viral video-ଚାଲିଥିଲା ବାହାଘର ଆଖି ବୁଜିଲା ଝିଅ ର ମାଆ , କେଇ ମୁହୁର୍ତ୍ତରେ ସରିଗଲା ସବୁ…ଭିଡ଼ିଓ ଦେଖିଲେ କାନ୍ଧି ପକେଇବେ ଦେଖନ୍ତୁ ଭିଡ଼ିଓ…

ଝିଅ ବାହାଘର ସମୟ ରେ ଚାଲି ଗଲା ମା ର ଜୀବନ । ଏହି ଘଟଣା ଟି ଦେଖିବା ପାଇଁ ମିଳିଛି ବରଗଡ଼ ଜିଲ୍ଲା ର ଶ୍ରୀନଗର ଥାନା ଅନ୍ତର୍ଗତ ରାଇପାଳି ଗ୍ରାମ ରେ । ତେବେ ଝିଅ ବାହା ଘର ସମୟ ରେ ଚାଲି ଗଲା ମା ର ଜୀବନ । ଏହି ଘଟଣା ଟି ଶୁଣିବା ବେଳକୁ ନିଶ୍ଚୟ ଆପଣଙ୍କ ଛାତି ଭିତର ଟା କଣ ହେଇ ଯାଉ ଥିବ । ତେବେ କେମିତି ଗୋଲା ମା ର ଜୀବନ ।

ଝିଅ କଣ ମା କୁ ମାରି ଦେଲା । ନାଇଁ ଆଜ୍ଞା ମା ମରିବାର ମୁଖ୍ୟ କାରଣ ହେଉଛି ମୋଦ । ଯଦି ଜଣେ ନିଶା ଦ୍ରବ୍ୟ ପି ଥାଏ । ତାହାଲେ ସେ କଣ କରେ ନିଜେ ବୁଝି ପାରେ ନାହିଁ । ଆଉ ଆପଣ ମାନେ ତ ଜାଣି ଥିବେ ବାହା ଘର ମାନେ ମୋଦ ଉଡିବ ।

ଯିଏ କେହି ଦିନ ମୋଦ ପିଉ ନ ଥିବ ସେ ବାହା ଘର ହେଲେ ଖୁସି ରେ ମୋଦ ଟିକେ ପି ଦେଇ ଥାଏ । ତେବେ ସତରେ ଆଜି ଜଣେ ମା ର ଜୀବନ ଏଇ ମୋଦ ନେଇ ଗୋଲା । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଟିକୁ ଜାଣିବା ।

ତେବେ ଘଟଣା ଟିରେ ଝିଅ ଟିର ବାହାଘର ଦିନ ଅନେକ ବରଯାତ୍ରୀ ମୋଦ ପି ଝଗଡା କରୁ ଥିଲେ । ତେବେ କହିବା ପାଇଁ ଗଲେ ବରଯାତ୍ରୀ ମାନେ ହସ ରେ ନ ଥିଲେ । ତେଣୁ କିଛି କାରଣ ହେତୁ ବର ଯାତ୍ରୀ ମାନେ ଝିଅ ର ଘର ଲୋକ ସହିତ ଝଗଡା ଲାଗି ଥିଲେ । ଆଉ ତା ପରେ ସୃଷ୍ଟି ହୋଇ ଥିଲା ମହା ଭାରତ ।

 ଶେଷରେ ଝିଅ ର ସମ୍ପର୍କୀୟ ଜଣେ ଖଣ୍ଡା ନେଇ ରାଗ ରେ ଘର ଗୋଡ଼ କାଢି ଥିଲେ । କିନ୍ତୁ ଝିଅ ର ମା ତାଙ୍କୁ ରାସ୍ତା ଛାଡି ନ ଥିଲେ । କାରଣ ଝିଅ ର ବାହାଘର ଭାଙ୍ଗି ଗଲେ ଝିଅ ସବୁ ଦିନ ପାଇଁ ଘରେ ବସି ଯିବ । ତେଣୁ ଝିଅ ର ମା କହିଲେ ସେମାନେ ଯାହା କରିବେ କରୁନ୍ତି ଆମ ଜ୍ୱାଇଁ ତ ଆମକୁ କିଛି କହି ନାହିଁ ।

ତେବେ ଏତିକି କହି ଝିଅ ର ମା ଅଟକାଇ ଥିଲେ । ତେବେ ଲୋକଟି ରାଗ ରେ ଝିଅ ର ମା କୁ ମାରି ଦେଇ ଥିଲା । ନିଜ ଝିଅ ଘର ଲୋକ ନିଜ ଲୋକ କୁ ମାରି ଦେଇ ଥିଲେ । ତେଣୁ ଦୁନିଆ ରେ ଯେତେ ସବୁ ହଣା କୋଟା ହେଉଛି ଏଇ ମୋଦ ପାଇଁ । ଯିଏ ଥରେ ନିଶା ଦ୍ରବ୍ୟ ଖାଇ ଦେଉଛି ସେ ତା ନିଜ ଉପରେ ଭରସା କରେ ନାହିଁ ସେ କଣ କରି ପାରିବ । ଟିକେ ଟିକେ କଥା ପାଇଁ ଝିଅ ବିବାହ ରେ ମା ର ମୃତୁ ହୋଇ ଗଲା । ସବୁ କିଛି ମୋଦ ପାଇଁ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।