viral ଭିଡ଼ିଓ – ରାତିରେ ଭାଉଜଙ୍କ ଭିଡ଼ିଓ ହେଲା viral ଭିଡ଼ିଓ ଦେଖିଲେ ମଜା ଆସିଯିବ,ମାତ୍ର 2 ଘଣ୍ଟାରେ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ ….

ଆଜି କାଲି ଦୁନିଆ ରେ ସମସ୍ତେ ସେଲିବ୍ରେଟି ହେବା ପାଇଁ ଚାହିଁ ଥାନ୍ତି । କିନ୍ତୁ ସେଲିବ୍ରେଟି ହେବା ପାଇଁ ବହୁତ କଷ୍ଟ କରିବା ପାଇଁ ପଡି ଥାଏ । ଯେଉଁ ମାନକୁ ଭଗବାନ ଆଶୀର୍ବାଦ ଦେଇ ଏ ଦୁନିଆ କୁ ପଠାଇ ଥାନ୍ତି । ସେହି ବ୍ୟକ୍ତି ମାନେ କେବଳ ସେଲିବ୍ରେଟି ହୋଇ ପାରନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ , ଆଜିର ଏହି ମୋବାଇଲ ଦୁନିଆ ରେ ସମସ୍ତେ ଜଣେ ଜଣେ ଷ୍ଟାର ହୋଇ ଯାଉ ଛନ୍ତି ।

ଯାହା ଆପଣ ମାନେ ମଧ୍ୟ ଚାହିଁଲେ ହୋଇ ପାରିବେ । ତେବେ ଆଜି ଆମେ ଜଣେ ନାରୀ ବିଷୟ ରେ କହିବା ପାଇଁ ଯାଉଛୁ , ଯାହାକୁ ଆଜି ସାରା ଓଡିଶା ବାସୀ ଜାଣି ସାରିବେଣୀ । ତେବେ ସେ ଜଣେ ବିବାହିତ ନାରୀ । ଟିକ ଟକ ରେ ସେ ପ୍ରଥମେ ଛୋଟ ଛୋଟ ରିଲସ କରୁ ଥିଲେ ।

ତେବେ ସେଥିରୁ ସେ ଟିକେ ଟିକେ ଆକ୍ଟିଂଗ ଶିଖୁ ଶିଖୁ ଆଜି ସେ ଗୋଟେ2 ଷ୍ଟାର ହୋଇ ଯାଇ ଛନ୍ତି । ତେବେ ଆଜି ତାଙ୍କର ସେହି ସୁନ୍ଦର ଭିଡିଓ ଟି ଭାଇରାଲ ହୋଇଛି । ତେବେ ଆସନ୍ତୁ ଦେଖିବା ତାଙ୍କର ସେହି ରିମିକ୍ସ ଭିଡିଓ ।

ପ୍ରଥମେ ଝିଅ ଟି ପଚାରିଛି , ସୀମା ଦିଦି ତମେ ଏତେ ଜଲ୍ଦି କଣ ପାଇଁ ବାହା ହେଇ ଗୋଲ । ଉତ୍ତର ରେ ଆସି ଥିଲା ଚୋରା ପ୍ରେମ ଭାରି କଷ୍ଟ ଦାୟକ । ତେବେ ଝିଅ ଟି କହି ଥିଲା ଓଃହ ସେଥି ପାଇଁ , ତେବେ ଗୋଲା ବେଳେ କଣ ନେଇ ଆସିଛ , ଉତ୍ତର ରେ ମଥା କୁ ଆଣିଛି ମୁଁ ମାଟି ସିନ୍ଦୁର ମୁଁ ହାତ କୁ ଆଣିଛି ଚୁଡ଼ି ।

ପୁଣି ସେହି ଝିଅ ଟି କହିଲା ମୁଁ ସେ କଥା କହୁନି , ତୁମ ନଣଦ ପାଇଁ କଣ ଆଣିଛ । ପୁଣି ଗୀତରେ ସୀମା କହୁ ଛନ୍ତି , ନଣଦ ପାଇଁ ନଣଦ ପୁଟୁଳି । ଠିକ ଏହି ଭଳି ଭାବ ରେ ସେ ରିମିକ୍ସ ଗୀତ ର ତାଳେ ତାଳେ ଆକ୍ଟିଂଗ କରି ଚାଲି ଥିଲେ । ଯାହା ଆଜି ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ମନ କୁ ଛୁଇଁ ଯାଇଛି ।

ତେବେ ଆଜି କାଲି ର ନାରୀ ମାନେ ଏତେ ମାତ୍ରା ରେ ଭିଡିଓ କରୁଛନ୍ତି ଯେ ଆପଣ ଭାବି ପାରିବେ ନାହିଁ । ସେମିତି ଦେଖିବା ପାଇଁ ଗଲେ ଓଡ଼ିଶା ର 60 ପ୍ରତିଶତ ସ୍ତ୍ରୀ ଲୋକ ଆଜି ରିଲସ କରୁ ଛନ୍ତି । ଘରେ କାମ ସାରିବା ପରେ ସେମାନେ ଏହି ସବୁ କାମ ରେ ବିଜି ରହୁ ଛନ୍ତି ।

କାରଣ ତାଙ୍କର ଲୋକ ପ୍ରିୟତା ଦରକାର । ଯଦି ସେମାନେ ସେହି ସମୟ ନିଜ ପିଲା କୁ ପାଠ ପଢ଼ାନ୍ତେ ତାହାଲେ ପିଲାଟି ଭଲ ମଣିଷ ହୋଇ ପାରନ୍ତା । କିନ୍ତୁ ନାହିଁ ଆଜି କାଲି ର ନାରୀ ମାନେ ରିଲସ କରିବାରେ ବ୍ୟସ୍ତ ରହୁ ଛନ୍ତି । ତେଣୁ ଆପଣଂକ ପିଲାର ଭବିଷ୍ୟତ ଆପଣଙ୍କ ହାତ ରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।