ଓଃ..କି..ଡ୍ୟାନ୍ସ – ଅଙ୍ଗନ ବାଡ଼ି ଦିଦି କଲେ ଠୁମକା ଡ୍ୟାନ୍ସ ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ହଁ ବନ୍ଧୁଗଣ ଆଜିର ଯୁଗରେ ଛୋଟ ପିଲାଙ୍କୁ ନିଜ ଆୟତ୍ତ ରେ ନେବା ବହୁ କାଠିକର ପାଠ ହେଇଥାଏ | କାରଣ ଏହି କୁନି କୁନି ପିଲା ମାନେ ଯେତେବେଳେ ତାଙ୍କର ଦୁଷ୍ଟାମୀ ଦେଖାଇଥାନ୍ତି ତାହାକୁ କେହି ରକିପାରିନଥାଏ | ତାହାଲେ ଦର୍ଶକ ବନ୍ଧୁ ସେଇ କୁନି କୁନି ପିଲାଙ୍କୁ ନିଜ ଆୟତ୍ତ ରେ ନିଆରା ଢଙ୍ଗରେ ପାଠ ପଢ଼ାଉଛନ୍ତି ଜଣେ ଅଙ୍ଗନବାଡି ଶିକ୍ଷୟତ୍ରୀ |

ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ | ଦର୍ଶକ ମାନେ ଶିକ୍ଷୟତ୍ରୀ ଙ୍କ ଏହି ନିଆରା ପ୍ରୟାସ କୁ ଦେଖି ପ୍ରଶଂସା କରିଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଅଙ୍ଗନବାଡି ଦିଦି ଙ୍କ ସେଇ ପାଠ ପଢା ବିଷୟରେ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି |

ତେବେ ବନ୍ଧୁ ଗଣ ଆଜି କାଲି ବହୁତ କମ ଦେଖିବାକୁ ମିଳେ ଏମିତି ଶିକ୍ଷୟତ୍ରୀ ଯିଏ ନିଜେ ଚେଷ୍ଟାରେ ଛୋଟ ଛୋଟ ପିଲାଙ୍କୁ ନାଚ ଗୀତ ମାଧ୍ୟମ ରେ ପାଠ ପଢ଼ାଉଛନ୍ତି | ତେବେ ଅଙ୍ଗନବାଡି ଦିଦିଙ୍କ ଏହିପରି ନାଚ ଗୀତ ଦେଖି କୁନି କୁନି ପିଲା ମାନେ ଶ୍ରେଣୀ ଗୃହରେ ଆଗ୍ରହ ସହକାରେ ଦିଦିଙ୍କ ସହିତ ନାଚ ଗୀତ ରେ ସାମିଲ ହେଇ ଶ୍ରେଣୀ ଗୃହରେ ପାଠ ପଢା ରେ ଆଗ୍ରହ ଦେଖାଉଛନ୍ତି |

ହଁ ଦର୍ଶକ ବନ୍ଧୁ ତେବେ ଏହି ପରି ଏକ ଦୁଶ୍ୟ ଦେଖିବାକୁ ମିଳିଛି ଏକ ଅଙ୍ଗନବାଡି କେନ୍ଦ୍ର ରେ | ଯେଉଁ ଠାରେ ଦେଖିବାକୁ ମିଳିଛି କିଛି ନିଆରା ଦୁଶ୍ୟ ଯାହା ଆପଣ ଦେଖିଲେ ବି ପ୍ରଶଂସା ନ କରି ରହିପାରିବେନି | କାରଣ ଏଠାରେ ଦେଖିବାକୁ ମିଳିଛି ଅଙ୍ଗନବାଡି ଦିଦିଙ୍କ ନିଆରା ପ୍ରୟାସ ଯାହା ଏବେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସମସ୍ତ ସ୍ଥାନ ରେ ଶିକ୍ଷୟତ୍ରୀ ଙ୍କ ଏହି ପ୍ରୟାସ ଚର୍ଚ୍ଚା ର ବିଷୟ ପାଲଟିଛି |

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ରେ ଯେଉଁଥିରେ ଦେଖା ଯାଇଛି ଯେ, ଏକ ଅଙ୍ଗନବାଡି ରେ କିଛି କୁନି କୁନି ପିଲାମାନେ ଅଙ୍ଗନବାଡି ଦିଦିଙ୍କ ସହିତ ବେଶ ନାଚ ଗୀତ ମାଧ୍ୟମ ପାଠ ପଢୁଛନ୍ତି | ଶିକ୍ଷୟତ୍ରୀ ଜଣଙ୍କ ନାଚ ମାଧ୍ୟମ ଆବୁର୍ତ୍ତି କରି ସୁନ୍ଦର ଭାବରେ ସେମାନଙ୍କୁ ପାଠ ଶିଖାଉଛନ୍ତି |

ଶିକ୍ଷୟତ୍ରୀ ଙ୍କ ନାଚ ଓ ଗୀତ ମାଧ୍ୟମ ରେ ଏହି ଆବୁର୍ତ୍ତି ବା ଅଭିନୟ କୁ ଦେଖି ସେଠାରେ ଉପସ୍ଥିତ ଥିବା କୁନି କୁନି ପିଲାମାନେ ମଧ୍ୟ ଦିଦିଙ୍କ ପରି ଆବୁର୍ତ୍ତି ଓ ଅଭିନୟ ମଧ୍ୟ କରୁଥିବା ଦେଖା ଯାଇଛି | ତେବେ ଶିକ୍ଷୟତ୍ରୀ ଙ୍କ ଏହି ପ୍ରୟାସ ପାଇଁ ପିଲାମାନେ ଅଙ୍ଗନବାଡି କେନ୍ଦ୍ର ଯିବାକୁ ଆଗ୍ରହ ପ୍ରକାଶ କରିବା ସହିତ ପାଠ ପଢାରେ ମଧ୍ୟ ଆଗ୍ରହ ଦେଖାଉଛନ୍ତି |

ଆଉ ଅଙ୍ଗନବାଡି ଦିଦି ଜଣଙ୍କର ଏହିଭଳି ଭାବରେ ଚେଷ୍ଟା ମଧ୍ୟ ସଫଳ ହୋଇଛି | ଆଉ ଯାହା ପାଇଁ ସେ ପିଲା ମାନଙ୍କୁ ସେମାନ ଙ୍କ ପିଲାଳିଆମୀ ରେ ପାଠ ପଢାଇବାକୁ ଚେଷ୍ଟା କରିଛନ୍ତି | ଆଉ ଅଙ୍ଗନବାଡି ଦିଦି ଙ୍କର ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯାହା କୁ ଦେଖିକି ସମସ୍ତେ ଅଙ୍ଗନବାଡି ଦିଦି ଙ୍କର ବେଶ ପ୍ରସଂଶା ମଧ୍ୟ କରୁଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।