପାଇଁ ୧୦୦୦ ଲେଖାଏଁ ଟଙ୍କା ଦିଆଯାଏ ତେବେ ପଞ୍ଜାବର ଭଣ୍ଡାର କିଭଳି ଖାଲି ହୋଇଯିବ। ପଞ୍ଜାବର ନିର୍ବାଚନ ସମୟରେ AAP ସରକାର ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ଯାହା ଏବେ ପୂରଣ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।