Exclusive : ପ୍ରକୃତିର ଛୋଟ ଛୋଟ ଡ୍ରେସ୍ ଦେଖିଲେ ମୋ ଦେହ ସିତେଇ ଉଠେ,ଆଉ ତାଙ୍କର ଡାନ୍ସ ଦେଖିଲେ ମୁଣ୍ଡ କାମ କରିବନି: ଏମିତି କହିଲେ କାଳିଆ ଷଣ୍ଢ,ଦେଖନ୍ତୁ ଭିଡ଼ିଓ….

ବର୍ତମାନ ସମୟ ରେ ଏଭଳି ଏକ ଘଟଣା ର ଫୁଟେଜ ଆସିଛି ସାମ୍ନାକୁ ଯାହା ଜାଣିଲେ ଆପଣ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ,ଯେଉଁଠି ରହୁଛନ୍ତି ବାବୁସାନ ସେଇଠି ରହୁଛନ୍ତି ନିଜେ ପ୍ରକୃତି ମିଶ୍ର,ଦୁଇଜଣ ଗୋଟିଏ ରୁମ ରେ ଏବେ ମଧ୍ୟ ରହୁଛନ୍ତି ଯାହାର ପ୍ରଥମଥର ପାଇଁ ଫୁଟେଜ ଆସିଛି ସାମ୍ନା କୁ,ଯାହା ଦେଖିଲେ ଆପଣ ନିଜ ଆଖି କୁ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ ଦୁଇଜଣ ଏତେ ଘଟଣା ପରେ ମଧ୍ୟ ଏକାଠି ରହୁଛନ୍ତି ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିବେନି!

ତେବେ ସବୁଠାରୁ ବଡ କଥା ଏହା ଯେ ପ୍ରକୃତି ଙ୍କ ବାପା ମା ମଧ୍ୟ ଏହି ସବୁ କଥା କୁ ଜଙ୍କିଛନ୍ତି ଓ ସେହି ଗୋଟିଏ ଜାଗାରେ ସେ ନିଜ ଝିଅ ସହିତ ଦେଖା କରିବା ସହ ବାବୁସାନ ସହିତ ମଧ୍ୟ ମିଶିଛନ୍ତି ଯାହାକି ସିସିଟିଭି ରେ ସମ୍ପୂର୍ଣ ଭାବେ କାଏଡ଼ ହେଇଚି ଓ ଦୁଇଜଣ ଯେଉଁଭଳି ଡ୍ରାମା କରୁଥିଲେ ଦୁଇଦିନ ହେବ ତାହା ସ୍ପଷ୍ଟ ଭାବେ ଧାରା ପଡିଛି!

ତେବେ ବର୍ତମାନ ଆଉ କୌଣସି ପ୍ରକାର ଚାଲାକି କରିପାରିବେ ନାହିଁ ଏ ଦୁଇଜଣ କିମ୍ବା ପ୍ରକୃତି ଙ୍କ ବାପା ମା,ବାବୁସାନ ଙ୍କୁ ଜ୍ୱାଇଁ କରିବା ପାଇଁ ଏକ ପ୍ରକାର ମନ ସ୍ତ୍ରୀର ବୋଧେ କରିଛନ୍ତି ପ୍ରକୃତି ଙ୍କ ବାପା ମା ଯେଭଳି ଭାଷଣ ମିଡ଼ିଆ ଆଗରେ ଦେଉଥିଲେ ଏବେ ହୁଏତ ଆଉ ବାହାରକୁ ଆସି ପାରିବେ ନାହିଁ ଏହି ଘଟଣା ପରେ!

ବାବୁରେ ତୁ ଏତେ ସ୍ୱାର୍ଥପର କେମିତି ହେଇ ପାରିଲୁ।ତୁ ତ ଆଗରୁ ଏମିତି ନଥିଲୁ ନା,ତୁ ତ ମୋର ଶୁଣ ପୁଅ ଥିଲୁ।ମୁଁ ଯାହା କହୁଥିଲି ସେୟା କରୁଥିଲୁ।ହେଲେ ହଠାତ୍ ତୋର କାନ ହେଲା ତୁ କାହିଁକି ଏମିତି ବଦଳି ଗଲୁ?କଣ ମୋ ଭଲ ପାଇବାର କିଛି କମି ରହିଗଲା,ନା ତୋ ବାପାଙ୍କ ସ୍ନେହ ସରଦ୍ଧାରେ କିଛି କମି ରହିଲା?

