🛑EXCLUSIVE : ୬ ବର୍ଷ ସମ୍ପର୍କରଖିଲା ଏବେ ମତେ ଛାଡି ନୂଆ ପ୍ରେମିକା,ପାଇ ମତେ ଭୁଲି ତାକୁ ବାହା ହେଇଗଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଦୀର୍ଘ ୬ ବର୍ଷ ଧରି ପ୍ରେମ କଲେ ଶାରିରୀକ ସମ୍ପର୍କ ରଖିଲେ ଆଉ ତା ପରେ ଧୋକା ଦେଲେ ଯୁବକ। ଏବେ ନ୍ୟାୟ ପାଇବା ଆଶାରେ ପ୍ରେମିକା ଯାଇ ଥାନା ରେ ଅଭିଯୋଗ କରିଛନ୍ତି । ବିବାହର ଲଗ୍ନ ଧାର୍ଯ୍ୟ ଦିନ ହିଁ ପ୍ରେମିକ କୁଆଡେ଼ ଫେରାର ହୋଇ ଯାଇଛନ୍ତି।

ତେବେ ଲଭ ସେକ୍ସ ଧୋକାର ଶୀକାର ହୋଇ ନିଜ ଜୀବନକୁ ଏବେ ବାଜିରେ ଲଗେଇଛ ପ୍ରେମିକା। ଧୋକା ପାଇବା ପରେ ଯୁବତୀ ତାଙ୍କ ମା ଓ କିଛି ସମ୍ପର୍କୀୟ ମାନଂକୁ ନେଇ ପ୍ରେମିକ କୁ ପୋଲିସ୍ ଥାନା ରେ ଦ୍ବାରସ୍ଥ ହେଉଛନ୍ତି। ଏପରିକି ଯୁବତୀ କହିଛନ୍ତି ତାଙ୍କୁ ଯଦି ନ୍ୟାୟ ନମିଳେ ତେବେ ସେ ପ୍ରେମିକ ଘର ସାମ୍ନାରେ ଆତ୍ମହତ୍ୟା କରିବେ।

 ସେପଟେ ପୋଲିସ୍ ଏହି ଘଟଣାରେ ହସ୍ତକ୍ଷପ କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରାଜଧାନୀ ରେ ଅଞ୍ଚଳ ରେ। ସୂଚନା ମୁତାବକ ଏହି ଗ୍ରାମ ର ଜଣେ ନାବାଳିକା ନାମକ ଯୁବତୀ ସହିତ ଜ୍ୟୋତିରଂଜନ ନାୟକ ଙ୍କ ଛଅ ବର୍ଷ ତଳେ ଦେଖା ସାକ୍ଷାତ ହୋଇଥିଲା ଏହାପରେ ପ୍ରେମ ନିବେଦନ କରିଥିଲେ କିନ୍ତୁ ନାବାଳିକା ପ୍ରଥମେ ଏହି ସମ୍ପର୍କ ପାଇଁ ରାଜି ନଥିଲେ ଯାହା ଫଳରେ ଯୁବକ ଜଣକ ଆତ୍ମହତ୍ୟା କରିବେ ବୋଲି କହିଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ୍ ସମ୍ପର୍କ ଏବଂ ସମ୍ପର୍କ ଏତେ ନିବିଡ ହୋଇ ଯାଇଥିଲା ଯେ ଦୁହେଁ ଶାରିରୀକ ସମ୍ପର୍କ ରଖିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ। ଏମିତିକି ଯୁବକ ଯୁବତୀଙ୍କ ଘରକୁ ପ୍ରାୟ ସମୟରେ ଯିବା ଆସିବା କରୁଥିଲେ। ଉଭୟ ପରିବାର ବିବାହ ପାଇଁ ରାଜି ଥିଲେ। ଏପରିକି କୁଆଡେ ଜମକୋଟା ଏକ ମନ୍ଦିରରେ ଯୁବତୀଙ୍କୁ ଶଙ୍ଖା ଆଉ ସିନ୍ଦୂର ମଧ୍ୟ ପିନ୍ଧାଇ ଥିଲେ ଯୁବକ ଆଉ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କକୁ ଆଉ ଟିକେ ମଜବୁତ୍ କରିଥିଲେ।


ତେବେ ଗତ କିଛି ଦିନ ଯୁବକଙ୍କ ପରିବାର ଲୋକେ ପରିବାର ଲୋକଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲେ ଏବଂ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ କହିଥିଲେ। ତେଣୁ ବିବାହ ପାଇଁ ଯୁବତୀଙ୍କ ମା ଧାର କରଜ କରି ବିବାହର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ଓ କୋର୍ଟ ମାରେଜ ପାଇଁ ପ୍ରସ୍ତୁତ କରିବାକୁ କହିଥିଲେ । ଯୁବତୀ ର ମାଆ ସେହି ସବୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ସରିବା ପରେ ଯୁବକ କୁ ମରେଜ ପାଇଁ କହିଥଲେ ।

କିନ୍ତୁ ସେହି ସମୟରେ ୩ମାସ ହେବ ପୁଅଟି ବହୁତ୍ ରୁଡ଼ ବିହେଭେ କରିଥିଲା । ଝିଅ ଟି ପଚାରିଲା କଣ ହେଇଛି ବୋଲି ପୁଅ ଟି କହିଲ ଘର ଅସୁବିଧା ତାପରେ ଝିଅ ଟି କହିଲ ଘରେ ଯାହା ହଉଛି ହଉ ତାପରେ ମାରଜେ କଥା କହିଲା କୁ ତା ପର ଦିନ ମାନେ ଗତ କାଲି ସେ ପୁଅ ଟି ଫେରାର ହୋଇ ଯାଇଛନ୍ତିଏବଂ ନ୍ୟାୟ ପାଇବା ଆଶାରେ ଯୁବତୀ ଯାଇ ପୋଲିସ୍ ଥାନା ଅଭିଯୋଗର କରିଥିଲେ ଆଉ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେହିଠାରେ ରହିବେ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।