ଆମେ ଜଉ ଶିକ୍ଷା ସଂସ୍କାର ଦେଇ ତତେ ଏତିକି ଟିକିଏ ରୁ ଏତେ ବଡ କରିଲୁ ସେ ସବୁ କଣ ତୁ ଭୁଲିଗଲୁ?ତୁ କଣ ଭୁଲି ଗଲୁ ତା ମାରା ସେଇ ଦୁଃଖ କଷ୍ଟକୁ,ତୁ ଯେତେବେଳେ ଛୋଟ ଟେ ଥିଲୁ,ଭାରି ଜିଦିଆ ଥିଲୁ ବହୁତ ଦୁଷ୍ଟ ହେଉଥିଲୁ,ତତେ ସମ୍ଭାଳିବା ଯେ କେତେ କଷ୍ଟକର ହଉଥିଲା ସେସବୁ କେବଳ ମୁଁ ହିଁ ଜାଣିଛି।

ସେପଟେ ମୋର ଅଭିନୟ ଦୁନିଆ ଆଉ ଏପଟେ ତମ ଦୁଇ ଭାଇ ଭଉଣୀଙ୍କ ଅଳୀ ଅଝଟ ସହି ଦୁଇଟି ରୋଲ କୁ ଖୁବ ବାଲାନ୍ସ କରି ମୁଁ ନିଭଉଥିଲି।ତମ ଦୁହିଁଙ୍କ ପ୍ରତି ମୁଁ କେବେହେଲେ ଅବେହେଳା କରିନିରେ।ହେଲେ ତୁ ଆମକୁ ଏହି ବୁଢା ବୁଢ଼ୀ ବୟସରେ ଭଲ ଉପହାରଟିଏ ଦେଲୁ।ଭାବିଥିଲି ତ ଆଶାରେ ବାକି ଜୀବନଟା କାଟିଦେବୁ।

ହେଲେ ଟି ସାମାନ୍ୟ ଗୋଟେ ଝିଅ କଥାରେ ପଡ଼ି ଏହି ବାପା ମାଙ୍କୁ ପର କରିଦେଲୁ।ଆରେ ଆମକୁ ନହେଲା ନାହିଁ ହେଲେ ତୁ ଜଉ ଛୋଟ ନିଷ୍ପାପ ଛୁଆଟିକୁ ଜନ୍ମ ଦେଇଛୁ,ଯିଏ ଏହି ଦୁନିଆ ବିଷୟରେ କିଛି ଜାଣି ନାହିଁ ତୁ ତାକୁ ଥରେ ହେଲେ ଚାହିଁଲୁନି।ଯେଉଁ ଭଉଣୀ ସହ ମିଶି ତୁ ଖେଲିବୁଲି ଏତେ ବଡ ହେଲୁ!

ସେଇ ଭଉଣୀର ରାକ୍ଷୀର ମୂଲ୍ୟକୁ ତୁ କେମିତି ଭୂଲିଗଲୁ,ଯେଉଁ ସ୍ତ୍ରୀ ତା ଘର ପରିବାର ବାପା ମା ଛାଡ଼ି କିଛି ନ ଭାବି ତ ସହ ଚାଲି ଆସିଥିଲା ତୁ ତାକୁ କେମିତି ଭୁଲି ଗଲୁ?ଭଲ ପାଇ ପରା ତୁ ତାକୁ ବାହା ହେଇଥିଲୁ ସାତ ଜନ୍ମ ତା ସହିତ ରହିବୁ ବୋଲି କଥା ଦେଇଥିଲୁ।ମୋ ବାବୁ ତୁ ଏମିତି ମୁହଁରେ ତୁ ବହୁତ ଭଲ ତୁ କାଇଁ ଏମିତି ହଉଛି!

ଚାଲି ଆସ ମୋ ପାଖକୁ ସବୁକିଛି ଠିକ ହେଇଯିବ,ସେ ମାୟାବିନି ପାଖରେ ରହନା,ସେ ତତେ ବଞ୍ଚିବାକୁ ଦେବନିରେ ମୋ ଧନ।ଦର୍ଶକ ବନ୍ଧୁ ବାବୁଶାନ ନିଜ ମା ନିଜ ସ୍ତ୍ରୀ ଆଉ ନିଜ ପରିବାରକୁ ଭୁଲ ବୋଲି ପ୍ରମାଣିତ କରିବା ପରେ କଣ ଆପଣକୁ ଲାଗୁଛି ସେ ଘରକୁ ଫେରିବେ ବୋଲି?ଆଗକୁ ଦେଖିବା କଉ ପାଣି କୁଆଡେ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।